Daily Archives

March 7, 2024

ଦୁର୍ଘଟଣାର ଶୀକାର ହୋଇ ଘରେ ପଡ଼ିଛନ୍ତି ଦୀନବନ୍ଧୁ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବେସାହାରା ପରିବାର, ସରକାର…

କନକ ବ୍ୟୁରୋ: ବୟସର ଅପରାହ୍ନରେ ସାହାରା ଖୋଜୁଛନ୍ତି ନୀଳଗିରି ବ୍ଳକ କାଇଁଶପାଳ ଗାଁର ଦୀନବନ୍ଧୁ । ଆଠମାସ ତଳେ ଦୀନବନ୍ଧୁ ଗାଈ ଚରାଉଥିବା ବେଳେ ଗାଈ ଗୋରୁଙ୍କ ଆକ୍ରମଣର ଶିକାର ହୋଇ ତାଙ୍କ ଡ଼ାହାଣ ଗୋଡ଼ ଖଂଜା ଫାଟିଯାଇଥିଲା । ଭୁଲ ଅସ୍ତ୍ରୋପଚାର ଯୋଗୁଁ ଏବେ ଯନ୍ତ୍ରଣାରେ ଛଟପଟ ହେବାକୁ ପଡ଼ୁଛି…

ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ, ଖୁବଶୀଘ୍ର ହୋଇପାରେ ବଡ…

କନକ ବ୍ୟୁରୋ : ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ତାଙ୍କ ଘରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ…

ରାଜଧାନୀରେ ଅଦିନିଆ ବର୍ଷା । ତାତିରୁ ସାମାନ୍ୟ ଆଶ୍ୱସ୍ତି

କନକ ବ୍ୟୁରୋ : ରାଜ୍ୟରେ ବଢୁଥିବା ତାତି ଭିତରେ ଅଦିନିଆ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି । ଭୁବନେଶ୍ୱରର କେତେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଆଉ କେତେକ ସ୍ଥାନରେ ବର୍ଷା ହୋଇନଥିଲେ ବି କଳାବାଦଲ ଘୋଡେଇ ହୋଇ, ଆକାଶ ମେଘାଚ୍ଛନ୍ନ…

ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ୍

କନକ ବ୍ୟୁରୋ : ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତର ଯାନ । ବନବିଭାଗ ରାପିଡ୍ ରେସପନ୍ସ ଟିମ୍ ଏଣିକି ରକ୍ଷକ ଯାନରେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବେ । ରାଜ୍ୟର ଯେକୌଣସି ସ୍ଥାନରୁ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଖବର ଆସିବା ମାତ୍ରେ ଘଣ୍ଟେରୁ ଦେଢଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଁଚିବ ଏହି…

ଆସନ୍ତାକାଲି ମହାଶିବରାତ୍ରୀ । ବାବା ଆଖଣ୍ଡଳମଣୀ ପୀଠରେ ବ୍ୟାପକ ପ୍ରସ୍ତୁତି

କନକ ବ୍ୟୁରୋ : ରାତି ପାହିଲେ ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଚାନ୍ଦବାଲିର ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶୈବ ପୀଠ । ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଦିଗମ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦେବଦେବ ମହାଦେବ । ଚଳିତ ବର୍ଷ ଜାଗରରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ…

ନିର୍ବାଚନ ପରିଚାଳନା ନେଇ କମିସନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁହେବା ପରେ…

କନକ ବ୍ୟୁରୋ : ନିର୍ବାଚନ ପରିଚାଳନା ନେଇ କମିସନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । କମିସନରେଟ୍ ପୋଲିସ୍ ଅଧିନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ସୁରୁଖୁରରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ କମିସନର ସଂଜୀବ ପଣ୍ଡା,…