Daily Archives

November 21, 2023

କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ । ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ…

କନକ ବ୍ୟୁରୋ : ରେଶମ ଉତ୍ପାଦନ ବେଳେ ପାରମ୍ପରିକ ପଦ୍ଧତିରୁ ବାହାରି ଏକ ନୂଆ ବାଟ ଆପଣାଇଛି ଓଡ଼ିଶା। ଅହିଂସା ଉପାୟରେ ଏଣ୍ଡିକୀଟ ଖୋସାରୁ ପ୍ରସ୍ତୁତ ‘କରୁଣା ସିଲ୍କ’ ଓଡ଼ିଶାର ରେଶମ ଚାଷ ପରମ୍ପରାକୁ ଏକ ନୂଆ ଦିଗ ଦେଇଛି । ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ଭାରତ ଅର୍ନ୍ତଜାତୀୟ…

ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ବାପା-ମାଆଙ୍କ ଚାପ ! ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦେଉଛନ୍ତି କି ଅଭିଭାବକ ?

କନକ ବ୍ୟୁରୋ: ମାନସୀ ମହାରଣା । କମ୍ପ୍ୟୁଟର ସାଇନ୍ସରେ ପାଠ ପଢ଼ୁଛନ୍ତି । ପାଠ ସିନା କମ୍ପ୍ୟୁଟର ସାଇନ୍ସରେ ପଢ଼ୁଛନ୍ତି, କିନ୍ତୁ ତାଙ୍କର ଇଚ୍ଛା ଥିଲା ସଙ୍ଗୀତ ଶିଖିବେ । ସଂଗୀତ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବେ । ହେଲେ ପରିବାର ଲୋକଙ୍କ ଚାପରେ, ଏବେ ସଂଗୀତକୁ ଛାଡ଼ି କମ୍ପ୍ୟୁଟର…

ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ପଞ୍ଚକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନ ଗରୁତ୍ୱାରୋପ କରିଛି । ଏନେଇ ଶ୍ରୀମନ୍ଦିର…

ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡୁନି ବିବାଦ । ବିବାହ କରିବାକୁ ଥିବା ଯୁବତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ…

କନକ ବ୍ୟୁରୋ: ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ସବ ରେଜଷ୍ଟ୍ରାର କୋର୍ଟରେ ଦାଖଲ କରିଛନ୍ତି ତଥ୍ୟ । ଆଉ ଏଥିରେ ବିଜୟଙ୍କ ବାନ୍ଧବୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋମାଲିକା । କୋର୍ଟରେ ସୋମାଲିକା ଦର୍ଶାଇଛନ୍ତି, ବିଜୟ ଶଙ୍କର ଯାହାକୁ ବିବାହ କରିବାକୁ…

କୁନି ବୈଜ୍ଞାନିକଙ୍କ “ହେଲମେଟରେ ଦ୍ୱିତୀୟ ମନ ତୃତୀୟ ନୟନ ”  ପ୍ରକଳ୍ପ ସାଜିଲା ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ :  ଅସ୍ତରଙ୍ଗ ବ୍ଲକ ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅସ୍ତରଙ୍ଗ ବ୍ଲକ ସହକାରୀ ଶିକ୍ଷାଅଧିକାରୀ ଏହି  କାର୍ଯ୍ୟକ୍ରମକୁ  ଉଦ୍ଘାଟନ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୨୦ଟି ପ୍ରୋଜେକ୍ଟ ସ୍ଥାନ ପାଇଛି, ୧୦୯ ଟି ପ୍ରାଇମେରୀ…

ସୁଡଙ୍ଗ ଭିତରୁ ଆସିଲା ଶ୍ରମିକଙ୍କ ପ୍ରଥମ ଚିତ୍ର । ୧୦ଦିନ ପରେ ବି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଭିଡିଓରୁ ସ୍ପଷ୍ଟ ।…

କନକ ବ୍ୟୁରୋ: ଉତ୍ତରାଖଣ୍ଡର ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକ କେମିତି ଅଛନ୍ତି, ତାକୁ ନେଇ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ଲାଗିରହିଛି । ଆଉ ଏତିକିବେଳେ ସୁଡଙ୍ଗ ଭିତରୁ ସାମ୍ନାକୁ ଆସିଛି ଶ୍ରମିକଙ୍କ ପ୍ରଥମ ଭିଡିଓ । ଟନେଲର ଭଗ୍ନାବେଶଷ ଦେଇ ୬ ଇଞ୍ଚ୍ ମୋଟେଇର ଏକ ପାଇପ,…