Browsing Category

ନ୍ୟୁଜ୍

ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା । ସୁରକ୍ଷା ଭିତରେ ରାଜ୍ୟରେ ରିଲିଜ୍ ହେବ ‘ଦି କେରଳ ଷ୍ଟୋରୀ’

କନକ ବ୍ୟୁରୋ: ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା । ରାଜ୍ୟରେ ବ୍ୟାନ ହେବନି ଫିଲ୍ମ ଦ କେରଳ ଷ୍ଟୋରୀ । ଏଣିକି ଅନ୍ୟ ରାଜ୍ୟ ପରି ପଶ୍ଚିମବଙ୍ଗରେ ମଧ୍ୟ ଫିଲ୍ମ ପ୍ରଦର୍ଶିତ ହେବ । ଫିଲ୍ମ ମେକରଙ୍କ ପିଟିସନ ଉପରେ ଗୁରୁବାର ଶୁଣାଣୀ କରିଥିଲେ ସୁପ୍ରିମକୋର୍ଟ । କିଛି ଦିନ ପୂର୍ବରୁ ରାଜ୍ୟରେ ସୁରକ୍ଷା…
Read More...

ଓଡ଼ିଶା କୃଷି ମହାବିଦ୍ୟାଳୟର ୬୦ ତମ ସାହିତ୍ୟ ଉତ୍ସବ ଉଦଘାଟିତ ।

କନକ ବ୍ୟୁରୋ: ଓଡ଼ିଶା କୃଷି ମହାବିଦ୍ୟାଳୟର ୬୦ ତମ ସାହିତ୍ୟ ଉତ୍ସବ ( ଅନୁଭୂତି ନିର୍ଝର) କୃଷି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ…
Read More...

ସରକାରୀ ଚାକିରି କରିବ ବୋଲି ବାପା, ମା, ଜେଜେମା’ଙ୍କୁ ହତ୍ୟା କଲା ଯୁବକ । ସାନିଟାଇଜର ଓ କାଠରେ ପୋଡିଦେଲା ମୃତଦେହ

କନକ ବ୍ୟୁରୋ: ଅନୁକମ୍ପା ନିଯୁକ୍ତ ଆଧାରରେ ସରକାରୀ ଚାକିରି କରିବ ବୋଲି ବାପା, ମା’ଙ୍କ ସହ ଜେଜେମା’ଙ୍କୁ ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ । ପୁଲିସର ସୂଚନା ମୁତାବକ, ପ୍ରଭାତ ଭୋଇ ଓ ତାଙ୍କ ପତ୍ନୀ ସୁଲୋଚନା ଭୋଇ ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀ…
Read More...

୩ଜିଲ୍ଲାକୁ ଗଡିବ ମୋ ବସ୍ । ସରକାରଙ୍କ ବଡ ନିଷ୍ପତ୍ତି

କନକ ବ୍ୟୁରୋ : ଗଞ୍ଜାମ,ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡିବ ମୋ ବସ୍ । ସରକାର ଏ ନେଇ ନିଷ୍ପତି ନେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ । ସେହିପରି…
Read More...

କର୍ଣ୍ଣାଟକରେ ସିଦ୍ଧରମୈୟା ମୁଖମନ୍ତ୍ରୀ ଓ ଶିବ କୁମାର ହେବେ ଉପମୁଖ୍ୟମନ୍ତ୍ରୀ । ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା…

କନକ ବ୍ୟୁରୋ : ଆସନ୍ତାକାଲି କର୍ଣ୍ଣାଟକରେ ନୂଆ କଂଗ୍ରେସ ସରକାର ଶପଥ ନେବେ । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ । ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁରେ ହେବ । ଆଉ ଶପଥ ଗ୍ରହଣ ସମାରୋହରେ ମୋଦି ବିରୋଧୀ ଏକାଠି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଏଥିରେ…
Read More...

ପୁଣି ପୁରୁଣା ଢାଞ୍ଚାକୁ ଫେରିପାରେ ମାଟ୍ରିକ ପରୀକ୍ଷା । ସମ୍ମେଟିଭ ଆସେସମେଣ୍ଟ୍-୧ ଓ ୨ ପରୀକ୍ଷା ବଦଳରେ ଛାତ୍ର ଛାତ୍ରୀ…

କନକ ବ୍ୟୁରୋ : ପୁରୁଣା ଢାଞ୍ଚାକୁ ଫେରିପାରେ ମାଟ୍ରିକ୍ ପରୀକ୍ଷା । ଏଣିକି ଦଶମ ଶ୍ରେଣୀରେ ଥରେ ବୋର୍ଡ ପରୀକ୍ଷା ଦେଇପାରନ୍ତି ପରୀକ୍ଷାର୍ଥୀ । ସମେଟିଭ ଆସେସମେଂଟ -୧ ଓ ସମେଟିଭ ଆସେସମେଂଟ ୨ ମିଶି ଗୋଟିଏ ପରୀକ୍ଷା ଦେଇପାରନ୍ତି ଶିକ୍ଷାର୍ଥୀ । ଏ ସମ୍ପର୍କରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ…
Read More...

ଛତିଶଗଡରେ ଆୟୋଜିତ ହେବ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଭୂପେଶ ବାଘେଲ

କନକ ବ୍ୟୁରୋ: ଛତିଶଗଡ଼ରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ। ଏଥି ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରାମାୟଣ ସମ୍ବନ୍ଧିତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ…
Read More...

ମହାନଦୀ ଜଳ ବିବାଦ : ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍

କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲା । ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ନିକଟରେ ୨ ଟି ପ୍ରର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ରେ ୫୦ ଜଣିଆ ଟିମ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆସନ୍ତାକାଲି ଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ…
Read More...

ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ । ବିଦ୍ୟୁତ୍ ଯୋଗାଣ ବ୍ୟାହତ

କନକ ବ୍ୟୁରୋ: ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ । ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ବତାସ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘରର ଛପର ଉଡିଯାଇଛି ତ କିଛି ଅଞ୍ଚଳରେ ଗଛ ଉପୁଡ଼ି ପଡିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତଥା ଆଖପାଖ ଅଂଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ବିଦ୍ୟୁତ…
Read More...

ସରକାରୀ ବାବୁଙ୍କ ଦଖଲରେ ସରକାରୀ ଜାଗା ।  ତୋଳିଛନ୍ତି ବଡ ବଡ କୋଠାଘର, ଉଚ୍ଛେଦ କରିବାକୁ ଡରୁଛି କି ପ୍ରଶାସନ?

କନକ ବ୍ୟୁରୋ: ସରକାରୀ ବାବୁଙ୍କ ଦାଦାଗିରି । ସରକାରୀ ଜମିକୁ ଦଖଲ କରି ଗଢୁଛନ୍ତି କୋଠାଘର । ଏ ଘର ସବୁକୁ ଦେଖନ୍ତୁ । ଇଏ ଛୋଟମୋଟ ଘର ନୁହେଁ ପୁରା ବଡ ବଡ କୋଠା ଘର । ହେଲେ ଘର ହୋଇଥିବା ଜାଗା କିନ୍ତୁ କାହାରି ବ୍ୟକ୍ତିଗତ ନୁହେଁ । ଏସବୁ ଜାଗା ସରକାରୀ ଜମି । ଏହା ଉପରେ ନିର୍ମାଣ ହୋଇଥିବା…
Read More...