Daily Archives

October 23, 2023

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର । ମଣ୍ଡପରେ ମହାମାୟାଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି ଭକ୍ତର ।

କନକ ବ୍ୟୁରୋ: ଦଶହରା କାହା ପାଇଁ କେମିତି । ମାଆଙ୍କ ଆଗମନରେ କିଏ ମାଗୁଛି କଣ । ମଣ୍ଡପରେ ବିରାଜିତ ମହାମାୟାଙ୍କ ଦର୍ଶନ କରି କିଏ ଆଶୀର୍ବାଦ ଭିକ୍ଷା କରୁଛନ୍ତି ତ ଆଉ କିଏ ଜୀବନ ଜଞ୍ଜାଳରୁ ମୁକ୍ତି ପାଇଁ ମାଆଙ୍କୁ ପ୍ରାର୍ଥନା କରିଛନ୍ତି । ଏସବୁ ଭିତରେ ପୂଜା ବୁଲା ବେଳେ ଲୋକଙ୍କୁ ଆକୃଷ୍ଟ…

ପୂଜା ପାଇଁ ଅସମ୍ଭାଳ ଭିଡ଼ । ଫସିଲା ଆମ୍ବୁଲାନ୍ସ, ପୋଲିସ ଗାଡ଼ି । ଅଳ୍ପ କିଛି ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟା…

କନକ ବ୍ୟୁରୋ: ପାର୍ବଣରେ ଅସମ୍ଭାଳ ଭିଡ । ଭୁବନେଶ୍ୱରରେ ଲାଗୁଛି ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଛି । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଜାମ ଦେଖିବାକୁ ମିଳିଛି । ଆଜି ନବମୀ ଓ ଆସନ୍ତାକାଲି ଦଶମୀ…

ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର । ମଣ୍ଡପରେ ମହାମାୟାଙ୍କ ମହାନବମୀ, ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ…

କନକ ବ୍ୟୁରୋ: ଆଜି ମହାମାୟାଙ୍କ ମହାନବମୀ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ରାତି ବଢୁଥିବାରୁ ଲୋକଙ୍କ ଭିଡ ବି ବଢିବାରେ ଲାଗିଛି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ , ସାଜସଜ୍ଜା…

ଆସୁଛି ବାତ୍ୟା, ଉପକୂଳରେ ବର୍ଷା । ପଡିବନି ପ୍ରଭାବ, ତଥାପି ଭୟ । ଚାଷୀଠୁ ସାଧାରଣ ଲୋକ, ସଭିଙ୍କ ଛାତିରେ ଛନକା ।

କନକ ବ୍ୟୁରୋ: ଓଡିଶା ଉପରେ ବାତ୍ୟାର ପ୍ରଭାବ ସିଧାସଳଖ ପଡିବନି ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ବି ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି ବର୍ଷା । କଟକ, ଭୁବନେଶ୍ୱର, କେନ୍ଦ୍ରାପଡା, ବାଲେଶ୍ୱର ଭଳି ଉପକୂଳବର୍ତ୍ତି ଜିଲ୍ଲାରେ ଝିପିଝିପି ବର୍ଷା ହୋଇଛି । ପାଗ ମେଘୁଆ ରହିଛି । ଆକାଶକୁ କଳା…

ବାତ୍ୟା ଅପଡେଟ୍: ଆଗାମୀ ୩ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ ।

କନକ ବ୍ୟୁରୋ: ଆଗାମୀ ୩ ଘଣ୍ଟାରେ ସାମୁଦ୍ରିକ ଝଡ଼ । ୩ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ସକ୍ରିୟ । ଘଣ୍ଟାକୁ ୧୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ତେବେ ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୮…

ଆସୁଛି ବାତ୍ୟା… ବାଙ୍ଗଲାଦେଶ ଉପକୂଳରେ ଛୁଇଁବ ସ୍ଥଳଭାଗ । ଓଡିଶା ଉପରେ ପଡିବନି ସିଧାସଳଖ ପ୍ରଭାବ । ବିଭିନ୍ନ…

କନକ ବ୍ୟୁରୋ: ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ, ସମୁଦ୍ର ଭିତରେ ଆହୁରି ବଳ ଗୋଟାଇ ଧିରେ ଧିରେ ଉପକୂଳ ଆଡକୁ ଆଗଉଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏକାଧିକ ଥର ଦିଗ ପରିବର୍ତ୍ତନ କରି ସମୁଦ୍ର…