Daily Archives

November 12, 2023

ଝିଅ କଲା ପ୍ରେମ ବିବାହ, ଅଭିମାନରେ ଶୁଦ୍ଧି ହୋଇଗଲେ ବାପା । ଦଶାହ କର୍ମ କରିବା ସହ ଗ୍ରାମବାସୀଙ୍କୁ ଦେଲେ ଭୋଜି ।

କନକ ବ୍ୟୁରୋ: ବଞ୍ଚିଥିବା ଝିଅର ଶ୍ରାଦ୍ଧ ଦେଉଛି ବାପା । ଝିଅ ପ୍ରେମ ବିବାହକୁ ବିରୋଧ କରି ଏଭଳି ନିଷ୍ପତି ନେଇଛନ୍ତି ଜଣେ ବାପା । କଟକ ଜିଲ୍ଳା ମାହାଙ୍ଗା ଅଞ୍ଚଳରେ ଘଟିଥିବା ଏହି ଘଟଣା ପଛରେ ରହିଛି ଏକ ପ୍ରେମ କାହାଣୀ । ଜଣେ ଝିଅ, ଆଲୋକ ବେହେରା ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ୧୧…

୨୦୨୪ରେ ବଦଳିବ କି ନୟାଗଡ଼ ସମୀକରଣ? ଅରୁଣ ସାହୁଙ୍କୁ ଅନ୍ୟତ୍ର ଥଇଥାନ କରିପାରେ ବିଜେଡି । ଏପଟେ ବିଜେପିରୁ ଟିକେଟ ରେସରେ…

କନକ ବ୍ୟୁରୋ: ଉଷ୍ମ ହେଉଛି ନୟାଗଡ ରାଜନିତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଆଉ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ସମରସଜ୍ଜା । ତେବେ କେଉଁ ଦଳରୁ କିଏ ପାଇବ ଟିକେଟ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ବିଜେଡିର ହେଭିୱେଟ ଅରୁଣ ସାହୁ ନୟାଗଡକୁ ଗତ ୨୦ ବର୍ଷ ହେଲା ନିଜ…

ଖୁବଶୀଘ୍ର ପଦ୍ମ ଧରିପାରନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଶକ୍ତି ବଢ଼ାଇବାକୁ ବିଜେପିର ଉଦ୍ୟମ । ବିଜେଡି କଲା…

କନକ ବ୍ୟୁରୋ: ବିଜେପିରୁ ଆରମ୍ଭ ହେବ କି ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଇଂନିସ୍ ? ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଖୁବଶୀଘ୍ର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକି ନା, ରାଜ୍ୟପାଳଙ୍କ ଶପଥ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଦୀପ…

ପରିକ୍ରମା ପ୍ରକଳ୍ପ ପୂର୍ବରୁ ନୂଆ ରଙ୍ଗରେ ଝଲସିବ ପୁରୀ ବଡଦାଣ୍ଡ । ସବୁ କୋଠା ହେବ ଫିକା ଗୋଲାପି । ୫-ଟି ଅଧ୍ୟକ୍ଷଙ୍କ…

କନକ ବ୍ୟୁରୋ: ଏଣିକି ପୁରୀ ବଡ଼ଦାଣ୍ଡକୁ ଗଲେ ଆପଣ ନୂଆ ଅନୁଭୂତି ପାଇବେ । ବଡ଼ଦାଣ୍ଡ ଉପରେ ଛିଡ଼ା ହୋଇ ଚାରିଆଡ଼କୁ ଆଖି ବୁଲାଇଲେ ଦିଶିବ ଗୋଲାପି ଗୋଲାପି । କାରଣ ସେହି ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁସାରେ ବଡ଼ଦାଣ୍ଡରେ ଥିବା ସମସ୍ତ କୋଠାକୁ ଇସତ୍…

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏପଟେ ରାଜ୍ୟପାଳ ଓ…

କନକ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଥିବା ବେଳେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳୁ ସକାଳୁ ହିମାଚଳ ପ୍ରଦେଶର ଲେପଚାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଆଉ ସୋସିଆଲ୍ ମିଡିଆରେ ‘ଏକ୍ସ’ରେ ଲେଖିଥିଲେ, ବାହାଦୂର…

ଦୀପାବଳିରେ ଟିମ୍ ଇଣ୍ଡିଆର ରନ୍ ବର୍ଷା । ନେଦରଲ୍ୟାଣ୍ଡସ୍ ଆଗରେ ୪୧୧ ରନର ଟାର୍ଗେଟ । ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କ…

କନକ ବ୍ୟୁରୋ: ଦୀପାବଳିରେ ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଆତସବାଜି । ଅନ୍ତିମ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । କେ. ଏଲ ରାହୁଲ-ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ ସାଙ୍ଗକୁ କୋହଲି, ରୋହିତ, ଶୁଭମନଙ୍କ ଅର୍ଦ୍ଧଶତକ । ନେଦରଲ୍ୟାଣ୍ଡ ସମ୍ମୁଖରେ…