Browsing Category

କଂଗ୍ରେସ

କଂଗ୍ରେସ ଟିକେଟ ପାଇଁ ବାୟୋଡାଟା ଧରି ଲମ୍ବା ଲାଇନରେ ଛିଡା ହେଲେ ନେତା? ଜାଣନ୍ତୁ ସାକ୍ଷାତକାରରେ ନେତାଙ୍କୁ କେଉଁ…

କନକ ବ୍ୟୁରୋ : ବିଜେଡି ନେତାମାନେ ଟିକେଟ୍ ପାଇଁ ଲବି କରୁଥିବା ବେଳେ ଏପଟେ କଂଗ୍ରେସ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ କଂଗ୍ରେସ ଭବନରେ ବାୟୋଡାଟା ଧରି ପହଂଚିଥିଲେ କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀ । ଯାହାଙ୍କ…
Read More...

ସ୍କ୍ରିନିଂ କମିଟି ସାମ୍ନାରେ ସୁର କହିଲେ ମୁଁ ଡ୍ୟୁଟିରେ ଅଛି । ଏଥର ଜିତିବି, କାହା ସନ୍ଦେହ ନାହିଁ ।

କଂଗ୍ରେସରେ କିଏ ପାଇବେ ଟିକେଟ, ସେନେଇ କସରତ ଚାଲିବା ଭିତରେ ଆଜି ଭୁବନେଶ୍ୱର ଓ କଟକ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜ ଦାବି ଜାହିର କରିଛନ୍ତି କଂଗ୍ରେସ ନେତା । ୱାନ ଟୁ ୱାନ ସମସ୍ତଙ୍କ ସହ ଆଲୋଚନା କରୁଥିଲେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ।…
Read More...

ବିଜେଡ଼ିରେ ଯୋଗଦେବା ପ୍ରସଙ୍ଗକୁ ଖଣ୍ଡନ କଲେ ପ୍ରଫୁଲ୍ଲ ମାଝୀ ! କହିଲେ, ବଞ୍ଚିଥିବା ଯାଏଁ କଂଗ୍ରେସରେ ରହିବି

କନକ ବ୍ୟୁରୋ : କଂଗ୍ରେସ ଛାଡ଼ିବେନି ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ । ପ୍ରଫୁଲ୍ଲ ମାଝୀ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସର ଦୁଇ ଟାଣୁଆ ନେତା ନବ ଦାସ ଓ ଯୋଗେଶ ସିଂ ବିଜେଡ଼ିରେ ଯୋଗଦେବା ପରେ ପ୍ରଫୁଲ୍ଲ ମାଝୀ ଖୁବ ଶୀଘ୍ର ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।…
Read More...

ହେମାଙ୍କ ଘରବାହୁଡ଼ା ନେଇ ଖୁସି ନୁହଁନ୍ତି ତାରା ! କହିଲେ, ହେମା କଂଗ୍ରେସକୁ ଫେରିଲେ ଦଳ ପାଇଁ ଖରାପ ହେବ

କନକ ବ୍ୟୁରୋ : ଖୁବଶୀଘ୍ର ‘ହାତଧରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା । ଗତବର୍ଷ ଏପ୍ରିଲ ମାସରେ ବିଭିନ୍ନ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିଲେ ହେମା । ଆଉ ଏବେ ହେମା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେବେ ହେମା । ଏନେଇ ପ୍ରାରମ୍ଭିକ ପର‌୍ୟ୍ୟାୟରେ…
Read More...

ପିଠା କାର୍ଯ୍ୟକ୍ରମ ପୋଷ୍ଟରରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ! ବିଜେଡିରେ ମିଶିବା ନେଇ ଚାଲିଛି ଚର୍ଚ୍ଚା

କନକ ବ୍ୟୁରୋ : ପିଠା କାର୍ଯ୍ୟକ୍ରମର ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଂଗ୍ରେସ ବିଧାୟକଙ୍କ ଫଟୋ । ଏଭଳି ପୋଷ୍ଟର ଦେଖିବାକୁ ମିଳିଛି ସାଲେପୁର ନିର୍ବାଚନମଣ୍ଡଳୀର ଚମ୍ପତିରେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ । ଆଉ ସାଲେପୁର…
Read More...

କାହାକୁ ମିଳିବ କଂଗ୍ରେସ ଟିକେଟ୍ ? ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ ସ୍କ୍ରିନିଂ କମିଟି

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ପ୍ରାର୍ଥୀ ଚୟନ ତାଲିକା ଯାଂଚ କରିବା ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ପହଂଚିଛନ୍ତି କଂଗ୍ରେସ ସ୍କ୍ରିନିଂ କମିଟି । କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଗସ୍ତକୁ ନେଇ ଏବେ କଂଗ୍ରେସରେ ରାଜନୈତିକ ପାଣିପାଗ ଗରମ ହୋଇଛି । ନେତାଙ୍କ ଛାତି…
Read More...

ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଧାନ କ୍ୱିଟାଲ ପିଛା ଦର ହେବ ୨୬୦୦ ଟଙ୍କା । ଗରୀବଙ୍କ ଆକାଉଂଟକୁ ଯିବ ସର୍ବନିମ୍ନ…

କଳାହାଣ୍ଡିରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଚାଷୀଙ୍କ ଠାରୁ ଆରମ୍ଭ କରି ଗରୀବଙ୍କ ହୃଦୟ ଜିତିବାକୁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । କଳାହାଣ୍ଡିରେ ରାହୁଲଙ୍କ ଏହି ନୂଆ ଅବତାର କଂଗ୍ରେସ…
Read More...