Browsing Category

ନ୍ୟୁଜ୍

ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଜେରା

ରାୟଗଡା : ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ବିଜେଡିର ଟାଣୁଆ ନେତା ଜୟରାମ ପାଙ୍ଗୀଙ୍କୁ ସିବିଆଇର ଜେରା । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ରାଜନୈତିକ ଚାପ ପକାଇଥିବା ଅଭିଯୋଗ ହୋଇଛି ଜୟରାମଙ୍କ ନାଁରେ । ଏହି ମାମଲାରେ ଆଜି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା…
Read More...

ବଢୁଛି ଅଭିଯୋଗର ଫର୍ଦ୍ଦ : ଅଡୁଆରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାଇଟେକ ଗ୍ରୁପ୍ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ । ପ୍ଲଟ ଦେବା ନାଁରେ ତିରୁପତି ପାଣିଗ୍ରାହୀ ଓ ହାଇଟେକ୍ ଗ୍ରୁପର ନିର୍ଦେଶକ ୩୭ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ହାଇଟେକ ପାରାଡାଇଜ ଓନର ସଂଘ ଏହି ଅଭିଯୋଗ…
Read More...

ମସଲା ପ୍ରସ୍ତୁତକାରୀ କଂପାନୀ ଗୃହସ୍ଥୀ ଉଦ୍ୟୋଗ ନାଁରେ ସରକାରୀ ଜମି ଜବରଦଖଲ ଅଭିଯୋଗ

ରାଉରକେଲା : ମସଲା ପ୍ରସ୍ତୁତକାରୀ କଂପାନୀ ଗୃହସ୍ଥୀ ଉଦ୍ୟୋଗ ନାଁରେ ଆସିଛି ମୂଲ୍ୟବାନ ସରକାରୀ ଜମି ଜବରଦଖଲ ଅଭିଯୋଗ । ଏହି ଅଭିଯୋଗ ହେବା ପରେ ସଂସ୍ଥାର ମାଲିକଙ୍କୁ ୨୦ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ଜବରଦଖଲ କାହିଁକି ଉଛେଦ ନ ହେବ ଜବାବ ରଖିବାକୁ ଉପଜିଲ୍ଲାପାଳଙ୍କ…
Read More...

ଚଳଚଂଚଳ ବିଜେପି ଶିବିର

ବାଲେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଗରୁ ରାଜ୍ୟ ବିଜେପି ଶିବିର ଚଳଚଂଚଳ । ଆସନ୍ତା ୨ରେ କେନ୍ଦ୍ର ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ ବାଲେଶ୍ୱରରେ ଆୟୋଜନ କରାଯାଉଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଏହା ପୂର୍ବରୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

‘ଏଭରେଷ୍ଟ’ ଶିଖରରେ ପ୍ରଥମ ଓଡିଆ ଦମ୍ପତି

କଟକ ବ୍ୟୁରୋ,କନକ ନ୍ୟୁଜ୍ : ନା ମେଡ଼ାଲ ଅଶା ଥିଲା, ନା ପ୍ରତିଷ୍ଠାର ମୋହ । ଇଚ୍ଛାଥିଲା-ଏଭରେଷ୍ଟର ଶୀର୍ଷରେ ପଡ଼ିବ ପାଦ । ଆଉ ଏହି ଦୃଢ଼ ମନୋବଳ ଆଗରେ ହାର ମାନିଛି ସମସ୍ତ ବାଧାବିଘ୍ନ । ସର୍ବୋଚ୍ଚ ଗିରିଶୃଙ୍ଗରେ ପହଂଚିିଲେ ଓଡିଆ ଦମ୍ପତି । ଏଭରେଷ୍ଟ ଶିଖରରେ ପହଂଚିଥିବା ଏମାନେ ହେଉଛନ୍ତି …
Read More...

ମୋଦିଙ୍କ ଫୋକସରେ ଓଡିଶା

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ ପୂର୍ବ ଭାରତ । ଦେଶର ସାମଗ୍ରୀକ ବିକାଶ ପାଇଁ ମୋଦି ପୂର୍ବ ଭାରତ ରାଜ୍ୟଗୁଡିକର ବିକାଶକୁ ଗୁରୁତ୍ୱ ଦେଉଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବାଂଚଳ ରାଜ୍ୟଗୁଡିରେ ଦଳର ସଂଗଠନକୁ ମଜବୁତ କରିବା ଉପରେ ଜୋର…
Read More...

ଚଳିତ ବର୍ଷ ବଢିବ ନାହିଁ ଡାଲି ଦର

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ବର୍ଷ ବଢିବ ନାହିଁ ଡାଲି ଦର । ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶୱାନ । ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି । ଗତ ବର୍ଷ ଆବଶ୍ୟକତା ଓ ଯୋଗାଣ ଭିତରେ ବହୁତ ବଡ ବ୍ୟବଧାନ ଥିବାରୁ…
Read More...

ଆଜି ଜେଇଇ ଆଡଭାନ୍ସ ପରୀକ୍ଷା : ଓଡିଶାର ରାଉରକେଲା ଓ ଭୁବନେଶ୍ୱରରେ ସେଂଟର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସ । ଦେଶରେ ଥିବା ବିଭିନ୍ନ ଆଇଆଇଟି ଗୁଡିକରେ ନାମ ଲେଖା ପାଇଁ ଏହି ସର୍ବଭାରତୀୟ ପରୀକ୍ଷା ଅନୁଷ୍ଠିତ ହେଉଛି । ଓଡିଶାରେ ଦୁଇଟି ସହର ଭୁବନେଶ୍ୱର ଓ ରାଉରକେଲାରେ ସେଂଟର ହୋଇଥିବାବେଳେ ମୋଟ ୩ ହଜାର ୪୦୦ ଛାତ୍ରଛାତ୍ରୀ…
Read More...

ଆସନ୍ତାକାଲିଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲିଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ । ଏଣିକି ଭିତରକୁ ଯିବା ଲାଗି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଫି । ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ଶୁଳ୍କ ୩୦ ଟଂକା ରଖାଯାଇଛି । ସେହିପରି ବିଦେଶୀଙ୍କ ପାଇଁ ୫ ଶହ ଟଂକା ରଖାଯାଇଛି ।…
Read More...

ମାଲକାନଗିରି ବାଲିମେଳାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ବାଲିମେଳାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ନାବାଳିକାଙ୍କୁ ଅଖାରେ ବାନ୍ଧି କେନାଲ ଭିତରକୁ ଫିଙ୍ଗି ଦେଇଥିଲେ ଦୁର୍ବୃତ । ଆଜି ସକାଳୁ ପାୱାର ହାଉସ କେନାଲରୁ ଏହାକୁ ଉଦ୍ଧାର କରି ଲୋକେ ପୋଲିସକୁ ଖବର ଦେଇଥିଲେ । କେହି ଦୁର୍ବୃତ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା…
Read More...