Browsing Category

ବିଜେପି

ବୈଠକରେ ବାହାରିଲାନି ନିଷ୍କର୍ସ । ଦିଲ୍ଲୀ ଗଲା ବିଜେପି ବିଧାୟକଙ୍କ ତାଲିକା, ବିଧାୟକ ଦଳ ନେତା ବାଛିବେ ରାଷ୍ଟ୍ରୀୟ…

କନକ ବ୍ୟୁରୋ: ବୈଠକ ସରିଲା, ଏବେ ଦିଲ୍ଲୀ ଭରସା । ରାଜ୍ୟ ବିଜେପିର ବିଧାୟକ ଦଳ ନେତା କିଏ ହେବ ସେନେଇ ଦିଲ୍ଲୀ ଦରବାରରୁ ଆସିବ ଗ୍ରୀନ୍ ସିଗନାଲ । ଆଉ ଓଡ଼ିଶା ବିଜେପି ବିଧାୟକ ଦଳ ନେତା କିଏ ହେବ ସେନେଇ ନିଷ୍ପତି ନେବେ ବିଜେପି ରାଷ୍ଟ୍ରୀୟ ଅମିତ ଶାହା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ…
Read More...

ବିଜେପି ସଂସଦୀୟ କମିଟିରେ ୩ ଓଡ଼ିଆ । ସୁରେଶ ପୂଜାରୀ ହେଲେ ଲୋକସଭାରେ ବିଜେପି ସଚେତକ ।

କନକ ବ୍ୟୁରୋ: ସୁରେଶ ପୂଜାରୀଙ୍କୁ ନୂଆ ଦାୟିତ୍ୱ । ବରଗଡ ବିଜେପି ସାଂସଦ ସୁରେଶ ପୁଜାରୀ ଲୋକସଭାରେ ବିଜେପି ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେପି ସଂସଦୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏନେଇ ନିଷ୍ପତି ହୋଇଛି । ତେବେ ସୁରେଶ ଓଡ଼ିଶା ସହ ତିନୋଟି ରାଜ୍ୟ ମଣିପୁର ଏବଂ ତେଲେଙ୍ଗାନା ଭଳି…
Read More...

ପାଟକୁରା ପୋଖରୀରେ ପଦ୍ମ ଫୁଟାଇବାକୁ ପାଗଭିଡ଼ା। ବିଜେଡି ପରେ ବିଜେପି ରଚିଲା ନୀଳ ନକ୍ସା

ପାଟକୁରା ପାଇଁ ଆରମ୍ଭ ହେଲାଣି ପାଗଭିଡା । ପାଟକୁରା ପଡିଆରେ ଛକା ମାରିବାକୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ବ୍ୟାଟ୍ସମ୍ୟାନ ରେଡ୍ଡି ଥିବାବେଳେ ଦୁର୍ବଳ ସ୍ଥାନରେ ଫିଲ୍ଡର ଜଗାଇବାରେ ବ୍ୟସ୍ତ ଉଭୟ ବିଜେପି ଓ ବିଜେଡି । ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିର ହାୱା ବହିଥିବା ବେଳେ…
Read More...

ବ୍ରଜରାଜନଗରରେ ବିଜେପି ବିବାଦ! ରାଧାରାଣୀ କହିଲେ, ଦଳ ଭିତରୁ ଅନ୍ତର୍ଘାତୀ କାର୍ଯ୍ୟ ହିଁ ପରାଜୟର କାରଣ ।

କନକ ବ୍ୟୁରୋ: ଓଡ଼ିଶାକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ସ୍ୱପ୍ନ ଦେଖିଥିବା ବିଜେପିର ଆଶା ସବୁ ଭାଙ୍ଗି ଚୁରମାର ହୋଇଯାଇଛି । କାହିଁକି ମିଶନ ୧୨୦ ପୂରଣ ହେଲା ନାହିଁ ସେନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ପରାଜୟର ପୋଷ୍ଟମର୍ଟମ । ଆଉ ଏହି ସମୀକ୍ଷା ପରେ ବ୍ରଜରାଜନଗରରେ କାହିଁକି…
Read More...

ଶପଥ ନେଇନାହାନ୍ତି ୩ ବିଜେପି ବିଧାୟକ: ଦୁଇ ଦିନ ଧରି ଚାଲିଥିବା ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇସାରିଲେଣି ମୋଟ ୧୪୧…

କନକ ବ୍ୟୁରୋ: ଓଡ଼ିଶା ବିଧାନସଭାକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କର ଶପଥ ପାଠ ସମାରୋହ ଶେଷ ହୋଇଛି। କେବଳ ବିଜେପିର ୩ ଜଣ ବିଧାୟକମାନଙ୍କୁ ଛାଡ଼ି ବିଧାନସଭାରେ ଦୁଇ ଦିନ ଧରି ଚାଲିଥିବା ଏହି ଶପଥ ଗ୍ରହଣ ଉତ୍ସବରେ ମୋଟ ୧୪୧ ଜଣ ସଦସ୍ୟ ଶପଥ ନେଇଛନ୍ତି। ଆଜି ଷୋଡ଼ଶ ବିଧାସନଭା…
Read More...

ମୋଦିଙ୍କ ଦ୍ୱିତୀୟ ପାଳିରେ ଦୁଇ ଓଡ଼ିଆ ପୁଅ । ହେଲେ ପ୍ରଥମ ପାଳିରେ ସହଯୋଗୀଥିବା ଜୁଏଲଙ୍କୁ ମିଳିଲାନି ମନ୍ତ୍ରୀପଦ ।

କନକ ବ୍ୟୁରୋ: ମୋଦିଙ୍କ ଦ୍ୱିତୀୟ ସରକାରରେ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ମିଳିଲାନି ସ୍ଥାନ । ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ରେକର୍ଡ ଭୋଟରେ ବିଜୟୀ ହୋଇଥିବା ଜୁଲଏ ଓରାମଙ୍କ ପୂର୍ବଥର ମୋଦି ସରକାରରେ କ୍ୟାବିନେଟ୍ ପାହ୍ୟା ପାଇଥିଲେ । ଆଉ ଆଦିବାସୀ କଲ୍ୟାଣ ମନ୍ତ୍ରୀଭାବେ…
Read More...

ଦିଲ୍ଲୀରେ ରାଜ୍ୟ ବିଜେପିର ୮ ନବନିର୍ବାଚିତ ସାଂସଦ । ଶାହାଙ୍କୁ ଭେଟିଲେ, ସଂସଦୀୟ ଦଳ ବୈଠକରେ ସାମିଲ ହେଲେ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ ରାଜ୍ୟରେ ବିଜେପି ପାଇଁ ବିଜୟ ତିଳକ ପିନ୍ଧିଥିବା ୮ ସାଂସଦମାନେ ଦିଲ୍ଲୀ ଦରବାରକୁ ଯାଇଛନ୍ତି । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ସାକ୍ଷାତ ପରେ ଏମାନେ ବିଜେପି ସଂସଦୀୟ ଦଳ ବୈଠକରେ…
Read More...

ଗଞ୍ଜାମ ଜିଲ୍ଲାରେ ବିଜେଡି ରାଜ୍: ସପ୍ତମ ଥର ଲାଗି ସୂର୍ଯ୍ୟ, ଷଷ୍ଠ ଥର ଲାଗି ବିଧାନସଭା ଯିବେ ବିକ୍ରମ ଓ ଉଷାଦେବୀ

କନକ ବ୍ୟୁରୋ: ଶେଷ ହୋଇଛି ସାଧାରଣ ନିର୍ବାଚନ। ଫଳାଫଳ ବି ଘୋଷଣା ସରିଛି। ଆଉ ଗଞ୍ଜାମ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ଜିଲ୍ଲା ୨ଟି ଲୋକସଭା ଏବ˚ ୧୨ ବିଧାନସଭା ଆସନରେ ବିଜେଡି ବାଜିମାତ କରିଛି। ସାନଖେମୁଣ୍ତି ବିଧାନସଭା ଆସନକୁ ବାଦ ଦେଲେ ଜିଲ୍ଲାର ସବୁ ଆସନରେ…
Read More...

ଲୋକସଭା ନିର୍ବାଚନ ୨୦୧୯: ଓଡ଼ିଶା ଦେଲା ୮ ସାଂସଦ, ମନ୍ତ୍ରୀ ମିଳିବ କେତେ?

କନକ ବ୍ୟୁରୋ: ଏଥର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କେତେ ଓଡ଼ିଆଙ୍କୁ ମିଳିବ ମନ୍ତ୍ରୀ ହେବାର ଭାଗ୍ୟ? ଏ ପ୍ରଶ୍ନ ଏବେ ଏଥିପାଇଁ ଉଠିଛି କାରଣ, ୧୯ ଯୁଦ୍ଧର ଫଳାଫଳରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ଖାତାକୁ ଯାଇଛି ୮ଟି ଲୋକସଭା ସିଟ୍ । ଯେଉଁଥିରେ ଅନେକ ହେଭିୱେଟଙ୍କ ନାଁ ମଧ୍ୟ ସାମିଲ…
Read More...

ଏକଜିଟ୍ ପୋଲ୍ ପରେ ପଲିଟିକ୍ସ! ଜୁଏଲ କହିଲେ, ଉଭୟ ବିଧାନସଭା ଓ ଲୋକସଭାରେ ବହୁମତ ପାଇବ ବିଜେପି ।

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ୧୯ ଯୁଦ୍ଧର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତକୁ ନେଇ ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଓଡ଼ିଶାରେ କିଏ କେତେ ଆସନ ହାତେଇବ ଆଉ କିଏ କ୍ଷମତାକୁ ଆସିବ ସେନେଇ ସମ୍ଭାବ୍ୟ ଫଳାଫଳ ଆସିବା ପରେ ଦଳୀୟ ଶିବିରରେ ଛନକା ପଶିଛି । ତେବେ…
Read More...