Browsing Category

କଂଗ୍ରେସ

କଂଗ୍ରେସରୁ ୬ ବର୍ଷ ପାଇଁ ସୁର ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଡ ହଲଚଲ । କଂଗ୍ରେସକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଖବର । ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି । ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ । ତେବେ ପୁଅ…
Read More...

INDIA ବନାମ BHARAT ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି

"ଇଣ୍ଡିଆ ବନାମ ଭାରତ" ବିବାଦ ମଧ୍ୟରେ ଶଶି ଥରୁରଙ୍କ ବଡ ବିବୃତ୍ତି ଇଣ୍ଡିଆ କିମ୍ବା ଭାରତ ନାମ ସମ୍ବନ୍ଧରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହେଇଯାଇଛନ୍ତି । ଗୋଟିଏ ପକ୍ଷ  ଭାରତ ନାମକୁ ସମର୍ଥନ କରୁଥିବାବେଳେ ଅନ୍ୟ ପକ୍ଷ ଏହାକୁ ସମ୍ବିଧାନ ବିରୋଧି ବୋଲି କହୁଛନ୍ତି । ତେବେ…
Read More...

କନକ ଟ୍ରେଣ୍ଡିଂ : ଭାରତ ଯୋଡ଼ ଯାତ୍ରା , କଂଗ୍ରେସ ପାଇଁ ବେଟିଂ ନା ରାହୁଲଙ୍କ ରିଲଞ୍ଚିଙ୍ଗ 

କନକ ଟ୍ରେଣ୍ଡିଂ : ପାର୍ଟି ନୁହେଁ ପ୍ରାଇଭେଟ ଲିମିଟେଡ କମ୍ପାନି, ଚାଲିଛି ରାଜାରାଜୁଡା ଶାସନ... ଜାତୀୟ ସ୍ତରରେ ଗୃହରେ ଯୁଦ୍ଧ ପରିସ୍ଥିତି ଆଉ ଲିଜଡରସିପକୁ ନେଇ କ୍ରାଇସେସ । ବିବାଦ, ବିଦ୍ରୋହ ଓ ନେତୃତ୍ବକୁ ନେଇ ଦ୍ବନ୍ଦ ମଧ୍ୟରେ ଭାରତୀୟ ରାଜନୀତିର ପୃଷ୍ଟଭୂମିରେ ଆଜିର ଦିନରେ ସବୁଠୁ ବଡ…
Read More...

କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତ । ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ ।

କନକ ବ୍ୟୁରୋ : କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ । ଉପନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ସଂଗଠନକୁ ମଜଭୁତ୍ କରିବାକୁ ଚେଷ୍ଟା କରିଛି । ନୂଆ ରାଜ୍ୟ ପ୍ରଭାରୀ ଚେଲା କୁମାର ଓଡିଶା ଗସ୍ତରେ ଆସିଯିବା ପରେ ଏବେ କଂଗ୍ରେସ କଂଗ୍ରେସ ତରଫରୁ ୩୩ ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ସଭାପତି…
Read More...

ଦଳ ଭିତରେ କନ୍ଦଳ ଥିଲେ ବି ଆମେ ସବୁ ଗୋଟିଏ ପରିବାରର । ୨୦୨୪ ରେ ଦଳ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି…

କନକ ବ୍ୟୁରୋ : କଂଗ୍ରେସ ଭବନରେ ନୂତନ ଓଡିଶା ପ୍ରଭାରୀ ଏ.ଚେଲ୍ଲା କୁମାର । ଆମ ଓଡିଶା ନାମରେ ଏକ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା ଉପନିର୍ବାଚନ ସହ ଦଳର ସଂଗଠନକୁ ଦୃଢ ପାଇଁ ଓଡିଶାରେ ପହଂଚିଛନ୍ତି ନୂତନ ପ୍ରଭାରୀ । ସେ ଓଡିଶାରେ ପହଂଚିବା ପରେ ଆଜି…
Read More...

ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସରେ କମ୍ପନ ! ଓଡ଼ିଶା କଂଗ୍ରେସରେ ହେବ ଆମୂଳଚୁଳ ପରିବର୍ତ୍ତନ ।

କନକ ବ୍ୟୁରୋ: କଂଗ୍ରେସରେ କମ୍ପନ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ଏବେ ରାଜ୍ୟ କଂଗ୍ରେସରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି । ଆଗକୁ ପ୍ରଦେଶ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି । ଏପରିକି…
Read More...

ବିଧାନସଭାରେ ତାରା ଦେଲେ ଦୁଷ୍କର୍ମର ହିସାବ ! ଜାଣନ୍ତୁ ରାଜ୍ୟରେ ପ୍ରତିଦିନ କେତେ ଧର୍ଷଣ ହେଉଛି ଓ କେତେ ଦୋଷୀ…

କନକ ବ୍ୟୁରୋ: ରାଜଧାନୀ ଛାତି ଉପରେ ୪ ନାବାଳିକା ଗର୍ଭବତୀ ହେବା ଘଟଣା ପରଠାରୁ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । କାରଣ ଏହି ଘଟଣାର କଡ଼ା ପ୍ରତିବାଦ କରି ଏବେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଏନେଇ ରାଜ୍ୟ ବିଧାନସଭାରେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ…
Read More...

କାହିଁକି ହାରିଲା କଂଗ୍ରେସ । ଗଣେଶ୍ୱର କହିଲେ, ଅର୍ନ୍ତଦ୍ୱନ୍ଦ ପାଇଁ ଭୋଟରଙ୍କ ଭରସା ଜିତିପାରିଲାନି ଦଳ, ଦେଖିଲା…

କନକ ବ୍ୟୁରୋ: ପରାଜୟ ପରେ କଂଗ୍ରେସ ଦଳରେ ଚାଲିଛି ପୋଷ୍ଟ ମର୍ଟମ । କାହିଁକି ହାରିଲା କଂଗ୍ରେସ ଗୁମର ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଗଣେଶ୍ୱର କହିଛନ୍ତି କି, ଅର୍ନ୍ତଦ୍ୱନ୍ଦ ହିଁ କଂଗ୍ରେସ ଦଳର ବିପର୍ଯ୍ୟୟର ମୂଳ କାରଣ । ଯେଉଁଥି ପାଇଁ ଚଳିତ ନିର୍ବାଚନରେ ଲୋକଙ୍କ…
Read More...

କଂଗ୍ରେସ ଭବନରେ କାରଣ ଖୋଜା । କାହିଁକି ହାରିଲା କଂଗ୍ରେସ ? ବୈଠକରେ ବିଷ ଓଗାଳିଲେ ପରାଜିତ ପ୍ରାର୍ଥୀ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ ଓଡ଼ିଶାରେ ଶୋଚନୀୟ ପରାଜିତ ହୋଇଥିବା କଂଗ୍ରେସ ଏବେ କାରଣ ଖୋଜିବାରେ ବ୍ୟସ୍ତ । ଉଭୟ ଲୋକସଭା ଓ ବିଧାନସଭାରେ କାହିଁକି ପରାଜିତ ହେଲା କଂଗ୍ରେସ ସେନେଇ କଂଗ୍ରେସ ଭବନରେ ହେଉଛି ମାନସମନ୍ଥନ । ଦଳ ଓଡିଶାରେ ୨୧ଟି ଲୋକସଭାରୁ ମାତ୍ର ୧ଟି ଆସନ ଜିତିଥିବା ବେଳେ…
Read More...

ସୁର କହିଲେ, ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ନବଗ୍ରହ । ପରାଜୟର କାରଣ ଉପରେ ସମୀକ୍ଷା କରିବ ଦଳ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଶିବିରରେ ଚାଲିଛି ମାନସ ମନ୍ଥନ । କାହିଁକି ଚଳିତ ନିର୍ବାଚନରେ ଦଳ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଲା ସେନେଇ କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ମୁହଁ ଖୋଲିଛନ୍ତି । କହିଛନ୍ତି କି, କଂଗ୍ରେସକୁ ଏଥର…
Read More...