Browsing Category

ନ୍ୟୁଜ୍

ଇତିହାସ ରଚିଲା ISRO । ଉତକ୍ଷେପଣ କଲା ସର୍ବବୃହତ ରକେଟ୍ ଲଞ୍ଚର ଏଲଭିଏମ-୩

କନକ ବ୍ୟୁରୋ: ମହାକାଶରେ ସବୁଠୁ ଲମ୍ବା ଡିଆଁ ମାରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଉତକ୍ଷେପଣ କରିଛି ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩ । ଏହା ସହ ରଚିଛି ଇତିହାସ । ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ…
Read More...

ଦେଶରେ କରୋନା ସଂକ୍ରମଣ ବଢିବା ପରେ ବଢୁଛି ଚିନ୍ତା । କୋଭିଡ ଟେଷ୍ଟିଂ ବଢାଇବା ଉପରେ ନଜର ଦେବାକୁ ପରାମର୍ଶ

କନକ ବ୍ୟୁରୋ : ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । ୧୪୬ ଦିନ ପରେ ଗତକାଲି ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିଲେ । ସବୁଠାରୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ,…
Read More...

ଷ୍ଟାର ଓପନର୍ ଶିଖର ଧୱନ ଆୟଶାଙ୍କଠାରୁ ଛାଡପତ୍ର ନେଇ ମୁହଁ ଖୋଲିଲେ । ଦ୍ୱିତୀୟ ବିବାହକୁ ନେଇ କହିଲେ ଏଭଳି କଥା ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶିଖର ଧୱନ ୨୦୨୧ରେ ଆୟଶା ମୁଖାର୍ଜୀଙ୍କଠାରୁ ଛାଡପତ୍ର ନେଇ କଣମାଧ୍ୟମର ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି । ଏହି କ୍ରମରେ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି ଶିଖର ଧୱନ । ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧୱନ ଆଇପିଏଲର ଆଗାମୀ…
Read More...

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର ଓ ହିଞ୍ଜିଳି ପରେ ଛତ୍ରପୁରରେ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କବିସୂର୍ଯ୍ୟନଗର ଗସ୍ତ କରିବା ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି । ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର…
Read More...

ଦିଲ୍ଲୀରେ ତ୍ରିରଙ୍ଗା ପତାକା ବଦଳରେ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ । ଜନତା ମୈଦାନକୁ ଦଖଲ କରିବାକୁ ଚେତାବନୀ

କନକ ବ୍ୟୁରୋ: ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୁଲିସର ବ୍ୟାପକ କାର୍ୟ୍ୟାନୁଷ୍ଠାନ ମଧ୍ୟରେ ଖଲିସ୍ତାନୀ ସମର୍ଥକମାନେ ଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତୀୟ ପତାକା ବଦଳରେ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ ଦେଇଛନ୍ତି। ମୁମ୍ବାଇରୁ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣି ବଡ ତ୍ରୁଟି । କର୍ଣ୍ଣାଟକରେ ରୋଡ ସୋ’ ସମୟରେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣି ବଡ ତ୍ରୁଟି ହୋଇଛି । ମୋଦି ଆଜି କର୍ଣ୍ଣାଟକ ଗସ୍ତରେ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର ଦାବଣଗିରି ଦେଇ ଯିବାବେଳେ ଚେକ ସାର୍ଟ ଓ ନୀଳ ରଙ୍ଗର ଜିନସ ପିନ୍ଧିଥିବା ଜଣେ ଯୁବକ ହଠାତ କାର ନିକଟକୁ ପଶିଆସିବାକୁ ଉଦ୍ୟମ…
Read More...

ପଶ୍ଚିମା ଝଡ ପ୍ରଭାବ : ଆଜିଠୁ ରାଜ୍ୟ ବିଭିନ୍ନ ଜିଲ୍ଲାରେ କୁଆପଥର ସହ ଝଡ଼ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ୪୦ରୁ ୫୦…

କନକ ବ୍ୟୁରୋ : ଆଜିଠୁ ପଶ୍ଚିମା ଝଡ଼ । ଆଜିଠୁ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ । ଆଜି ଏବଂ ଆସନ୍ତାକାଲି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ…
Read More...

ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସର ରଣହୁଙ୍କାର । ଏହା ବିରୋଧରେ ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ଯିବା ପରେ ରଣହୁଙ୍କାର ଦେଇଛି କଂଗ୍ରେସ । ଏହାକୁ ବିରୋଧ କରି ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ଆନ୍ଧ୍ରପ୍ରଦେଶ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସବୁ ରାଜ୍ୟର ଜିଲ୍ଲା…
Read More...

ଦିର୍ଘ ଦିନର ନୀରବତା ପରେ ଭୁବନେଶ୍ୱରରେ ଏନକାଉଣ୍ଟର । ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧି ଜିତେନ୍ଦ୍ର ପଲେଇଙ୍କୁ…

କନକ ବ୍ୟୁରୋ : ଦିର୍ଘ ଦିନ ନିରବତା ପରେ ରାଜଧାନୀରେ ହୋଇଛି ଏନାକାଉଂଟର । ଦୁର୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇଙ୍କୁ ଏକକାଉଂଟର କରିଛି କମିଶନରେଟ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଂଟର…
Read More...

ଅନ୍ଧାର ହେଲା ସାରା ବିଶ୍ୱ, ଲିଭିଗଲା ଆଲୁଅ । ସବୁଠି ପାଳିତ ହେଉଛି ଆର୍ଥ ଆୱାର

କନକ ବ୍ୟୁରୋ: ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଅନ୍ଧାର ହେଇଗଲା ପୃଥିବୀ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେଉଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି…
Read More...