Daily Archives

March 13, 2024

ନିର୍ବାଚନ ପୂର୍ବରୁ କଂଗ୍ରେସର ନାରୀ ନ୍ୟାୟ ଗ୍ୟାରେଣ୍ଟି ଯୋଜନା । ଗରିବ ଶ୍ରେଣୀର ମହିଳାଙ୍କୁ ବାର୍ଷିକ ମିଳିବ ୧ ଲକ୍ଷ…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଲା ନାରୀ ନ୍ୟାୟ ଗ୍ୟାରେଂଟି । ଦେଶର ମହିଳାଙ୍କ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆଜେଂଡା । ନାରୀ ନ୍ୟାୟ ଗ୍ୟାରେଂଟି ଅଧିନରେ ୫ଟି ଘୋଷଣା କରିଛନ୍ତି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସରକାରକୁ ଆସିଲେ ‘ମହାଲକ୍ଷ୍ମୀ…

ସିଏଏକୁ ବିରୋଧ, ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ । କେଜ୍ରିୱାଲଙ୍କ ବଡ ବୟାନ, କହିଲେ ଦେଶରେ କମିବ ରୋଜଗାର ।

କନକ ବ୍ୟୁରୋ: ଦେଶରେ ସିଏଏ ଲାଗୁ ପରେ ବିିଭିନ୍ନ ରାଜ୍ୟରେ ମୁସଲିମ ସମ୍ପ୍ରଦାୟ କରୁଛନ୍ତି ବିରୋଧ ପ୍ରଦର୍ଶନ । ସେପଟେ ଚର୍ଚ୍ଚା ସାଉଁଟିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ । କେଜ୍ରିୱାଲ କହିଛନ୍ତି ୩ ଗରିବ ଦେଶର ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦେଇ ଭାରତୀୟଙ୍କ ପାଇଁ ବିପଦ ଆଣିଛନ୍ତି…

ପ୍ରେମରୁ ଆରମ୍ଭ, ଅପହରଣରେ ଶେଷ: ଜଣେ ପ୍ରେମିକାକୁ ଦୁଇ ଜଣ ପ୍ରେମିକ!

କନକ ବ୍ୟୁରୋ: ପ୍ରେମରୁ ଅପହରଣ । ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ଜଣେ ପ୍ରେମିକ ଅନ୍ୟ ଜଣେ ପ୍ରେମିକଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏହି ଅପହରଣ ନାଟକ ପଛରେ ପ୍ରେମିକାର ଭାଇ ମଧ୍ୟ ସାମିଲ ଥିବା ଜଣାପଡିଛି । ରାଜଧାନୀରେ ଘଟିଥିବା…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୨୫ ହଜାର ଟଙ୍କା

କନକ ବ୍ୟୁରୋ: କେନ୍ଦ୍ର ଦେଲା ସମ୍ମାନ । ରାଜ୍ୟ ଦେବ ଅର୍ଥ । ପଦ୍ମ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ଆର୍ଥିକ ଘୋଷଣା । ଏଣିକି ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା । ଆସନ୍ତା ଏପ୍ରିଲ ମାସରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ବଢ଼ିଲା ମେୟରଙ୍କ ଦରମା: ଥିଲା ୮ ହଜାର, ହେଲା ୫୦ହଜାର

କନକ ବ୍ୟୁରୋ: ବଢିଲା ମେୟରଙ୍କ ଦରମା । ରାଜ୍ୟର ୫ଟି ମହାନଗର ନିଗମର ମାସିକ ଦରମା ୮ ହଜାର ଟଂକାରୁ ବୃଦ୍ଧି ପାଇ ୫୦ ହଜାର ଟଂକା ହୋଇଛି । ସେହିପରି ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଂଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତା…

ବଢ଼ିଚାଲିଛି ଏନଏସି ସଂଖ୍ୟା: ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ୧୩ ଜିଲ୍ଲାର ୨୨ଟି ସହରକୁ ମିଳିଲା ଏନଏସି ମାନ୍ୟତା । ପୂର୍ବରୁ ୩୫ଟି ନୂଆ ଏନଏସି ଓ ୫ଟି ମ୍ୟୁନସିପାଲଟି ନେଇ ଘୋଷଣା କରାଯାଇଥିଲା । ଏହାପରେ ଅନେକ ସ୍ଥାନରେ ନିଜ ନିଜ ସହରକୁ ଏନଏସି ମାନ୍ୟତା ଦେବାକୁ ନେଇ ପ୍ରତିବାଦ ହୋଇଥିଲା । ଏହାପରେ ରାଜ୍ୟ ସରକାର ୨୨ଟି ସହରକୁ ଏନଏସି…