Daily Archives

March 19, 2024

ରାଜନୀତିରେ ଫ୍ଲପ୍ ଓଲିଉଡ୍ କଳାକାର? ଲୋକଙ୍କ ଦ୍ୱାରା ହେଉନାହାନ୍ତି କି ଗ୍ରହଣୀୟ?

କନକ ବ୍ୟୁରୋ: ଅନୁଭବ, ସିଦ୍ଧାନ୍ତ, ଅରିନ୍ଦମ । ଓଡିଆ ଫିଲ୍ମ ଜଗତର ଏହି ତିନି ସୁପରଷ୍ଟାର ଦୀର୍ଘଦିନରୁ ରାଜ୍ୟ ରାଜନୀତି ସହ ଜଡିତ । ୨୦୧୯ରେ କେନ୍ଦ୍ରାପଡାରୁ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ସେହି ବିଜେଡି ଟିକେଟରେ ୨୦୦୯ରୁ ୨୦୧୯ ଯାଏଁ ବ୍ରହ୍ମପୁରରୁ…

ମେଣ୍ଟ ଚର୍ଚ୍ଚା ଭିତରେ ଭି.କେ.ପାଣ୍ଡିଆନଙ୍କ ବଡ ବୟାନ: ଜାତୀୟ ଗଣମାଧ୍ୟମରେ କହିଲେ, ସରକାର ଗଠନ ପାଇଁ ବିଜେଡିକୁ…

କନକ ବ୍ୟୁରୋ: ବିଜେଡି ବିଜେପି ମେଂଟ ହେବ ନା ନାହିଁ । ଏଇ ଗୋଟିଏ ପ୍ରଶ୍ନର ଉତରକୁ ଅନାଇ ରହିଛି ସାରା ଓଡିଶା । ଦୁଇ ଦଳର ନେତା ଓ କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱ ମେଂଟ ନେଇ ମୁହଁ ଖୋଲୁ ନାହାନ୍ତି । ଏତିକି ବେଳେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର…

ଦିଲ୍ଲୀରେ ରାଜ୍ୟ ବିଜେପିର ଟିକେଟ୍ ଚର୍ଚ୍ଚା: ଖୁବଶୀଘ୍ର ଓଡିଶା ପାଇଁ ଘୋଷଣା ହେବେ ପ୍ରାର୍ଥୀ!

କନକ ବ୍ୟୁରୋ: ଏପର୍ଯ୍ୟନ୍ତ ମେଂଟ ଚିତ୍ର ସ୍ପଷ୍ଟ ହେଉନାହିଁ । କିନ୍ତୁ ବିଜେପି ତାର ଟିକେଟ୍ କସରତ ଚଳାଇଛି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ରାଜ୍ୟ ବିଜେପିର ଟିକେଟ୍ ଚର୍ଚା ଚାଲିଛି । ଆଉ ଖୁବ୍ ଶୀଘ୍ର ଓଡିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇପାନ୍ତି । ଆସନ୍ତାକାଲି ସିଇସି ବୈଠକରେ ଓଡିଶା…

ଗୋଟିଏ ମଞ୍ଚରେ ଏକାଠି ହେଲେ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ । ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନେଇ…

କନକ ବ୍ୟୁରୋ: ତୁଟିଲା ବିବାଦ, ମିଶିଲା କି ମନ? ଗୋଟିଏ ମଞ୍ଚରେ ପୁରୀର ଦୁଇ ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟ । ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀଙ୍କୁ ପୁରୀରେ ଗୁପ୍ତ ବୈଠକ କରିଛନ୍ତି ବିଜେଡିର ଏହି ଦୁଇ ନେତା । ତେବେ ମାସେ ତଳେ ଅଲଗା ଅଲଗା…

ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ ପ୍ଲାଣ୍ଟରେ ବିପିଏନଏସଆଇର କର୍ମଶାଳା

କନକ ବ୍ୟୁରୋ: ଭାରତ ସରକାରଙ୍କ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ଯାଜପୁର କଳିଙ୍ଗ ନଗରଠାରେ ଅବସ୍ଥିତ ଜିନ୍ଦଲ ଷ୍ଟେନ୍ ଲେସ୍ ଷ୍ଟିଲ କାରଖାନାରେ ଷ୍ଟେନ୍ ଲେସ୍ ଷ୍ଟିଲ ମେକିଙ୍ଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ…

ବାଲେଶ୍ୱର ଏଲଏଜ୍ ଲିଃ ରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଏକ ଦିବସୀୟ କର୍ମଶାଳା ଆୟୋଜିତ

କନକ ବ୍ୟୁରୋ: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ବାଲେଶ୍ୱରଠାରେ ଅବସ୍ଥିତ ବାଲେଶ୍ୱର ଏଲଏଜ୍ ଲିଃ ରେ ଫେରୋ ଏଲଏଜ୍ ମେକିଙ୍ଗ୍, ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ୍ ଫେରୋ ଏଲଏଜ୍ ପ୍ରସେସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍…