Daily Archives

March 10, 2024

ଥମୁନି ମେଣ୍ଟ ଚର୍ଚ୍ଚା: ଏବେ ବି ନିରବ ରହିଛନ୍ତି ଶୀର୍ଷ ନେତୃତ୍ୱ, ଦ୍ୱନ୍ଦ୍ୱରେ ଅଛନ୍ତି କର୍ମୀ ଓ ଜନତା

କନକ ବ୍ୟୁରୋ: ମେଂଟ ପାଇଁ ମନା କଲେ, ଡାକରା ପାଇ ସନ୍ଧ୍ୟାରେ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ବିଜେଡି-ବିଜେପି ମେଂଟ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବାେଳେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି ଏହି ନେତା ।…

ଖରା ଦିନରେ କଲବଲ କରୁଛି ଜଳ । ପାଣି ଟ୍ୟାଙ୍କ ଓ ନଳକୂଅ ଅଚଳ । ତିନି କିମି ଗଲେ ମିଳୁଛି ପାଣି ।

କନକ ବ୍ୟୁରୋ: ପାଣି ପାଇଁ ଯିବାକୁ ପଡ଼ୁଛି ୨ କିଲୋମିଟର । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକ୍ୟପୁର ଗ୍ରାମପଂଚାୟତର ମଲ୍ଲିଝର ଗାଁରେ ସମସ୍ୟା । ୪୫ ପରିବାର ବସବାସ କରୁଥିବା ଏହି ଗାଁର ଏବେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅ ଅଚଳ ହୋଇପଡ଼ିଛି । ସୋଲାର ସାହାଯ୍ୟରେ…

ବାବୁ ପଢ଼ିଲେ ନିର୍ବାଚନୀ ପାଠ । ସ୍ମାର୍ଟ ବୋର୍ଡରେ ନେଲେ ତାଲିମ, ଦେବେ ପରୀକ୍ଷା । ଭଲ ମାର୍କ ରଖିଲେ ମିଳିବ…

କନକ ବ୍ୟୁରୋ: ସାମ୍ନାରେ ସ୍ମାର୍ଟ ବୋର୍ଡ । ଆଗରେ ଜିଲ୍ଲାର ଆଗଧାଡ଼ିର ବଡ଼ ବଡ଼ ଅଧିକାରୀ । ହାତରେ ଧରିଛନ୍ତି କାଗଜ କଲମ । ଲାଗୁଛି ଯେପରି ଜଣେ ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । କିନ୍ତୁ ଏଠାକାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଆଗ ଧାଡ଼ିରେ ବସିଥିବା ସବୁ ବ୍ୟକ୍ତି ହେଉଛନ୍ତି…

ମେଣ୍ଟକୁ ନେଇ ପୁଣି ବଢିଲା ଚର୍ଚ୍ଚା: ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ଓ ପ୍ରଭାରୀ

କନକ ବ୍ୟୁରୋ: ମେଣ୍ଟକୁ ନେଇ ପୁଣି ବଢିଲା ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ଟିମ୍ । ଟିମରେ ରହିଛନ୍ତି ମନମୋହନ ସାମଲ, ବିଜୟ ପାଲ ସିଂ ତୋମାର, ସମ୍ବିତ ପାତ୍ର । ପୂର୍ବରୁ ମେଣ୍ଟ ଚର୍ଚ୍ଚା ଭିତରେ…

ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା । ନାହାନ୍ତି ପଶୁ ଡାକ୍ତର, ଖତ ଖାଉଛି ଉପକରଣ । ପିପିଲିରୁ ଆସିଲା…

କନକ ବ୍ୟୁରୋ: ପିପିଲି ବ୍ଲକରେ ଥିବା ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ କେଉଁଠି ତାଲା ଝୁଲୁଛି ତ କେଉଁଠି ନାହାନ୍ତି ଡାକ୍ତର । ଯେଉଁଥି ପାଇଁ ଏବେ ଚିନ୍ତାରେ ଗୋପାଳକ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ପିପିଲିର ୨୫ଟି ବ୍ଲକରେ ୨୨ଟି ପ୍ରାଣୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରିଛନ୍ତି ।…

ଆସନ ଗୋଟିଏ, ଆଶାୟୀ ଅନେକ । ରୋଚକ ହେଉଛି ରାଜଗାଙ୍ଗପୁର ରାଜନୀତି ।

କନକ ବ୍ୟୁରୋ: ଉଷ୍ମ ହେଲାଣି ନିର୍ବାଚନୀ ମାହୋଲ । ଟିକେଟ୍ ବଣ୍ଟାକୁ ନେଇ ଆରମ୍ଭ ହେଲାଣି କସରତ । କାହାକୁ ମିଳିବ ଟିକେଟ୍, କାହାର କଟିବ, ତାକୁ ନେଇ ଜାରି ରହିଛି ଛକାପଞ୍ଝା । ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାହାକୁ ମିଳିବ ବିଜେଡି ଟିକେଟ, ତାକୁ ନେଇ ଆରମ୍ଭ ହୋଇଛି ଲବି ।…