Daily Archives

November 5, 2023

ହିଂସା ଭିତରେ ସରିଲା ଛତିଶଗଡ଼ରେ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ବିଜେପି ଓ କଂଗ୍ରେସର ହେଭିୱେଟ୍…

କନକ ବ୍ୟୁରୋ: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଉଭୟ କଂଗ୍ରେସ ଏବଂ ବିଜେପିର ହେବିୱେଟ ନେତା ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି । ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ ଭିତରେ ଭୋଟରଙ୍କ ମୁଡ ଜିଣିବାକୁ ପ୍ରୟାସ କରିଛନ୍ତି । ହେଲେ ଏହାରି ଭିତରେ…

ଏକର ଏକର ଜମିରେ ନଳିତା ଚାଷ କରିଛନ୍ତି ବାଙ୍କୀ ବିଲିପଡ଼ା ଗାଁର ଚାଷୀ । ଦୀପାବଳିରେ କାଉଁରିଆ କାଠି ବିକ୍ରି କରି ରୋଜଗାର…

କନକ ବ୍ୟୁରୋ : ନଳିତା ଚାଷର ଗାଁ ବିଲିପଡ଼ା । ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗାଁର ପ୍ରାୟ ଦେଢ଼ଶହ ଚାଷୀ ନଳିତା ଚାଷକୁ ନିଜର ବୃତ୍ତି ରୂପେ ଆପଣେଇଛନ୍ତି । ଚଳିତ ବର୍ଷ ବନ୍ୟା ହୋଇ ନଥିବାରୁ ଭଲ ଅମଳ ହୋଇଥିବା କହିଛନ୍ତି ଚାଷୀ । ଫଳରେ ଏଥର ଦୀପାବଳୀରେ କାଉଁରିଆ କାଠି ବିକ୍ରିକରି ଭଲ…

ଦୀପାବଳି ପାଇଁ ଚାଲିଛି ଦୀପ ପ୍ରସ୍ତୁତି । ସୌର ଓ ବିଦ୍ୟୁତ ଚାଳିତ ଚକରେ ମାଟି ନିର୍ମିତ ଦୀପ ତିଆରି କରୁଛନ୍ତି କାରିଗର

କନକ ବ୍ୟୁରୋ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୁମ୍ଭାରଗୁଡା ଗାଁର କୁମ୍ଭାରଶାଳର ଚିତ୍ର କିଛି ଭିନ୍ନ ବୟାନ କରୁଛି । ପାରମ୍ପାରିକ ଚକ ବଦଳରେ ଏବେ ବିଦ୍ୟୁତ୍ ଓ ସୌର ଚାଳିତ ଚକରେ ତିଆରି ହେଉଛି ମାଟି ସାମଗ୍ରୀ । ପ୍ରତିବର୍ଷ ଦୀପାବଳି ସମୟରେ ମାଟି ଦିପର ଚାହିଦା ଅହେତୁକ ଭାବେ ବଢି…

ଓଲିଉଡ କଳିରେ ବଳିପଡିଲା କି ‘ପ୍ରଥା’? ପୋଷ୍ଟର ଚିରା ଘଟଣାରେ ୨ ଗିରଫ

କନକ ବ୍ୟୁରୋ: ସିନେମା କଳି ଭିତରେ ବଳି ପଡିଗଲା କି ସ୍ୱରାଜଙ୍କ ଅଭୀନିତ ଫିଲ୍ମ ପ୍ରଥା? ପଶ୍ଚିମ ଓଡିଶାରେ ପ୍ରଥାର ପୋଷ୍ଟର ଚିରା ହେବା ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ସେପଟେ ପ୍ରଥା ସିନେମାର ପ୍ରଯୋଜିକା କହିଛନ୍ତି, ତାଙ୍କୁ ନ୍ୟାୟ ଦରକାର ।…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉ ଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: ଗତକାଲି ରାତିରେ କଲରାପତରିଆ ବାଘ ଧରାପଡିଥିଲେ ବି ନୂଆପଡା ଲୋକଙ୍କ ମନରେ ଏବେ ବି ବାଘ ଭୟ । ଜଣଙ୍କ ପରେ ଜଣେ ଗାଁ ଲୋକଙ୍କୁ ବାଘ ଟେକିନେବା ପରେ ବନ କର୍ମଚାରୀଙ୍କ ମନରେ ଭାଳେଣି ପଡିଥିଲା । ତେବେ ଗୋଟିଏ ଘରେ ଥିବା ସମୟରେ କିପରି ଜାଲ ପକାଇ ବାଘକୁ କାବୁ କରାଯାଇଛି ସେ କଥା…

ସହରୀ ଭୋଟର ଉପରେ ବିଜେପି ଆଖି: ଯୁବ ଓ ନୂଆ ଭୋଟରଙ୍କୁ ଟାର୍ଗେଟ

କନକ ବ୍ୟୁରୋ: ବିଜେପି ନଜରରେ ସହରୀ ଭୋଟର । ସହରର ଭୋଟର ଅଧିକରୁ ଅଧିକ ଭୋଟ୍ କେମିତି ଦେବେ ତାକୁ ନେଇ ପ୍ରଶିକ୍ଷଣ ଶିବିର କରିଛି ବିଜେପି । କମ୍ ଭୋଟ୍ ଦେଉଥିବା ଶିକ୍ଷିତ ଭୋଟରଙ୍କ ସଂଖ୍ୟା ବଢିଲେ ଗଣତନ୍ତ୍ର ସୁଦୃଢ ହେବ ବୋଲି ବାର୍ତା ଦେଇଛି ବିଜେପି । ସେପଟେ ବିଜେଡି କଟାକ୍ଷ କରି କହିଛି,…