Daily Archives

October 15, 2023

ବରଗଡରେ ସୁଶାନ୍ତ ସିଂ ବନାମ ରୀତା ସାହୁ । ଝାରସୁଗୁଡାରେ ଦୀପାଳୀ ଗୋଷ୍ଠୀ ବନାମ ଅଳକାଙ୍କ ସମର୍ଥକ । ଚର୍ଚ୍ଚାରେ ବିଜେଡି…

କନକ ବ୍ୟୁରୋ: ନିର୍ବାଚନକୁ ପ୍ରାୟ ୬ମାସ ବାକି ଅଛି । କିନ୍ତୁ ଏବେ ଠାରୁ ବିଭିନ୍ନ ସ୍ଥାନରେ ନେତାଙ୍କ ଭିତରେ ଆରମ୍ଭ ହୋଇଗଲାଣି ପତିଆରାର ଲଢ଼େଇ । ଏମିତିକି ଗୋଟିଏ ଗୋଟିଏ ନିର୍ବାଚନମଣ୍ଡଳୀରେ ଏକାଧିକ ନେତା ନିଜର ଶକ୍ତି ପଦର୍ଶନ କରୁଛନ୍ତି । ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି ।…

ବେଆଇନ୍ ଭାବେ ବିଳମ୍ବିତ ରାତିରେ ଖୋଲୁଛି ବାର୍ । ଯୁବତୀଙ୍କ ଉପରେ ହେଉଛି ଟଙ୍କା ବର୍ଷା । ବାର ମାଲିକଙ୍କ ବିରୋଧରେ…

କନକ ବ୍ୟୁରୋ: ଆପଣ ଶୋଇପଡ଼ିବା ପରେ କେମିତି ଥାଏ, ରାଜଧାନୀ ରାତିର ଚିତ୍ର? ନିରୋଳା ରାତିରେ ଏଭଳି କିଛି ଘଟଣା ଘଟେ, ଯାହା ହୁଏତ ଆପଣ କେବେ ଭାବି ନଥିବେ । ଆପଣଙ୍କ ସୁରକ୍ଷା କଥା ଚିନ୍ତା କରୁଥିବା କମିଶନରେଟ୍ ପୁଲିସ୍, ବିଳମ୍ବିତ ରାତିରେ ଏଭଳି ଦୃଶ୍ୟ ଦେଖି ତାଜୁବ୍ ହୋଇଯାଇଛି । ବାର ଭିତରେ…

ବିଜେଡି ଫୋକସରେ ଗୋପାଳପୁର । ବିକ୍ରମଙ୍କୁ ଦାୟିତ୍ୱ, ଗୋପବନ୍ଧୁଙ୍କୁ ନେଇ ସସପେନ୍ସ । ଅଲୋଡା ହେଲେ କି ଗୋପବନ୍ଧୁ?

କନକ ବ୍ୟୁରୋ: ଗଞ୍ଜାମର ଗୋପାଳପୁର ବିଧାନସଭା ଆସନ ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ନିର୍ବାଚନଣ୍ଡଳୀର ଦାୟିତ୍ୱ କିଏ ନେବ, ତାକୁ ନେଇ ଦଳର ଚିନ୍ତା ବଢିଯାଇଛି । ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଗୋପାଳପୁର…

ବିଧାୟକଙ୍କୁ ହଟାଇବା ପାଇଁ ଶପଥ । ମା’ ତାରିଣୀଙ୍କ ପୀଠରେ ଶପଥ ନେଲେ ସୋର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ । ଏପଟେ…

କନକ ବ୍ୟୁରୋ: ଶାସକ ଦଳର ବିଧାୟକଙ୍କୁ ବିଦା କରିବା ପାଇଁ ବିରୋଧୀ ଦଳର ନେତା କିମ୍ବା କର୍ମୀ ବିରୋଧ କରିବା, ତାଙ୍କୁ ହଟାଇବା ପାଇଁ ଶପଥ ନେବା ବୁଝାପଡୁଛି । କିନ୍ତୁ ବାଲେଶ୍ୱର ଜିଲ୍ଳା ସୋରରେ ବୋହୁଛି ଓଲଟା ଗଙ୍ଗା । ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ହଟାଇବା ପାଇଁ ଶପଥ ନେଇଛନ୍ତି…

ଭିଟାମାଟି ଛାଡିବାକୁ ଇସ୍ରାଏଲ ସେନାର କଡ଼ା ନିର୍ଦ୍ଦେଶ । ୩ ଘଣ୍ଟାର ମହଲତ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଲେ, ହମାସ…

କନକ ବ୍ୟୁରୋ: ଯୁଦ୍ଧକୁ ୯ ଦିନ । ଦିନ ବଢୁଛି, ଯୁଦ୍ଧ ଆହୁରି ଜୋରଦାର ହେଉଛି । ଇସ୍ରାଏଲ୍ ସୈନ୍ୟବାହିନୀ ଗାଜା ଉପରେ ଭୟଙ୍କର ଆକ୍ରମଣ କରୁଛି । ଏଥିପାଇଁ ଇସ୍ରାଏଲ୍ ସେନା ବ୍ୟାରିକେଡକୁ ଆହୁରି ବୃଦ୍ଧି କରିଛି । ଅପରେସନ ସ୍ଥଳର ୪ କିଲୋମିଟର ଭିତରକୁ ନଆସିବାକୁ କହିଛି । ଖୁବଶୀଘ୍ର ଇସ୍ରାଏଲର…

ଶ୍ରୀମନ୍ଦିର ପାଇଁ ଡ୍ରେସ୍ କୋଡ୍ । ଜାନୁଆରୀ ପହିଲାରୁ କଡ଼ାକଡ଼ି ହେବ କଟକଣା । ଉଠିଲା ପ୍ରଶ୍ନ, ମହିଳା ଭକ୍ତଙ୍କୁ ଯାଞ୍ଚ…

କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ଅଶାଳୀନ ପୋଷାକ ପରିଧାନ କଟକଣା । ହେଲେ ଏହାକୁ ନେଇ କେଁ ଉଠିଲାଣି । କାରଣ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ଯେଉଁ କର୍ମଚାରୀମାନେ ଯାଞ୍ଚ୍ କରିବେ ସମସ୍ତେ ପୁରୁଷ । ଏପରିସ୍ଥଳେ ମହିଳା ଭକ୍ତଙ୍କୁ ଯାଞ୍ଚ ନେଇ…