Daily Archives

June 1, 2024

ଉତ୍ତରପ୍ରଦେଶରେ ପୁଣି ଚାଲିବ ଏନଡିଏ ମ୍ୟାଜିକ । ୨୦୧୯ ତୁଳନାରେ ପାଇପାରେ ଅଧିକ ଆସନ, ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ…

କନକ ବ୍ୟୁରୋ : ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ବୁଥ ବାହୁଡା ମତ ଉତ୍ତରପ୍ରଦେଶରେ ବିଜେପି ଓ ଏନଡିଏ ପାଇଁ ଖୁସି ଖବର ଆଣି ଦେଇଛି । ଗତଥର ଅପେକ୍ଷା ଏନଡିଏ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ କରିବ । ଏକାକୀ ବିଜେପିକୁ ୬୭ରୁ ୭୨ ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ…

ଓଡିଶା ଲୋକସଭା ଆସନରେ କାହାର ଦବଦବା? ବିଜେପି ପାଇବ କେତେ, ବିଜେଡି ପାଇବ କେତେ, କଣ କହୁଛି ବୁଥ ବାହୁଡା ମତ

କନକ ବ୍ୟୁରୋ: ବୁଥ ବାହୁଡା ମତ ପରେ ଓଡିଶା ଲୋକସଭା ଆସନକୁ ନେଇ ଚର୍ଚ୍ଚା ହେଉଛି । କାରଣ ଏଠାରେ ବିଜେପି ଅଧିକ ସିଟ୍ ଜିତିବା ନେଇ ଆକଳନ କରାଯାଇଛି । ତେବେ କହିବାକୁ ଗଲେ ବିଜେପି ଓଡିଶାରୁ ଅଧିକ ଫାଇଦା ପାଇବା ନେଇ ଚର୍ଚ୍ଚା ହେଉଛି । ଓଡିଶାରେ ବି ବିଜେପି ଅଧିକ ଲୋକସଭା ସିଟ ପାଇବା ନେଇ…

ମହାରାଷ୍ଟ୍ରରେ କାହାକୁ ମିଳିବ କେତେ ସିଟ୍? କଣ କହୁଛି ବୁଥ ବାହୁଡା ମତ

କନକ ବ୍ୟୁରୋ: ଲୋକସଭା ସିଟ ଅନୁସାରେ ଉତ୍ତର ପ୍ରଦେଶର ପରେ ମହାରାଷ୍ଟ୍ର ଦ୍ୱିତୀୟ. ସ୍ଥାନରେ ରହିଛି । ୪୮ଟି ଲୋକସଭା ଆସନ ପାଇଁ ଏଠାରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି । ମହାରାଷ୍ଟ୍ରରେ ଶିବସେନା ଓ ଏନସିପିରେ ଫାଟ ପରେ ଏହା ପ୍ରଥମ ନିର୍ବାଚନ । ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟରେ ୬୩.୭୧…

ବୁଥ୍ ବାହୁଡା ମତ : ଦିଲ୍ଲୀରେ କଂଗ୍ରେସ-ଆପକୁ ଲାଗିପାରେ ଜୋରଦାର ଝଟକା, ପୁଣିଥରେ କ୍ଲିନ୍ ସୁଇପ କରିପାରେ ବିଜେପି!

କନକ ବ୍ୟୁରୋ : ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ବୁଥ ବାହୁଡା ମତରେ ଦିଲ୍ଲୀରେ ବିଜେପି ପୁଣିଥରେ ନିଜର ଜଲୱା ଦେଖାଇପାରେ । ସେହିଭଳି କଂଗ୍ରେସ-ଆପ୍ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇପାରେ ବୋଲି ମିଳିଛି ସଂକେତ । ଯଦି ବୁଥ୍ ବାହୁଡା ମତ ସତ ହୁଏ ତେବେ ବିଜେପି ପୁଣିଥରେ…

ବୁଥ ବାହୁଡା ମତ: କେରଳ, ତାମିଲନାଡୁରେ ଖାତା ଖୋଲିପାରେ ବିଜେପି

କନକ ବ୍ୟୁରୋ: ଆସିଛି ବୁଥ ବାହୁଡା ମତ । ଏହାସହ କିଏ କେଉଁଠି ଅଧିକ ସିଟ ପାଉଛି । ଆଉ କିଏ ବହୁ ମତରେ ସରକାର ଗଢୁଛି ତାକୁ ନେଇ ବିଭିନ୍ନ ସଂସ୍ଥା ନିଜର ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି । ତେବେ ବୁଥ ବାହୁଡା ମତ ସହ ତାମିଲନାଡୁ ଓ କେରଳକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏହି…

ଆସିଲା ବୁଥ୍ ବାହୁଡା ମତ : ମଧ୍ୟପ୍ରଦେଶରେ ବିଜେପି କରିପାରେ କ୍ଲିନ୍ ସୁଇପ୍, ଛତିଶଗଡରେ କମାଲ କରିପାରେ ଏନଡିଏ!

କନକ ବ୍ୟୁରୋ : ଆସିଛି ବୁଥ୍ ବାହୁଡା ମତ । ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ଅନୁଯାୟୀ, ଛତିଶଗଡରେ ବିଜେପିକୁ ବମ୍ପର ବିଜୟ ମିଳିପାରେ । ଛତିଶଗଡରେ ଏନଡିଏକୁ କେବଳ ଅଧିକ ଆସନ ମିଳିବନି ବରଂ ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇବ । ୨୦୧୯ରେ ଏନଡିଏକୁ ୫୧ ପ୍ରତିଶତ ଭୋଟ ମିଳିଥିବା ବେଳେ…