Browsing Category

କଂଗ୍ରେସ

ଘସିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ : ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଲେ…

କନକ ବ୍ୟୁରୋ: ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କରି ସମର୍ଥକଙ୍କ ସହ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚଳିତ…
Read More...

ଆଜିି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଚଳିତ ନିର୍ବାଚନରେ ୨ଟି ଆସନରୁ  ଲଢିବେ…

କନକ ବ୍ୟୁରୋ : ଆଜିି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା କରାଯିବ । ମିଳିଥିବା ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରିପୋଖରୀ ସମେତ…
Read More...

୨ଟି ଆସନରୁ ଲଢିବେ ନିରଞ୍ଜନ! ଘଷିପୁରା ଆସନ ପାଇଁ ଆସନ୍ତାକାଲି ଦାଖଲ କରିବେ ପ୍ରାର୍ଥୀପତ୍ର, ଜାଣନ୍ତୁ ଅନ୍ୟ ଆସନ ପାଇଁ…

କନକ ବ୍ୟୁରୋ : ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପିସିସି ସଭାପତି । ଘଷିପୁରା ଆସନ ପାଇଁ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନିରଞ୍ଜନ ଦାଖଲ କରିବେ ପ୍ରାର୍ଥୀପତ୍ର । ଚଳିତ ଥର ୨ଟି…
Read More...

ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ଼ ଘୋଷଣା ! କଂଗ୍ରେସ ସରକାର ଗଢ଼ିଲେ ଏକ ବର୍ଷରେ ୨୨ ଲକ୍ଷ ନିଯୁକ୍ତି

କନକ ବ୍ୟୁରୋ : ରୋଜଗାର ଦେବାରେ ଫେଲ ହୋଇଛନ୍ତି ମୋଦି ସରକାର । ୨୦୧୪ରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇନି । ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଏକ ବର୍ଷ ମଧ୍ୟୋର…
Read More...

ରାଜ୍ୟ କଂଗ୍ରେସ ଭବନରେ ଟିକଟ ତାତି ! ଫାଟକରେ ତାଲା ପକାଇ ଧାରଣାରେ ବସିଲେ ମହିଳା, କହିଲେ ଟିକଟ ନମିଳିଲେ ବର୍ଜନ କରିବେ…

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି । ଆଜି ରାଜ୍ୟ କଂଗ୍ରେସର କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମହିଳାମାନେ ଖାସ୍ କରି ଟିକଟ ଦାବି କରିଛନ୍ତି । ମହିଳାଙ୍କୁ ଟିକଟ ଦେବାକୁ ଦାବି କରି ଫାଟକରେ ତାଲା ପକାଇ…
Read More...

ବଦ୍ରିଙ୍କ ଚ୍ୟାଲେଞ୍ଜ, ଗ୍ରହଣ କଲେ ନିରଞ୍ଜନ । କହିଲେ, ଦଳ ଚାହିଁଲେ ଘସିପୁରାରେ ବଦ୍ରିଙ୍କ ବିରୋଧରେ ଲଢ଼ିବି ନିର୍ବାଚନ…

କନକ ବ୍ୟୁରୋ: ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଘସିପୁରାରୁ ନିର୍ବାଚନ ଲଢ଼ିବା ନେଇ ବଦ୍ରି ଚ୍ୟାଲେଞ୍ଜ ଦେବାପରେ ନିରଞ୍ଜନ କହିଛନ୍ତି ଯେ, ଦଳ ଚାହିଁଲେ ଘସିପୁରାରୁ ମଧ୍ୟ ଲଢ଼ିବି । ଏପରିକି ବଦ୍ରିଙ୍କୁ କଡ଼ା ଜବାବ୍ ଦେଇ କହିଛନ୍ତି…
Read More...

ମୋଦିଙ୍କ ‘ମିଶନ୍ ଶକ୍ତି’ ଘୋଷଣା ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଟ୍ୱିଟ୍ ! କହିଲେ,ମୁର୍ଖ ସରକାର ହିଁ…

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମିଶନ୍ ଶକ୍ତି’ କୁ ନେଇ ଟ୍ୱିଟ୍ କରି ସରକାରକୁ ମୁର୍ଖ କହିଛନ୍ତି । ମୋଦି ସରକାରଙ୍କୁ ମୁର୍ଖ କହି ଚିଦାମ୍ବରମ୍ କହିଛନ୍ତି ଯେ କେବଳ ମୁର୍ଖ ସରକାର ହିଁ ଡିଫେନ୍ସ ସିକ୍ରେଟ୍ ର ଖୁଲାସା…
Read More...

ଶେଷ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଲେ ସୁର । ଦାଖଲ କଲେ ନାମାଙ୍କନପତ୍ର, କହିଲେ, ମାତ୍ର ଶହେଙ୍କୁ ଡାକିଥିଲି କିନ୍ତୁ…

କନକ ବ୍ୟୁରୋ : ଡାକିଥିଲି ଶହେ, ଆସିଲେ ହଜାର ହଜାର କର୍ମୀ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଜୋଶ ଦେଖାଇଛନ୍ତି ଜଟଣୀ କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ । ଆଜି ଜଟଣୀ ଆସନ ପାଇଁ କଂଗ୍ରେସ ନେତା ସୁର ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିବା ସହ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ନାମାଙ୍କନ ପତ୍ର…
Read More...

ଶ୍ରୀକ୍ଷେତ୍ର ଅକ୍ତିଆର କରିବ କିଏ ? ମୈଦାନରେ ତିନି ଦଳର ତିନି ମୁଖପାତ୍ର

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମହାସମରରେ ବାଜି ମାରିବ କିଏ ? ପୁରୀ ଲୋକସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ବିଭିନ୍ନ ଦଳର ମୁଖପାତ୍ରଙ୍କ ମଧ୍ୟରେ ଲଢେଇ। ଆଜି ୭ ଲୋକସଭା ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ…
Read More...

କେନ୍ଦ୍ରାପଡ଼ାରେ ଜମିବ ଲଢ଼େଇ ! ଅନୁଭବ ଓ ବୈଜୟନ୍ତଙ୍କୁ କଡ଼ା ଟକ୍କର ଦେବାକୁ ଧରଣୀଧରଙ୍କୁ ମଇଦାନକୁ ଓହ୍ଲାଇଲା କଂଗ୍ରେସ

କନକ ବ୍ୟୁରୋ : ସବୁଠାରୁ ହଟ୍ ସିଟ୍ କେନ୍ଦ୍ରାପଡ଼ା ଆସନରେ ଏଥର ହେବ ମହାଲାେଇଇ । କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବରୁ ଶାସକ ଦଳ ବିଜେଡ଼ି ଓ ବିଜେପି ନିଜ ନିଜ ସୀପାହିଙ୍କୁ ମଇଦାନକୁ ଓହ୍ଲାଇ ସାରିଛନ୍ତି । ରାଜ୍ୟ ରାଜନୀତିର ଅଭିଜ୍ଞ ନେତା…
Read More...