Browsing Category

କଂଗ୍ରେସ

ଆଜି କଂଗ୍ରେସରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା ! ପଟଣା ସାହିବରୁ ଲଢିପାରନ୍ତି ନିର୍ବାଚନ ।

ବିଜେପିରୁ ବାହାରିଥିବା ତଥା ବିହାରର ପଟଣା ସାହିବରୁ ସାଂସଦ ହୋଇଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ୍ ହୋଇଛନ୍ତିି । ଶତ୍ରୁଘ୍ନ ସିହ୍ନା ଏହା ପୂର୍ବରୁ ୨୮ ମାର୍ଚ୍ଚ ରାହୁଲ ଗାନ୍ଧୀଙ୍କ ଆବାସରେ ତାଙ୍କ ସହ ସାକ୍ଷାତ କରିଥିଲେ । ତେବେ ଶତ୍ରୁଘ୍ନ ସିହ୍ନା ନବରାତ୍ରର ଶୁଭ ସମୟରେ…
Read More...

ଆଉ ୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ?

କନକ ବ୍ୟୁରୋ : ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଆସନ ଗୁଡିକ ମଧ୍ୟରୁ ୪ଟି ବିଧାନସଭା ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ, ବଡସାହି ଆସନରୁ ଦେବଯାନୀ ବେହେରା,…
Read More...

ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ କଟିଲା । ଜୟଦେବ ଆସନରୁ କଂଗ୍ରେସ ପ୍ରାର୍ଥୀ…

କନକ ବ୍ୟୁରୋ : ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ନାଁ କଟିଲା । ନାମାଙ୍କନପତ୍ର ଯାଞ୍ଚ ପରେ ଜୟଦେବ ଆସନ ଲଢେଇରୁ କଂଗ୍ରେସ ବିଦା ହୋଇଛି । କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି । ପ୍ରାର୍ଥୀପତ୍ରରେ ତ୍ରୁଟି ଥିବା କାରଣରୁ…
Read More...

କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଶ୍ନ ପଚାରିଲେ ଛାତ୍ର – ୭୨ ହଜାର ଟଙ୍କା ଦେବା ପାଇଁ ଫଣ୍ଡ କେଉଁଠାରୁ ଆଣିବେ ? ଏଭଳି ଜବାବ୍…

ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଯୁବା ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ମହାରାଷ୍ଟ୍ର ପୁନେରେ ଛାତ୍ରଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଅନେକ ଛାତ୍ର ରାହୁଲଙ୍କୁ ପ୍ରଶ୍ନ କରିଥିଲେ । ଜଣେ ଛାତ୍ର…
Read More...

ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ : ଦକ୍ଷିଣ ଓଡିଶାରେ କରିବେ ନିର୍ବାଚନୀ ପ୍ରଚାର

ପୁଣି ଥରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୯ ତାରିଖରେ ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଆସିବେ । ଦିଗପହଣ୍ଡିରେ ଆୟାଜିତ ହେବାକୁ ଥିବା ସମାବେଶରେ ଯୋଗ ଦେବେ । ଦକ୍ଷିଣ ଓଡିଶାରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧୀ । ପିସିସି ସଭାପତି ନିରଂଜନ…
Read More...

ଭୋଟ ପାଇଁ ନାଚି ନାଚି ପ୍ରଚାର କରୁଛନ୍ତି କୋରାପୁଟର ନେତା : ବୋରିଗୁମ୍ମାରେ ଓ ଜୟପୁରରେ କଂଗ୍ରେସ ପ୍ରାର୍ଥୀ ମାଗୁଛନ୍ତି…

କନକ ବ୍ୟୁରୋ : ଭୋଟ ପାଇଁ ନାଚୁଛନ୍ତି ନେତା । ନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି ନେତାଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ନେତାମାନେ ମୋଟର ସାଇକେଲରେ ବୁଲି ଗାଁ ଲୋକଙ୍କ ସହ ନାଚି ନାଚି ପ୍ରଚାରରେ ମାତିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା…
Read More...

ଶେଷ ମୁହୂର୍ତ୍ତରେ ୩ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ?

କନକ ବ୍ୟୁରୋ : ଶେଷ ଦିନରେ କଂଗ୍ରେସ ବଦଳାଇଲା ୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ତାରିଖ ରହିଥିବା ବେଳେ ଆଜି ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କେନ୍ଦୁଝର ଲୋକସଭା ସମେତ ପାଟଣା ଓ ତେଲକୋଇରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । କେନ୍ଦୁଝର ଲୋକସଭା ଆସନ…
Read More...

ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ପ୍ରିୟଙ୍କା ଚତୁର୍ବେଦୀଙ୍କ ସାମ୍ବାଦିକ ସମ୍ମିଳନୀ : ଆସନ୍ତାକାଲି ଓଡିଶା…

ଆଜି କଂଗ୍ରେସ ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରୀୟ ନେତା ପ୍ରିୟଙ୍କା ଚତୁର୍ବେଦୀ । କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଂଟି ଦେବା ସହ ଋଣ ନସୁଝିଲେ ଚାଷୀଙ୍କୁ ଯିବାକୁ ପଡିବନି ଜେଲ ଓ ୨୨ଲକ୍ଷ ସରକାରୀ ନିଯୁକ୍ତି ଦେବାକୁ…
Read More...

୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ! ପିପିଲିରୁ ଅଜିତ ମଙ୍ଗରାଜ, ଖୋର୍ଦ୍ଧାରୁ ସ୍ୱାଗତିକା ଓ…

କନକ ବ୍ୟୁରୋ : ତିନୋଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ଟିକେଟ ମିଳିଥିବା ବେଳେ ଖୋର୍ଦ୍ଧାରୁ ସ୍ୱାଗତିକା ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ ।  ଅନ୍ୟପଟେ ଖଣ୍ଡପଡ଼ାରୁ ବସନ୍ତ କୁମାର ମହାରଣାଙ୍କୁ ଟିକେଟ ଦେଇଛି କଂଗ୍ରେସ । ପୂର୍ବରୁ…
Read More...

ଉଷ୍ମ ହେଉଛି ରାଜନୀତି ପାଣିପାଗ : ପ୍ରଚାର ପାଇଁ ମୈଦାନରେ ପ୍ରାର୍ଥୀ । ଭୋଟ ପାଇଁ ରାଜନୈତିକ ଦଳର କସରତ

ଆସ୍କାରେ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏଥର ମହିଳା ମୈଦାନରେ ଅଛନ୍ତି । ଆସ୍କା ଲୋକସଭାରୁ ପ୍ରମିଳା ବିଶୋୟୀ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଢୁ କିଶୋର ସ୍ୱାଇଙ୍କ ପତ୍ନୀ ।…
Read More...