Daily Archives

March 7, 2024

ସରକାରୀ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କର ବଢିଲା ପାରିଶ୍ରମିକ । ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି,…

କନକ ବ୍ୟୁରୋ :  ସରକାରୀ ବିଭାଗରେ କାମ କରୁଥିବା ଆଉଟସୋର୍ସିିଂ କର୍ମଚାରୀଙ୍କ ପାରିଶ୍ରମିକ ବଢିଲା । Service Provider Agency ଗୁଡିକ ଜରିଆରେ ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା Outsourcing କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ । ଏନେଇ ଘୋଷଣା କରିଛନ୍ତି…

ଇଡି ଓ ସିବିଆଇ ଭୟରେ ବିଜେପି ପାଖରେ ବିଜେଡି ନିଜକୁ ସମର୍ପିତ କରିଛି । ଲୋକଙ୍କ ଆଶୀର୍ବାଦ ଅଛି, କଂଗ୍ରେସର ୯ରୁ ୯୦…

କନକ ବ୍ୟୁରୋ : ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କ ପ୍ରେସମିଟ । ରାଜ୍ୟ ସ୍ୱାର୍ଥରେ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଣ୍ଟ କରୁଥିବା କହିଲେ ଶରତ ପଟ୍ଟନାୟକ । ଇଡି ଓ ସିବିଆଇ ଭୟରେ ଏହି ମେଣ୍ଟ ହେଉଥିବା ଲୋକେ ଜାଣିଲେଣି । ମେଣ୍ଟ ହେଲେ ବି…

୨ଟିAIIMS , IIT, IIM , ୨ଟି ବଡ କ୍ୟାନ୍ସର ହସ୍ପିଟାଲ ଓ ସ୍ମାର୍ଟ ସିଟି… ଜମ୍ମୁ-କାଶ୍ମୀରକୁ ୬୪୦୦ କୋଟିର…

କନକ ବ୍ୟୁରୋ: ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଆଜି ଜମ୍ମଚ-କାଶ୍ମୀର ଗସ୍ତ କରିଥିଲେ ପ୍ରଧାନନ୍ତ୍ରୀ ମୋଦୀ । ଏହି ଅବସରରେ ସେ ଶ୍ରୀନଗରରେ କାଶ୍ମୀରବାସୀଙ୍କୁ ସମ୍ବୋଧନ କରି କହିଥିଲେ, ଧରିତ୍ରୀର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରକୁ ଆସି ତାଙ୍କୁ ଅଦ୍ୱିତୀୟ ଅନୁଭୂତି ମିଳିଛି ।…

ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଜୋରଦାର । ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ଆରଡି ଓ ଢ଼େଙ୍କାନାଳ…

କନକ ବ୍ୟୁରୋ: ରାତି ପାହିଲେ ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଚାନ୍ଦବାଲିର ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶୈବପୀଠ । ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଦିଗମ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦେବଦେବ ମହାଦେବ । ଚଳିତ ବର୍ଷ ଜାଗରରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ…

ବିଜେଡିରେ ଯୋଗ ଦେଲେ ଅରବିନ୍ଦ, ନବୀନଙ୍କର ନେଲେ ଆଶୀର୍ବାଦ । ବିଜୟ ମହାପାତ୍ରଙ୍କ ପାଇଁ ନବୀନ ନିବାସରୁ ଆସିଲା ବଡ…

କନକ ବ୍ୟୁରୋ : ବିଜେଡିରେ ଯୋଗ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି ଅରବିନ୍ଦ ମହାପାତ୍ର । ବିଜେଡିକୁ ଅରବିନ୍ଦଙ୍କୁ ସ୍ୱାଗତ କରିବା ସହ ଆଶୀର୍ବାଦ ଦେଇଛନ୍ତି ନବୀନ । ଏହାସହ ତୁମ ଉପରେ ମୋର ଆଶୀର୍ବାଦ ଥିବା ନେଇ ବାପାଙ୍କୁ ଜଣାଇଦେବ ବୋଲି…

ବିଜେଡି ବିଜେପି ମେଣ୍ଟକୁ ନେଇ କ’ଣ ରହିଛି ଲୋକଙ୍କ ମୁଡ୍? ତଥ୍ୟ ସଂଗ୍ରହ କରୁଛି ବିଜେପି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ…

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ହେଲେ ରାଜ୍ୟ ରାଜନୀତି ଉପରେ ଏହାର ପ୍ରଭାବ କେମିତି ପଡିବ, ତା ଉପରେ ତଥ୍ୟ ସଂଗ୍ରହ କରୁଛି ବିଜେପି । ଜାତୀୟ ସ୍ତରର ରାଜନୈତିକ ରଣନୀତିକାର ଟିମକୁ ଏଥିପାଇଁ ଦାୟିତ୍ୱ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ସାଧାରଣ ଲୋକଙ୍କ ମନୋଭାବ କେମିତି ରହୁଛି, ତା…