Daily Archives

October 26, 2023

ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ରାଜ୍ୟର ନେତା, ମନ୍ତ୍ରୀଙ୍କ ଠିକଣାରେ ଇଡିର ଚଢ଼ାଉ, ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ହଲଚଲ ହୋଇଛି ରାଜ୍ୟରାଜନୀତି । ଗୁରୁବାର ଗେହଲଟ ସରକାରଙ୍କ ଅନେକ ନେତା, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ଠିକଣାୋ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ…

ଉଡ଼ିଲା ଷ୍ଟମ୍ପ୍, ବୁଲିଲା ଖଣ୍ଡା । ହସ୍ପିଟାଲ ବେଡରେ ହୋଟେଲ ମାଲିକ

କନକ ବ୍ୟୁରୋ : ହଠାତ ହୋଟେଲ ଭିତରକୁ ଧସେଇ ପସୁଛନ୍ତି କିଛି ଦୁବୃର୍ତ । ହାତରେ ଅଛି କ୍ରିକେଟ ଷ୍ଟମ୍ପ, ଖଣ୍ଡା ଆଉ ଅଂଟାରୁ କାଢ଼ୁଛନ୍ତି ମାରଣାସ୍ତ୍ର । କେହି କିଛି ବୁଝିବା ଆଗରୁ ୧୦ରୁ ଅଧିକ ଦୁର୍ବୃତ ହୋଟେଲର ପାର୍କିଂରେ ପଶି ଖଣ୍ଡା ବୁଲାଇବା ଆରମ୍ଭ କରିଦେଲେ । ଆଉ କିଛି ଦୁର୍ବୃତ ଗେଟ୍…

ବ୍ୟବସ୍ଥାର ଗୁମ ଖୋଲିଦେଲା ଟ୍ରଲି । ଅସୁସ୍ଥ ବାପାଙ୍କୁ ଟ୍ରଲିରେ ବସାଇ ୩୫ କିଲୋମିଟର ଆଣିଲା ଝିଅ

କନକ ବ୍ୟୁରୋ : ଅଭାବୀ ପରିବାରରେ ମୁଖିଆ ହଠାତ୍ ଅସୁସ୍ଥ ହୋଇପଡିଲେ ଭାଙ୍ଗି ପଡେ ପରିବାର । ହେଲେ ସାହାସ ହାରନ୍ତି ନାହିଁ ପୁଅ-ଝିଅ । ଡାକ୍ତରଖାନାକୁ ଯିବା ପାଇଁ ପାଖରେ କୌଣସି ସାଧନ ନଥିଲେ ଟ୍ରଲିରେ ବି ବାପାଙ୍କୁ ଡାକ୍ତରଖାନା ଆଣିପାରେ ଜଣେ ଝିଅ । ସେମିତି ଏକ କାହାଣୀ ଆସିଛି ଭଦ୍ରକରୁ ।…

ସେବାୟତଙ୍କ କଳି ପାଇଁ ନୀତିକାନ୍ତି ବନ୍ଦ । ଦୁଇଦିନ ହେଲା ଓପାସରେ ଲିଙ୍ଗରାଜ

କନକ ବ୍ୟୁରୋ : ବୁଧବାରଠାରୁ ପ୍ରଭୁ ଲିଙ୍ଗରାଜ ଓପାସରେ । ଗତକାଲି ସକାଳୁ ସିଂହଦ୍ୱାର ଫିଟା ନୀତି ହୋଇଛି । ମଙ୍ଗଳ ଆଳତୀ ବନ୍ଦ ରହିିଛି । ବ୍ରାହ୍ମଣ ନିଯୋଗର ପତ୍ରୀ ସେବକ, ପୂଜା ପଣ୍ଡା ନିଯୋଗଙ୍କ ଅନୁପସ୍ଥିତି ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ପ୍ରଶାସନ ବି ନିଦାବିଷ୍ଣୁ ସାଜିଛି । ଆଉ…

ତୀବ୍ର ହେଉଛି କଳାକାରଙ୍କ କଳି । ପଶ୍ଚିମ ବନାମ ପୂର୍ବ ଓଡି଼ଶା!

କନକ ବ୍ୟୁରୋ : ବାବୁସାନଙ୍କ ଅଭିନୀତ ମାଲ୍ୟଗିରି ଫିଲ୍ମର ପୋଷ୍ଟରକୁ ଚିରିବା ଓ ପୋଡିବାର ଚିତ୍ର ବଲାଙ୍ଗିରରୁ ସାମ୍ନାକୁ ଆସିଛି । କଂଟାବାଂଜି ଆଲିସାନ ସିନେମା ହଲରେ ଓଡିଆ ଫିଲ୍ମ ରିଲିଜ୍ କରାଇ ନଦେବାକୁ ଧମକ ଦେଇଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏଥିସହ ଫିଲ୍ମ ହଲ ବାହାରେ ନୂଆ ଫିଲ୍ମ…

ନିଯୁକ୍ତି ପାଇବା ପରେ ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଭି.କେ ପାଣ୍ଡିଆନ, ମୋ ଓଡିଶା ନବୀନ ଓଡିଶାକୁ ସୁଦୃଢ…

କନକ ବ୍ୟୁରୋ : ଅବସର ଥିଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଭର୍ଚୁଆଲ ମୋଡରେ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ନବ ନିଯୁକ୍ତ ନବୀନ ଓଡିଶା ଅଧ୍ୟକ୍ଷ…