Browsing Category

ନ୍ୟୁଜ୍

ହାଜତ ମୃତ୍ୟୁ: ତଥ୍ୟ ସହ ୯ ବର୍ଷର ହିସାବ ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

କନକ ବ୍ୟୁରୋ: ୯ ବର୍ଷରେ ଥାନା ବା ପୋଲିସ ହେପାଜତରେ ଯାଇଛି ୫୧ ଜଣ ଅଭିଯୁକ୍ତ ଜୀବନ । ହାଜତ ଓ ଜେଲରେ କଏଦୀଙ୍କ ମୃତ୍ୟୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ରାଜ୍ୟର ବିଭିନ୍ନ ଥାନା ଓ ଜେଲରେ କେତେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ଏବଂ ପୋଲିସ ଅତ୍ୟାଚାର…
Read More...

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଉନାହାନ୍ତି ୧୮ ହଜାରରୁ ଅଧିକ ପିଲା : କାହିଁକି ରହିଲେ ଅନୁପସ୍ଥିତ, ଅନୁଧ୍ୟାନ କରିବ…

କନକ ବ୍ୟୁରୋ : ଚଳିତଥର ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ହେଲେ ଦୁଇଟି ପରୀକ୍ଷାରେ ଏଯାବତ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ…
Read More...

ବିରୋଧୀ ଦଳ ନେତା ପଚାରିଲେ, ୫-ଟି କଣ ବିଭାଗ? ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଜବାବ, ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ…

କନକ ବ୍ୟୁରୋ : ୫-ଟିକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହାର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ । ଶୂନ୍ୟକାଳରେ ୫-ଟି କଣ ବିଭାଗ ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଯଦି ଏହା ବିଭାଗ ତେବେ ଏହାର ଅଫିସ କେଉଁଠି ଅଛି…
Read More...

୪୦ ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ : ୨ଟି ଦାମି ଗାଡ଼ି ଓ ୩୫ ଜଣ ଗିରଫ; ଅଧିକ ତଦନ୍ତ ପାଇଁ ପୋଲିସର ଛାନଭିନ୍

କନକ ବ୍ୟୁରୋ : ନିଶା ବିରୋଧରେ ବଲାଙ୍ଗିର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ବଲାଙ୍ଗିର ସହରରୁ ୪୦ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ କରିଛି ପୋଲିସ । ଏହାସହ ୨ଟି ଦାମୀ ଗାଡି ବି ଜବତ କରାଯାଇଛି । ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ୩୫ଜଣଙ୍କୁ ଗିରଫ କରାଯାଇଛି । ସହରରେ ନିଶା କାରବାର ପାଇଁ…
Read More...

କେଉଁ ଜିଲ୍ଲାରେ ଅଛନ୍ତି ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ତୁଷାରକାନ୍ତି…

କନକ ବ୍ୟୁରୋ : ରାଜ୍ୟରେ ଅଛନ୍ତି କେତେ ବାଂଲାଦେଶୀ? କେଉଁ ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା କେତେ? ଏପରିକି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଅନୁପ୍ରବେଶକାରୀ କେତେ ଓ ସର୍ବାଧିକ କେଉଁ ଜିଲ୍ଲାରେ ରହୁଛନ୍ତି? ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ…
Read More...

ଗୃହରେ ଉଠିଲା ଋଣଭାର ପ୍ରସଙ୍ଗ: ଆପଣଙ୍କ ମୁଣ୍ଡପିଛା ଏବେ କେତେ ଅଛି ଋଣ? ଉତ୍ତର ରଖିଲେ ଅର୍ଥମନ୍ତ୍ରୀ…

କନକ ବ୍ୟୁରୋ: ବଜେଟ୍ ପ୍ରଶ୍ନକାଳରେ ଗୃହରେ ଉଠିଲା ରାଜ୍ୟର ଋଣଭାର ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୪ ପୃଷ୍ଠା ସମ୍ବଳିତ ଏକ ଲମ୍ବା ଉତ୍ତରରେ ନିରଞ୍ଜନ କହିଛନ୍ତି, ରାଜ୍ୟ ଋଣ ଭାରରେ ବୁଡ଼ିନି । କାରଣ…
Read More...

ଆସୁଛି ଆଉ ଏକ ପଶ୍ଚିମା ଝଡ଼ : ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା; ୧୬ ଓ ୧୭ରେ ବଢ଼ିବ ବର୍ଷାର ପରିମାଣ

କନକ ବ୍ୟୁରୋ : ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଅଶ୍ୱସ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ୧୬ ଓ ୧୭ରେ ବର୍ଷାର ପରିମାଣ ବଢ଼ିବା ନେଇ ଟୁଇଟ କରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି…
Read More...

ଚିନ୍ତା ବଢ଼ାଇଲା ଏଚ୩ଏନ୨ ଭାଇରସ : ସତର୍କ ହେଲା ଜନସ୍ୱାସ୍ଥ୍ୟ ବିଭାଗ; ଥଣ୍ଡା, କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ…

କନକ ବ୍ୟୁରୋ : ଚିନ୍ତା ବଢାଇଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡ଼ିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ…
Read More...

ସୋରଡ଼ାରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୦ ବଖରା ଘର

କନକ ବ୍ୟୁରୋ : ଗଞ୍ଜାମ ସୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣଦେଇ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଜଳିଯାଇଛି ୧୦ ବଖରା ଘର । ତେବେ ଗାଁର ପୂଜା ସେଠୀ ଓ ରାଜା ବିଷୋୟୀ ଦୁଇ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଉଛନ୍ତି । ଅଗ୍ନିକାଣ୍ଡରେ ତାଙ୍କ ଡ୍ରେସ, ବହିପତ୍ର ଓ ଆଇକାର୍ଡ଼ ପୋଡ଼ି…
Read More...

ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତ, ଟାଇଟଲ ପାଇଁ…

କନକ ବ୍ୟୁରୋ : ଜିତିଲା ନ୍ୟୁଜିଲାଣ୍ଡ, ଫାଇନାଲରେ ଭାରତ । ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ଦେଇଛି । ଏହାସହ ଭାରତ ନୂଆ ଇତିହାସ ରଚିଛି । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ…
Read More...