Browsing Category

ନ୍ୟୁଜ୍

ଝାରସୁଗୁଡା ଉପନିର୍ବାଚନ: ଅପରାହ୍ନ ୩ଟା ଯାଏ ୫୫.୨୦ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରିରହିଛି । ସିଇଓଙ୍କ ସୂଚନା ଅନୁସାରେ ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରିରହିଥିବା ବେଳେ ଏବେ ମଧ୍ୟ ଅନେକ ଜଣ ଲମ୍ବା ଲାଇନରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ଥ କରୁଛନ୍ତି…
Read More...

ସେନା ୟୁନିଫର୍ମ ପାଇଁ ବଡ ନିଷ୍ପତ୍ତି । ବ୍ରିଗେଡିୟର ରାଙ୍କ୍ ଉପରେ ସମସ୍ତଙ୍କ ପାଇଁ ହେବ ସମାନ ବର୍ଦ୍ଦି

କନକ ବ୍ୟୁରୋ: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ୟୁନିଫର୍ମ । ଏଣିକି ବ୍ରିଗେଡିୟର ଓ ତାଙ୍କଠାରୁ ଉପର ପଦସ୍ଥ ଅଧିକାରୀଙ୍କ ବର୍ଦ୍ଦି ଏକାଭଳି ହେବ । ଏହି ନିୟମ ଆସନ୍ତା ଅଗଷ୍ଟ ମାସଠାରୁ ଲାଗୁ ହେବ । ହେଲେ କର୍ଣ୍ଣଲ ଏବଂ ତାଙ୍କ ତଳ ପଦସ୍ଥ…
Read More...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନରେ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଯତ୍ନ ସେବାର ପ୍ରସାର

କନକ ବ୍ୟୁରୋ : ବେଦାନ୍ତଲିମିଟେଡ, ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେରୋଗୀଙ୍କୁଚିକିତ୍ସାପରାମର୍ଶ,…
Read More...

ଲେଖିକାଙ୍କୁ ଦୁଷ୍କର୍ମ ମାମଲା, ୪୧ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ଟ୍ରମ୍ପଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ମାଗାଜିନ ଲେଖିକା ଜୀନ କୌରୋଲଙ୍କୁ ଯୌନ ଶୋଷଣ ମାମଲାରେ କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ନୁୟର୍କରେ ୯ଜଣ ଜୁରୀ ମେମ୍ବର୍ସ ଯୌନ ଶୋଷଣ ଓ ମାନହାନୀ ମାମଲାରେ ଟ୍ରମ୍ପଙ୍କୁ…
Read More...

ଭୋଟ ଦେଉଛି ଝାରସୁଗୁଡ଼ା : ଅସହ୍ୟ ତାତି ଭିତରେ ମତଦାନ ପାଇଁ ଉତ୍ସାହ; ଦିନ ୧ଟା ସୁଦ୍ଧା ୪୧.୨୬% ଭୋଟିଂ

କନକ ବ୍ୟୁରୋ : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ…
Read More...

ଇମ୍ରାନ ଖାନଙ୍କ ଗିରଫ ପରେ ଅଶାନ୍ତ ପାକିସ୍ତାନ । ରାଜ୍ୟପାଳ ଭବନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ, ୬ ମୃତ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଏବେ ପୁରା ପାକିସ୍ତାନ ଅଶାନ୍ତ ହୋଇ ପଡିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନଙ୍କ ସମର୍ଥକମାନେ ହିଂସା କରିବାରେ ଲାଗିଛନ୍ତି । ପେଶାୱର, ଇସଲାମାବାଦ, ଲାହୋର, କରାଚି ଓ ରାୱଲପିଣ୍ଡ ସମତେ ଦେଶର ବିଭିନ୍ନ…
Read More...

ଇମ୍ରାନ୍ ଖାନଙ୍କ ଗିରଫ ପରେ ବଢ଼ୁଛି ପ୍ରତିବାଦ : ରାୱାଲପିଣ୍ଡି ସ୍ଥିତ ସେନା ଅଧିକାରୀଙ୍କ ଘରୁ ଖାଦ୍ୟ ସାମଗ୍ରୀ ଲୁଟିଲେ…

କନକ ବ୍ୟୁରୋ : ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହେଉଛି । ରାୱଲପିଣ୍ଡିରେ ସେନା ଘରେ ପଶି ଭାଙ୍ଗିବା ସହ ଜଳାପୋଡ଼ା କରିଛନ୍ତି । ଏହାସହ ରାୱାଲପିଣ୍ଡି ସ୍ଥିତ ସେନା ଅଧିକାରୀଙ୍କ ଘରୁ ଖାଦ୍ୟ ସାମଗ୍ରୀ ଲୁଟିଛନ୍ତି ଇମ୍ରାନଙ୍କ ସମର୍ଥକ । ଗତକାଲି ଇମ୍ରାନ…
Read More...

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ରୋଗୀଙ୍କ ଆକ୍ରମଣ, ମହିଳା ଡାକ୍ତରଙ୍କ ଶୋଚନୀୟ ମୃତ୍ୟୁ

କନକ ବ୍ୟୁରୋ: ରୋଗୀଙ୍କ ଶରୀରରେ ହୋଇଥିବା କ୍ଷତକୁ ଡ୍ରେସିଂ କରୁଥିଲେ ମହିଳା ଡାକ୍ତର । ଏହି ସମୟରେ ଖୋଦ୍ ରୋଗୀ ଜଣକ ଭୟଙ୍କର ହୋଇଯାଇଥିଲା । ପାଖରେ ଥିବା କଇଁଚି ଓ ଛୁରୀରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲା । ଫଳରେ ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳ…
Read More...

ଗୁଜରାଟର ନିଆରା ଚା ବାଲା, ‘ଦ କେରଳ ଷ୍ଟୋରୀ’ ସିନେମା ଟିକେଟ ଦେଖାଇଲେ ମାଗଣାରେ ଦେଉଛନ୍ତି ଚା’ ଓ କଫି

କନକ ବ୍ୟୁରୋ : ଏବେ କିଛିଦିନ ହେବ ‘ଦ କେରଳ ଷ୍ଟୋରୀ’ ସିନେମାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ସିନେମାକୁ ନେଇ ରାଜନୀତି ମଧ୍ୟ ଜୋର ଧରୁଛି । କିଛି ବିଜେପି ଶାସିତ ରାଜ୍ୟ ସରକାର ଏହି ସିନେମା ଉପରୁ ପ୍ରମୋଦ କର ଛାଡ କରିଥିବା ବେଳେ କିଛି ଅଣ ବିଜେପି ଶାସିତ ରାଜ୍ୟ ସରକାର ଏହି…
Read More...

ନବୀନ-ନୀତିଶ ଭେଟ ନେଇ ବଢ଼ୁଛି ରାଜନୀତି : ବିଜେଡି କହିଲା ନବୀନଙ୍କ ପ୍ରତି ରହିଛି ସବୁ ଦଳର ନେତାଙ୍କ ସମ୍ମାନ; ବିଜେପିର…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସାକ୍ଷାତକୁ ନେଇ ବଢ଼ୁଛି ରାଜନୀତି । ନବୀନ-ନୀତୀଶ ଭେଟ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ନବୀନଙ୍କ ପ୍ରତି ସବୁ ଦଳର ନେତାଙ୍କ ସମ୍ମାନ ରହିଛି । ନବୀନ ଜଣେ…
Read More...