Browsing Category

ନ୍ୟୁଜ୍

ବ୍ୟାଙ୍କ ଲୁଟର ଡେମୋ ଦେଖାଇଲା ଅଭିଯୁକ୍ତ: ନଭେମ୍ବର ୩୦ରେ କେମିତି କରିଥିଲା ସୁନା ଲୁଟ୍, କେଉଁଠୁ ଆଣିଥିଲା ଲକର ଚାବି…

କନକ ବ୍ୟୁରୋ: ବ୍ୟାଙ୍କ ଲୁଟର ଡେମୋ ଦେଖାଇଲା ଅଭିଯୁକ୍ତ । ବ୍ୟାଙ୍କକୁ କେମିତି ଚୋରି କରିଥିଲା ତାର ଡମୋ ଦେଖାଇଛି ଅଭିଯୁକ୍ତ ଶେଖର କୁଳଦୀପ । ପୋଲିସ ଉପସ୍ଥିତିରେ କହିଛି, ନଭେମ୍ବର ୩୦ ତାରିଖ ରାତିରେ କେଉଁଠି ରହିଥିଲା ଓ କେମିତି ଲକର ଚାବି ବାହାର କରି ସବୁ ସୁନା ଚୋରି କରି ନେଇଥିଲା ।…
Read More...

କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ ଟେଷ୍ଟ କ୍ୟାପଟେନ? ଚୟନକାରୀ ଟିମ କରିବେ ନାଁ ସୁପାରିଶ

କନକ ବ୍ୟୁରୋ: ଭାରତର ପରବର୍ତ୍ତୀ ଟେଷ୍ଟ୍‌ ଅଧିନାୟକ କିଏ ହେବେ, ତାହା ଚୟନକାରୀ କମିଟି ସ୍ଥିର କରିବ। ଏପର୍ୟ୍ୟନ୍ତ କାହାରି ନାଁ ବିଷୟରେ ଆଲୋଚନା ହୋଇନାହିଁ ‌ବୋଲି ‘ବିସିସିଆଇ’ର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର…
Read More...

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ: ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ

କନକ ବ୍ୟୁରୋ: ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ତାରିଖ ଘୁଂଚାଇବାକୁ ନିବେଦନ କରିଥିଲେ । ଏହାପରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ…
Read More...

ଭୋଟ ଦେବେନି ବୋଲି ଭୋଟର କଲେଣି ପ୍ରଚାର: ଛିଡା ହୋଇଥିବା ପ୍ରାର୍ଥୀଙ୍କୁ କହିଲେ…

କନକ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ । ଆଉ ବିଭିନ୍ନ ଦଳ ମଧ୍ୟ ପ୍ରସ୍ତୁତ ହୋଇ ସାରିଲେଣି । ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ପୋଷ୍ଟର ମଧ୍ୟ ମରାସରିଲାଣି । ହେଲେ ଏହାରି ମଧ୍ୟରେ କିନ୍ତୁ ଭୋଟର ଜଣାଇଛନ୍ତି ନିଜ ଦାବି । ଦାବି ପୂରଣ ନହେଲେ ଭୋଟ…
Read More...

କରୋନା କାଳରେ ଅନାଥ ହୋଇଗଲେ ଅନେକ ଶିଶୁ : ଓଡ଼ିଶାରେ ଅଛନ୍ତି ସର୍ବାଧିକ; ୨୪,୪୦୫ଜଣ କରୋନା କାଳରେ ବାପା, ମାଆ କିମ୍ବା…

କନକ ବ୍ୟୁରୋ : କରୋନା କରିଦେଲା ଅନାଥ । କୋଭିଡ ମହାମାରୀ ସମୟରେ କରୋନା କିମ୍ବା ଅନ୍ୟ ରୋଗ କାରଣରୁ ଦେଶରେ ଲକ୍ଷେ ୪୭ ହଜାର ୪୯୨ରୁ ଅଧିକ ପିଲା ସେମାନଙ୍କ ବାପା, ମାଆ କିମ୍ବା ଉଭୟଙ୍କୁ ହରାଇଛନ୍ତି । ସୁପ୍ରିମକୋର୍ଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ଏନସିପିସିଆର ଏଭଳି ତଥ୍ୟ ପ୍ରଦାନ…
Read More...

କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ରାଜ୍ୟରେ ସଂକ୍ରମଣ ଡବଲିଂ ଓ ଗ୍ରୋଥ୍ ରେଟ୍ କମିଛି

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ କମିଛି । ଗ୍ରୋଥ ରେଟ ବି କମିଛି । ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇଜେସନ ଅଛି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ । ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି…
Read More...

କୋଇଡା ଶଗଡଭଙ୍ଗା ଗାଁରେ ହାତୀ ଉପଦ୍ରବ । ଭାଙ୍ଗି ଦେଲେ ୩ଟି ଘର, ଆକ୍ରମଣରେ ଜଣେ ମୃତ

କନକ ବ୍ୟୁରୋ : ଦନ୍ତା ରୂପରେ ମୃତ୍ୟୁ ଜଗିଥିଲା ଦ୍ୱାର ମୁହଁରେ । ନୂଆ ବର୍ଷ ଆରମ୍ଭରୁ ପୁଣି କୋଇଡ଼ା ଅଂଚଳବାସୀଙ୍କ ନିଦ ହଜାଇଛି ଗୋଠ ଛଡ଼ା ହାତୀ । ଗତକାଲି ରାତିରେ କୋଇଡ଼ା ବ୍ଲକ ହେଡ଼କ୍ୱାର୍ଟର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଶଗଡ଼ଭଙ୍ଗା ଗାଁରେ ଗୋଟିଏ ହାତୀ ପଶି ଗାଁର ମୋହନ ପଲେଇଙ୍କୁ…
Read More...

ରାଜଧାନୀରେ ପୁଣି ହେଲା ଛୁରାମାଡ । ସ୍ତ୍ରୀ ପେଟରେ ଛୁରୀ ଭୁସିଦେଲା ନୃଶଂସ ସ୍ୱାମୀ

କନକ ବ୍ୟୁରୋ : ରାଜଧାନୀରେ ପୁଣି ଛୁରା ମାଡ଼ । ସ୍ତ୍ରୀ ପେଟରେ ଛୁରୀ ଭୁସି ଦେଲା ସ୍ୱାମୀ । ଲକ୍ଷ୍ମୀସାଗର ଥାନା ବୁଦେ୍ଧଶ୍ୱର କଲୋନୀରେ ଘଟିଛି ଏହି ଘଟଣା । ସ୍ୱାମୀ ଦୂର୍ଗାମାଧବ ମହାପାତ୍ର ସ୍ତ୍ରୀ କଳ୍ପନା ମହାପାତ୍ରଙ୍କୁ ଛୁରାମାଡ଼ କରିଛି । ଗୁରୁତର ଅବସ୍ଥାରେ କଳ୍ପନାକୁ କଟକ ହସ୍ପିଟାଲ…
Read More...

କ୍ୟାମ୍ପରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା : ଏକେ ୪୭ ବନ୍ଧୁକରେ ନିଜକୁ ଗୁଳିକରି ଯବାନଙ୍କର ମୃତ୍ୟୁ

କନକ ବ୍ୟୁରୋ : କ୍ୟାମ୍ପରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ମୃତ ଯବାନ ଜଣଙ୍କ ସିଆରପିଏଫ ରାମପ୍ରସାଦ ବୋଲି ଜଣାପଡ଼ିଛନ୍ତିି । ସର୍ଭିସ ରାଇଫଲରୁ ଗୁଳି ଚଳାଇ ନିଜେ ହାରିଛନ୍ତି ଜୀବନ । ନୂଆପଡ଼ା ଜିଲ୍ଲା କୋମନା ଥାନା ଅଂଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ କୋମନା ଥାନା…
Read More...

ଲକ୍ଷ ଲକ୍ଷ ପିଲାଙ୍କୁ ଅନାଥ କରିଦେଇଛି କରୋନା ମହାମାରୀ । ଚମକାଇଦେଲା ‘NCPCR’ ରିପୋର୍ଟ

କନକ ବ୍ୟୁରୋ : କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସ କରିନେଇଛି । କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି । କୋଟି କୋଟି ଲୋକଙ୍କ ଜୀବନ ଚାଲିଗଲାଣି । ଅନେକ ଲୋକ କରୋନା ପାଇଁ ନିଜର ଜୀବନ ଜିବିକା ହରାଇଲେଣି । ଆଉ ସବୁଠୁ ଦୁଃଖଦ କଥା ହେଉଛି କରୋନା ମହାମାରୀ ପାଇଁ ଅନେକ କୁନି କୁନି…
Read More...