Daily Archives

October 13, 2023

ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ । ଛାତି ଥରାଇଲା ହମାସ ଆତଙ୍କର କାହାଣୀ

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଜୀବନ ବଂଚାଇ ସ୍ୱଦେଶ ଫେରିଛନ୍ତି ୨୧୨ ଭାରତୀୟ । ଅପରେସନ ଅଜୟ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏମାନେ ସବୁ ଶୁକ୍ରବାର ସକାଳୁ ସକାଳୁ ପଂହଚିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ୯ ଓଡିଆ । ବିମଳେନ୍ଦୁ ମହାପାତ୍ର, ଭୂପେଶ ମେହେର, ନୀଳକଣ୍ଠ ମେହେର,…

କଟକ ସହରର ହାଲ୍ ବେହାଲ୍ ! କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ହାଇକୋର୍ଟ, ସଫାସଫା ଶୁଣାଇଲେ, ୨୭ ସୁଦ୍ଧା କାମ ସାର

କନକ ବ୍ୟୁରୋ : ଆଗକୁ ପାର୍ବଣ, ଆଉ କିଏ ହେଉଛି କଟକ ସହରର ରାସ୍ତାଘାଟର ଅବସ୍ଥା । ରାସ୍ତା ନିର୍ମାଣ ପାଇଁ କେଉଁଠି ଗାତ ଖୋଲା ଯାଇଛି, ତ ଆଉ କେଉଁଠି ଅସଜଡ଼ା ପଡ଼ିଛି ଡ୍ରେନ୍ । ଏ ସମ୍ପର୍କୀୟ ଏକ ମାମଲାର ଶୁଣାଣି କରି ବିଭାଗୀୟ କର୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ହାଇକୋର୍ଟ…

ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଅଧା ବାଟରୁ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଯୁବ କଂଗ୍ରେସ କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ ଫସର ଫାଟିଛି । ବାଇକ ରାଲି କରି ଯୁବ କଂଗ୍ରେସ କର୍ମୀ ଫରେଷ୍ଟ ପାର୍କ ନିକଟରେ ପହଂଚିଥିଲେ । ଭ୍ୟାନରେ ଆସିଥିଲେ ଆଉ କେତେକ ଯୁବ କଂଗ୍ରେସ କର୍ମୀ । ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ,…

ବିଶ୍ୱ ଅଣ୍ଡା ଦିବସରେ ଅଣ୍ଡା ଚିନ୍ତା । କାହିଁକି ବଢୁଛି ଅଣ୍ଡାର ଦାମ ?

କନକ ବ୍ୟୁରୋ : ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ । ଅଣ୍ଡାର ଚାହିଦା ବଢାଇବା ପାଇଁ ଟିଭିରେ ଆସୁଥିବା ବିଜ୍ଞାପନ ପିଲାବେଳୁ ଆମେ ଶୁଣି ଆସୁଛୁ । ଅଣ୍ଡା ପୁଷ୍ଟିକର ଓ ସୁଲଭ ହୋଇଥିବାରୁ ସାଧାରଣ ଲୋକେ ଏହାକୁ ଖାଇପାରୁଥିଲେ । କିନ୍ତୁ ଏବେ ଯେଉଁ ଭଳି ଭାବେ ଅଣ୍ଡାର ଦର ବୃଦ୍ଧି ହୋଇଛି ଦୈନିକ…

ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ହୋଇଯାଆନ୍ତୁ ସତର୍କ । ଡ୍ରେସକୋଡକୁ ନେଇ ଆସିଲା ନୂଆ ଗାଇଡଲାଇନ୍

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା ନେଇ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ୍ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି । ପ୍ରଶାସନ ପକ୍ଷରୁ…

ପୁରୀ ଦେଖିବ କି ବଡ଼ ଲଢ଼େଇ । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ, ରାମକୃଷ୍ଣ ଓ ଜୟନ୍ତଙ୍କ ବୟାନ ପରେ…

କନକ ବ୍ୟୁରୋ : ପୁରୀ ଦେଖିବ କି ବଡ଼ ଲଢ଼େଇ? ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ଓ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବୟାନ ପରେ ଏ ନେଇ ଚର୍ଚ୍ଚା ବଢ଼ିଛି । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ? ୨୦୨୪ ନିର୍ବାଚନରେ ଯଦି ଏଭଳି କିଛି ଘଟେ, ତାହେଲେ ଭାରତ ଇତିହାସର ଏହା…