Daily Archives

November 4, 2023

ନିର୍ବାଚନୀ ମାହୋଲରେ ବିଜେପିର ମାଷ୍ଟରଗେମ । ଆଉ ୫ବର୍ଷ ବଢ଼ିଲା ମାଗଣା ରାସନ ଅବଧ

କନକ ବ୍ୟୁରୋ : ପୁଣି ବଢିବ କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ…

ସାଟେଲାଇଟ୍ ସର୍ଭେ ଧରାଇଲା ଜାଲିଆତି । ଧାନ ବିକିବା ପାଇଁ ନକଲି ପଟ୍ଟା ଦେଇ ମଣ୍ଡିରେ କରିଥିଲେ ପଞ୍ଜିକରଣ । ତାଲିକାର…

କନକ ବ୍ୟୁରୋ: ସ୍ୱଛତା ରଖି ଉଚି୍ତ୍ ଚାଷୀଙ୍କ ପାଖରୁ କେମିତି ଧାନ କିଣାଯିବ, ତାହାକୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରକୃତ ଚାଷୀ ଯେମିତି ଧାନ ବିକ୍ରିରୁ ବଞ୍ଚିତ ନହେବେ, ଦଲାଲରାଜ ଓ ମଧ୍ୟସ୍ଥି ଉଛେଦକୁ ନେଇ ତନାଘନା ଭିତରେ ସାମନାକୁ ଆସିଛି ଜାଲିଆତିର ଚିତ୍ର । ସାଟେଲାଇଟ୍…

ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି । ଏପଟେ…

କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ଛକରେ ହିଟ ଆଣ୍ଡ ରନ ମାମଲାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଜୀବନ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ଏହାକୁ ନେଇ ତେଜିଛି ରାଜନୀତି । କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି, କାହିଁକି ତତ୍ପରତା ଦେଖାଉନାହିଁ କମିଶନରେଟ ପୁଲିସ?…

ମହାଦେବ ବେଟିଂ ଆପ ମାମଲା । ଛନ୍ଦି ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ଛନ୍ଦି ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ନିର୍ବାଚନ ପାଖେଇ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲାଗିଛି ସଂଗୀନ ଅଭିଯୋଗ । ମହାଦେବ ବେଟିଂ ଆପଠୁ ବଘେଲ ମୋଟା ଅଙ୍କର ଅର୍ଥ ନେଇଥିବା ଦାବି କରିଛି ଇଡି । ଏନେଇ ଗୁରୁବାରଠୁ…

ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି । ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ । ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା…

କନକ ବ୍ୟୁରୋ: ୧୨୦୦ ଯୁବକ/ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ୧୫ କୋଟିରୁ ଅଧିକ ଟଙ୍କା ଚୂନା ଲଗାଇ ଦେଇଛି ଠକ । ଚିଠିକୁ ଦେଖାଇ ପିଲାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା ଠକ ମାଷ୍ଟର । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଏହି ନକଲି ଲେଟର ହେଡରେ ଲେଖା ଯାଇଥିଲା, ପଞ୍ଚାୟତିରାଜ ବିଭାଗର…

ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ବିରୋଧ । କୋଶଳ ସେନା ଚିରିଲା ପୋଷ୍ଟର ଏବଂ ବ୍ୟାନର । ସାମ୍ବାଦିକ ସମ୍ମିଳନୀରେ କାନ୍ଦି…

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଫିଲ୍ମ ପ୍ରଥାକୁ ବିରୋଧ କରି ଏହାର ପୋଷ୍ଟର ଚିରା ଯିବା ପରେ ବିବାଦ ତେଜିଛି । ପୋଷ୍ଟର ଚିରାଯିବା ପରେ ଫିଲ୍ମକୁ ହଲରୁ ଉଠାଇ ଦିଆଯାଇଥିଲା । ଏଥିପାଇଁ ଫିଲ୍ମର ପ୍ରଯୋଜକ ସାନଲିସା ପଟେଲ ସିଧାସଳଖ ମନୋଜ ମିଶ୍ରଙ୍କୁ ଦାୟୀ କରିଛନ୍ତି । ସେ ମନୋଜ ମିଶ୍ରଙ୍କ ଗିରଫ…