Daily Archives

November 6, 2023

ବିଶ୍ୱକପ ସେମି ଫାଇନାଲ ରେସ: ଭାରତ ସହ ଖେଳିବ କେଉଁ ଟିମ? ୪ ନମ୍ବର ସ୍ଥାନ ଦୌଡ଼ରେ ୩ ଦଳ

କନକ ବ୍ୟୁରୋ: ଚାଲିଥିବା ଦିନିିକିଆ ବିଶ୍ୱକପରେ ପ୍ରାୟ ୮୦ ପ୍ରତିଶତ ଲିଗ ମ୍ୟାଚ ସରିଗଲାଣି । ପ୍ରତ୍ୟେକ ଟିମରେ ଆଉ ଗୋଟିଏ, ଦୁଇଟି ଲେଖାଏଁ ମ୍ୟାଚ ବାକି ରହିଛି । ଏପରି ସ୍ଥିତିରେ ସେମି ଫାଇନାଲରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଭାରତ ଏବଂ ଦକ୍ଷିଣ…

ବିଷ ବଳୟରେ ରାଜଧାନୀ: ଏକାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ପ୍ରଦୂଷଣ ନେଇ ସତର୍କ କଲେ ବିଶେଷଜ୍ଞ

କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଧିରେ ଧିରେ ଶୀତ ବଢୁଥିବା ବେଳେ ଦିଲ୍ଲୀ ବାୟୁର ମାନ ଅଧିକ ଖରାପ ହେବାରେ ଲାଗିଛି । ଆଗକୁ ଦିପାବଳୀ ଆସୁଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ଆହୁର ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗାଡି…

ନଭେମ୍ବରରେ ଖୋଲିବ ମଣ୍ଡି । ହେଲେ ଏବେ ବି ଦୁଇ-ତୃତୀୟାଂଶ ମଣ୍ଡିରେ ନାହିଁ ସିସିଟିଭି । ଉଠିଲା ପ୍ରଶ୍ନ, ସରକାରଙ୍କ…

କନକ ବ୍ୟୁରୋ: ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କଲା । କିନ୍ତୁ ନିଷ୍ପତି ଏଯାଏଁ କାର୍ଯ୍ୟର୍କାରୀ ହେଲାନି । ରାଜ୍ୟର ଧାନ ମଣ୍ଡିଗୁଡକରେ ସିସିଟିଭି ଲଗାଇବାକୁ ସୁପାରିଶ ହୋଇଥିଲେ ଏହା ଏଯାଏଁ ଲାଗିପାରିଲାନାହିଁ । ଏହାକୁ କଡାକଡି ଭାବେ ପାଳନ କରିବା ନିର୍ଦ୍ଦେଶ କେବଳ କାଗଜ କଲମରେ…

ଭୁବନେଶ୍ୱରରେ କିଏ ହେବେ ସାଂସଦ ପ୍ରାର୍ଥୀ? ପୁଣି ଥରେ ସାଂସଦ ହେବା ପାଇଁ ରହିଛି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଗ୍ରହ,…

କନକ ବ୍ୟୁରୋ: ଭୁବନେଶ୍ୱର ଲୋକସଭା କ୍ଷେତ୍ର । ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ଏହି ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ସେଥିପାଇଁ ଏହି ଆସନରୁ କିଏ ପ୍ରାର୍ଥୀ ହେବେ? କାହାକୁ କେଉଁ ଦଳରୁ ଟିକେଟ ମିଳିବ? ସେ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଆଲୋଚନା ହେଉଛି, ଏଥର ଭୁବନେଶ୍ୱରରେ ହେବ…

ଥମୁନି କଳି, ଓଡ଼ିଆ ଫିଲ୍ମକୁ ପୁଣି ବିରୋଧ । ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ…

କନକ ବ୍ୟୁରୋ: ପୁଣି ଓଡିଆ ଫିଲ୍ମକୁ ବିରୋଧ । ବଲାଙ୍ଗୀରର କଣ୍ଟାବାଞ୍ଜିରେ ମାଇଁ ସୁଇଟ ହାଉସ ୱାଇଫର ପୋଷ୍ଟର ଚିରିଛନ୍ତି କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ । ସିନେମା ହଲ ଆଗରେ ହଙ୍ଗାମା ହୋଇଛି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବାକୁ ହଲ କର୍ତୃପକ୍ଷଙ୍କୁ ଦାବି କରିଛି କୋଶଳ…

ସହିହେଉନି ଅଳିଆ ଗନ୍ଧ । ଗାଡ଼କଣ ଡମ୍ପିୟାର୍ଡ ମାମଲାରେ ବିଏମସିକୁ ରାଜ୍ୟ ମାନବାଧିକାର କମିସନଙ୍କ ନୋଟିସ । ମାନବ ଅଧିକାର…

କନକ ବ୍ୟୁରୋ: ଭୁବନେଶ୍ୱର ଗାଡକଣରେ ଅଳିଆ ଗନ୍ଧରେ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରାଜ୍ୟ ମାନିବକ ଅଧିକାର କମିଶନ ବିଏମସିକୁ ନୋଟିସ ଜାରି କରିଛନ୍ତି । ଏ ନେଇ ରିପୋର୍ଟ ତଲବ କରାଯାଇଛି । ଡମ୍ପିଂୟାର୍ଡ ଆଖପାଖରେ ଏବେ ଏଭଳି ପରିସ୍ଥିତି ହୋଇଛି ଯେ,…