Browsing Category

ନ୍ୟୁଜ୍

ରୋଚକ ହେଉଛି ଲଢ଼େଇ । ବାଙ୍ଗିରିପୋଷିରେ ନଣନ୍ଦ ସଞ୍ଜଳୀ ଓ ଭାଉଜ ରଞ୍ଜିତା ମାର୍ଣ୍ଡିଙ୍କ ମଧ୍ୟରେ ଟକ୍କର

କନକ ବ୍ୟୁରୋ: ରୋଚକ ହେଉଛି ରାଜନୀତି । ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି ସଂପର୍କୀୟ । ବାଙ୍ଗିରିପୋଷି ଆସନରେ ଦେଖିବାକୁ ମିଳିବ ଦୁଇ ସମ୍ପର୍କୀୟ ପରିବାର ମଧ୍ୟରେ ଲଢେଇ । ଏଠାରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି, ସୁଦାମ ମାର୍ଣ୍ଡିଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି । ତାଙ୍କ ବିରୋଧରେ…
Read More...

କ୍ରିକେଟ୍ ଖେଳିଲେ, ଭୋଟ୍ ଭିକ୍ଷା କଲେ । ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର ।

କନକ ବ୍ୟୁରୋ: ପ୍ରାର୍ଥୀଙ୍କ ନିଆରା ପ୍ରଚାର । ଉଦଳା ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢ଼େଇ କ୍ରିକେଟ ଖେଳି ପ୍ରଚାର କରିଛନ୍ତି । ଜୁନପାଳ ଠାରେ ପ୍ରଚାର ସମୟରେ ରାତିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିଲେ ଭାସ୍କର ମଢ଼େଇ । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ରିକେଟ…
Read More...

କୋରାପୁଟରେ ଭିକେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ କରିବେ ସମ୍ବୋଧନ ।

କନକ ବ୍ୟୁରୋ: କୋରାପୁଟ ଗସ୍ତରେ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି ପାଣ୍ଡିଆନ୍ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେମିଳିଗୁଡ଼ା ପରେ ଲକ୍ଷ୍ମୀପୁର ଗସ୍ତ କରିବେ ।…
Read More...

ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ଦେବୀ, ଦେବତାଙ୍କ ନାମରେ ଭୋଟ୍ ମାଗିନାହାଁନ୍ତି ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଦେବତାଙ୍କ ନାମରେ ଭୋଟ୍ ମାଗୁଥିବା ନେଇ ହେଇଥିବା ଅଭିଯୋଗରେ, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ ଆୟୋଗ । ସୂଚନାଯୋଗ୍ୟ ଯେ, ପିଲିଭିତରେ…
Read More...

ଆଇଜିକେସି ହସ୍ପିଟାଲରେ ଅତ୍ୟାଧୁନିକ ପଦ୍ଧତିରେ ସଫଳ ଅସ୍ତ୍ରୋପ୍ରଚାର । ଜୀବନ ଫେରିପାଇଲେ ଫୁସଫୁସ୍ କ୍ୟାନସର ରୋଗୀ

କନକ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲ ଆଇଜିକେସି ମଲଟିସ୍ପେଶାଲିଷ୍ଟ୍ ହସ୍ପିଟାଲ ଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ଫୁସଫୁସ୍ କ୍ୟାନସର ରୋଗୀଙ୍କ ସଫଳ ଅପରେସନ୍ କରାଯାଇଛି । ଢ଼େଙ୍କାନାଳର ୩୨ ବର୍ଷୀୟା ରୋଗୀ ଜଣଙ୍କ ଗତ ଏକ ମାସ ଧରି କଫରେ…
Read More...

ମାଇ ଛୋଟା ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ

କନକ ବ୍ୟୁରୋ: ବୋରିଗୁମ୍ମା ସ୍ଥିତ ମାଇ ଛୋଟା ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀଙ୍କ ସମେତ ଅଭିଭାବକ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା…
Read More...

ବିଜେପିରେ ସାମିଲ ହେବେ ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ । ଲଢିବେନି ନିର୍ବାଚନ, ଏନଡିଏ ପାଇଁ କରିବେ ପ୍ରଚାର ।

କନକ ବ୍ୟୁରୋ: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ପଦ୍ମ ଧରିବେ । ତେବେ ସେ ପୂର୍ବରୁ ପଶ୍ଚିମ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି…
Read More...

ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା । ବାଲେଶ୍ୱର, ଅନୁଗୁଳରେ ଅସହ୍ୟ ତାତି ।

କନକ ବ୍ୟୁରୋ: ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା । ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି ସେତିକି ନୁହେଁ, ବାଲେଶ୍ୱର ସହିତ ଅନୁଗୁଳରେ ମଧ୍ୟ ସକାଳୁ ତାତି ବଢିଛି । ଅନୁଗୁଳରେ ବି ତାପମାତ୍ରା ୩୬ ଡିଗ୍ରୀ ରହିଛି । ମିଳିଥିବା ସୂଚନା ମୁତାବକ,…
Read More...

ବୌଦ୍ଧ କଣ୍ଟାମାଳ ପଢ଼େଲ ଡ୍ୟାମ ନିକଟ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିିନିମୟ । ଦୁଇ ନକ୍ସଲ ନିହତ ସୂଚନା

କନକ ବ୍ୟୁରୋ: ବୌଦ୍ଧ କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ଭୋରରୁ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା । ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଗୁଳିବିନିମୟ…
Read More...

ଗଞ୍ଜାମ ପୁରୁଷୋତମପୁରରେ କାଳବୈଶାଖୀର ତାଣ୍ଡବ । ଉପୁଡ଼ି ପଡ଼ିଲା ଗଛ, ଉଡ଼ିଗଲା ଛପର

କନକ ବ୍ୟୁରୋ: ଗଞ୍ଜାମ ପୁରୁଷୋତମପୁରରେ କାଳବୈଶାଖୀ ତାଣ୍ଡବ । କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଟିଣ ଛପର ଉଡ଼େଇ ନେବା ସହ ବଡ଼ ବଡ଼ ଗଛ ସବୁ ଭାଙ୍ଗିପଡ଼ିଛି । ପବନର ବେଗ ଏତେ ଅଧିକ ରହିଥିଲା ଯେ ଚାରିଆଡ଼େ କିଛି ସମୟ ପାଇଁ ଧୂଆଁ ଧୂଆଁ ପରିବେଶ ସୃଷ୍ଟି ହୋଇଥିଲା । ମାତ୍ର ୧୫…
Read More...