Daily Archives

March 13, 2024

ଦୁଇ ଥର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ହେଲେ ସ୍ଥାନ ପାଇନାହିଁ ଓଡ଼ିଶା, ବିଜେଡି-ବିଜେପି ମେଂଟ ଘୋଷଣାକୁ ଅପେକ୍ଷା…

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମେ ଟିକେଟ କସରତ ଆରମ୍ଭ କରିଥିଲା କଂଗ୍ରେସ । ପ୍ରଗମନ ଆପ ଜରିଆରେ ଆଶାୟୀଙ୍କ ଆବେଦନ କରିଥିଲା । ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ଘନ ଘନ ବୈଠକ ବସିଥିଲା । କୁହାଯାଉଥିଲା ଖୁବ…

ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ନାଗପୁରରୁ ନୀତିଶ, ଉତ୍ତର ମୁମ୍ବାଇରୁ ପିୟୁଷ ଗୋଏଲ ଲଢିବେ…

କନକ ବ୍ୟୁରୋ: ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କର୍ଣ୍ଣାଟକ ମହାରାଷ୍ଟ୍ରରୁ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି । ମଧ୍ୟପ୍ରେଦଶରୁ ୫, ତେଲେଙ୍ଗାନାରୁ ୬, ହରିୟାଣାର ୬ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି…

ଶାହାଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତା: ଦେଲେ ବିଜେପିର ଷ୍ଟାଟସ ରିପୋର୍ଟ

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟକୁ ନେଇ ୮ଦିନ ହେଲା ଚର୍ଚ୍ଚା ହେଉଛି । କିନ୍ତୁ ବାସ୍ତବରେ ମେଂଟ ହେବ ନା ନାହିଁ ଏହାକୁ ନେଇ ପ୍ରକୃତ ଚିତ୍ର ସ୍ପଷ୍ଟ ହେଉନି । ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ ବୋଲି ଦୁଇ ଦଳର ନେତା କହୁଛନ୍ତି । ହେଲେ, କେବେ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ତାହା କାହାକୁ…

ଏ ଯୁଗର ସାବିତ୍ରୀ, ସ୍ତ୍ରୀ ହେବ ତ ଏମିତି… କିଡନୀ ଦେଇ ସ୍ୱାମୀଙ୍କ ଜୀବନ ବଞ୍ଚାଇଲା ସ୍ତ୍ରୀ ।

କନକ ବ୍ୟୁରୋ: ନାରୀ ଓ ପୁରୁଷ ହେଉଛନ୍ତି ଉଭୟେ ପରିପୁରକ । ସ୍ୱାମୀ ବିନା ସ୍ତ୍ରୀ ଅଧୁରା ଓ ସ୍ତ୍ରୀ ବିନା ମଧ୍ୟ ସ୍ୱାମୀ ଅଧୁରା ଅଟନ୍ତି । ସ୍ୱାମୀ ହେଉଛି ସ୍ତ୍ରୀ ପାଇଁ ଇହକାଳ ପରକାଳର ଦେବତା ବୋଲି କୁହାଯାଏ । ଗୋଟିଏ ନାରୀ ପାଇଁ ତାର ଶଙ୍ଖା ସିନ୍ଦୂର ହିଁ ତା ପାଇଁ ସବୁକିଛି । ନାରୀଟିଏ…

କମିବ କେନ୍ଦ୍ରାପଡ଼ା ଓ ଭଦ୍ରକର ଦୂରତା । ବ୍ରାହ୍ମଣୀ ଓ ବୈତରଣୀ ନଦୀ ମୁହାଣରେ ନିର୍ମାଣ ହେବ ଫ୍ଲୋଟିଂ ବ୍ରିଜ୍ । ଉପକୃତ…

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଓ ଭଦ୍ରକକୁ ସଂଯୋଗ କରୁଥିବା ନଦୀ ଉପରେ ନିର୍ଭର କରନ୍ତି ପ୍ରାୟ ୪୦ ହଜାରରୁ ଅଧିକ ଲୋକ । ପ୍ରତିଦିନ ପ୍ରାୟ ୫ ହଜାର ଲୋକ ବିପଦସଂକୁଳ ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ୧୦ କିଲୋମିଟର ନଦୀ ଅତିକ୍ରମ କରିବାକୁ ପଡ଼ିଥାଏ । କିନ୍ତୁ ଖୁବଶୀଘ୍ର କେନ୍ଦ୍ରାପଡ଼ା ଓ ଭଦ୍ରକ…

ଗାଁରୁ ବାସନ୍ଦ ହେଲେ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ସମାଜସେବୀ । ଶିବରାତ୍ରୀରେ ଡିଜେକୁ ବିରୋଧ କରିବାରୁ ଗ୍ରାମବାସୀ…

କନକ ବ୍ୟୁରୋ: ଗାଁରୁ ବାସନ୍ଦ ହେଲେ ଆଦିବାସୀଙ୍କ ହକ ପାଇଁ ଲଢେଇ କରୁଥିବା ଅନ୍ତର୍ଜାତୀୟ ସମାଜସେବୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦମଣି ସାଂଡିଲ । ଏନେଇ ଚାନ୍ଦମଣି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପରିକି ନିଜର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ…