Daily Archives

October 30, 2023

ପିଆଜ ବଜାରରେ ଲାଗିଛି ନିଆଁ । କାର୍ତ୍ତିକ ମାସର ଆରମ୍ଭରେ ପିଆଜ ଦର ଆକାଶଛୁଆଁ 

କନକ ବ୍ୟୁରୋ: ଆକାଶ ଛୁଆଁ ପିଆଜ ଦର । ଗୋଦାମରେ ଯେଗାଣ ବିଭାଗର ଯାଂଚ  । ପିଆଜ ଦର ବୃଦ୍ଧି ପାଉଥିବାରୁ କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଯାଂଚ କରିଛି ଯୋଗାଣ ବିଭାଗ ଟିମ୍ । କେତେ ଷ୍ଟକ୍ ଅଛି ବା ଗଚ୍ଛିତ ଥିବା ଷ୍ଟକ୍ର ବିଲ୍, ସେସବୁର ଯାଂଚ କରାଯାଇଛି । ଏହାଛଡ଼ା କେତେ ବିକ୍ରି ହେଉଛି,…

୮ ବର୍ଷର ପୁଅକୁ ଝାମ୍ପିନେଲା କଲରାପତରିଆ ବାଘ: ଘର ପାଖରେ ଖେଳୁଥିଲା ବେଳେ ଝାମ୍ପିନେଲା ବାଘ

କନକ ବ୍ୟୁରୋ: ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଜଣେ ୮ ବର୍ଷ ବୟସର ବାଳକକୁ କଲରାପତରିଆ ଟେକି ନେଇଛି। ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗାପାଲି ଗାଁରେ। ପରେ ବନ ବିଭାଗର କର୍ମଚାରୀମାନେ ବାଳକର ମୃତଦେହକୁ ଜଙ୍ଗଲ ଭିତରୁ…

ବିବାଦର ସମାଧାନ ପାଇଁଁ ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ । କିନ୍ତୁ ସମାଧାନ ପୂର୍ବରୁ ସର୍ତ୍ତ ରଖିଲେ ମନୋଜ

କନକ ବ୍ୟୁରୋ: ଓଲିଉଡ କଳିରେ ପୂର୍ଣ୍ଣଛେଦ ଟାଣିବାକୁ ଅଭିନେତା ଅରିନ୍ଦମଙ୍କ ଅପିଲ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମନୋଜ ମିଶ୍ର । ମନୋଜ କହିଛନ୍ତି କେଉଁ ସମାଧାନ କଥା କହୁଛନ୍ତି ଅରିନ୍ଦମ୍ । ତାଙ୍କ ଫିଲ୍ମକୁ ପଶ୍ଚିମ ଓଡିଶାରେ ବ୍ୟାନ୍ କରିବାକୁ ସେ କାହାକୁ କହି ନଥିଲେ ।…

ରାଜ୍ୟକୁ ମିଳିବେ ନୂଆ ରାଜ୍ୟପାଳ  । ଆସନ୍ତାକାଲି ଶପଥ ଗ୍ରହଣ କରିବେ ରଘୁବର ଦାସ ।

କନକ ବ୍ୟୁରୋ: ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ସକାଳେ ଭୁବନେଶ୍ୱରରେ ପହଂଚିବା ପରେ ପୁରୀ ଯାଇ…

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ବଢ଼ିଲା ମନିଷ ସିସୋଦିଆଙ୍କ ଅଡୁଆ, ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ମନିଷ ସିସୋଦିଆଙ୍କୁ ସୁପ୍ରିମ ଝଟକା । ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମନିଷଙ୍କୁ ମିଳିଲାନି ଜାମିନ । ।ଯାଂଚ ଏଜେନ୍ସିଙ୍କ ରିପୋର୍ଟକୁ ତର୍ଜମା କରିବା ପରେ ଜଷ୍ଟିସ ସଂଜୀବ ଖନ୍ନା ଓ ଜଷ୍ଟିସ ଏସବିଏନ ଭଟ୍ଟିଙ୍କ ଖଣ୍ଡପ୍ଥଙ୍ଖ ଜାମିନ ଦେବାକୁ ମନା କରିଦେଇଛନ୍ତି । ଏଥିସହ…

ଟଙ୍କା ବଦଳାଇବାକୁ ବ୍ୟାଙ୍କ ଆଗରେ ସକାଳୁ ସକାଳୁ ଭାରି ଭିଡ । ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଦେଖିବାକୁ ମିଳିଛି…

କନକ ବ୍ୟୁରୋ: ସକାଳୁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଲୋକଙ୍କ ଲାଗିଛି ଗହଳି । ଲୋକେ ବିଡା ବିଡା ୨ ହଜାର ଟଙ୍କା ଧରି ବଦଳାଇବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ସମସ୍ତଙ୍କ ଉକ୍ରଣ୍ଠା ଶୀଘ୍ର ୨ ହଜାର ଟଙ୍କା ବଦଳ କରି ଘରକୁ ଫେରିବା । ଲୋକମାନେ କିଏ ୧୦…