Daily Archives

November 17, 2023

ମାଟି ଅତଡା ଖସିବା ଯୋଗୁଁ ପୁଣି ଅଟକିଲା ଟନେଲରୁ ଶ୍ରମିକଙ୍କ ଉଦ୍ଧାରକାମ: ୨୪ମିଟରରୁ ୨୨ ମିଟରର ସରିଛି ଖୋଦେଇ

କନକ ବ୍ୟୁରୋ: ୬ଦିନ ହେଲାଣି । ଉତ୍ତରାକାଣୀ ଟନେଲରେ ଜୀବନ୦-ମରଣ ସହ ସଂର୍ଘଷ କରୁଛନ୍ତି ୪୦ ଶ୍ରମିକ । ତେବେ ସମସ୍ତ ଶ୍ରମିକ ସୁସ୍ଥ ଥିବା ଉତରକାଶୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଯଦି ଉଦ୍ଧାରକାର୍ଯଷର ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ମାନସିକ ଅସ୍ଥିରତା…

ସୀମାରେ ସହିଦ ହୋଇଗଲେ କଳାହାଣ୍ଡିର ଈଶ୍ୱର ଦୋରା । ତ୍ରିପୁରାର ଲଙ୍କାମୁରା ବର୍ଡର ପୋଷ୍ଟରେ ହୋଇଥିଲେ ମୂତୟନ

କନକ ବ୍ୟୁରୋ : ଦେଶ ମାତୃକାର ସେବା ପାଇଁ ସହିଦ ହୋଇଗଲେ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ଦୋରା । ଏପଟେ ବୀର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଖବର ଶୁଣିବା ପରେଠାରୁ ବାହୁନି ବାହୁନି କାନ୍ଦୁଛନ୍ତି ମାଆ । ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ୨୦୦୯ରେ ସୀମା…

ଆଗକୁ କଣ ହେବ ରାଜନୈତିକ ଦୃଶ୍ୟପଟ୍ଟ? କେମିତି ଲଢ଼ିବ ବିଜେପି? କଣ ରହିବ କଂଗ୍ରେସର ରଣନୀତି? ଡିସେମ୍ବର ୩ ଉପରେ ନଜର

କନକ ବ୍ୟୁରୋ : ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବ । ଯାହା ଉପରେ ସାରାଦେଶର ନଜର ରହିଛି । ମୋଦୀଙ୍କ ପ୍ରଭାବ, ପତିଆରା କେତେ ରହିଛି? କଂଗ୍ରେସର ଭାରତ ଯୋଡୋ ଯାତ୍ରା କେତେ ପ୍ରଭାବ ପକାଇଛି, ତାହା ହିଁ ସେହିଦିନ ସ୍ପଷ୍ଟ ହେବ । ଆଉ ଏହି ପାଂଚ ରାଜ୍ୟର ଜନାଦେଶ ଆଗାମି ୨୦୨୪ ପାଇଁ…

କୋର୍ଟରେ ଜମା ହେଲା ଠିକାଦାରଙ୍କ ବକେୟା ପାଉଣା । ନିର୍ମାଣ ସୌଧରେ ବନ୍ଦ ହେଲା ନିଲାମ ପ୍ରକ୍ରିୟା

କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ନିର୍ମାଣ ସୌଧରେ ଥିବା କୋଠାବାଡି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିରଳ ଦୃଶ୍ୟ । କାର୍ଯ୍ୟାଳୟରେ ପଶି ଚୌକି, ଟେବୁଲ, ଆଲମିରାଠୁ ଆରମ୍ଭ କରି ଏସି, ଫ୍ୟାନ ସମେତ ସବୁ ଆସବାବପତ୍ର ବୋହି ନେଲେ କୋର୍ଟ କର୍ମଚାରୀ । ଆସବାବପତ୍ର ନେଇଯିବାରୁ ଫାଇଲ ଗୁଡିକ…

ଛତିଶଗଡରେ ମାଓବାଦୀଙ୍କ ଟାର୍ଗେଟରେ ପୁଲିଂ ପାର୍ଟି: ଆଇଇଡି ବିସ୍ଫୋରଣରେ ଆଇଟିବିପି ଯବାନ ସହିଦ

କନକ ବ୍ୟୁରୋ: ଛତିଶଗଡରେ ମାଓବାଦୀଙ୍କ ଟାର୍ଗେଟରେ ପୁଲିଂ ପାର୍ଟି । ଆଇଡି ବିସ୍ଫୋରଣରେ ଆଇଟିବିପି ଯବାନ ସହିଦ । ହେଡ କନଷ୍ଟେବଳ ଯୋଗିନ୍ଦର ସିଂ ସହିଦ ହୋଇଛନ୍ତି । ପୁଲିଂ ପାର୍ଟିକୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା ଆଇଇଡି । ମତଦାନ କେନ୍ଦ୍ରରୁ ଫେରୁଥିବା ବେଳେ ହୋଇଥିଲା ବିସ୍ଫୋରଣ । ପୁଲିଂ…

କୋଶଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସମ୍ବଲପୁରରେ ବିରୋଧ । ଦୋକାନ ବଜାର ଖୋଲା ରଖିବାକୁ ଅପିଲ କଲା ହୀରାଖଣ୍ଡ…

କନକ ବ୍ୟୁରୋ : ଓଲିଉଡ୍ କଳି ପରେ ସକ୍ରିୟ ହୋଇ ଉଠିଥିବା କୋଶଳ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । କିନ୍ତୁ ଏହାକୁ ବିରୋଧ କରିଛି ହୀରାଖଣ୍ଡ ସାମ୍ମୁଖ୍ୟ । ସାମୁଖ୍ୟ ପକ୍ଷରୁ ସମ୍ବଲପୁରରେ ଶୋଭାଯାତ୍ରା କରିବା ସହ ହୀରାଖଣ୍ଡ ନାଁରେ ସ୍ପତନ୍ତ୍ର ରାଜ୍ୟ…