Daily Archives

October 1, 2023

ଦିନେ ମାଓବାଦୀଙ୍କ ଭୟରେ ଦିନ କାଟୁଥିଲେ ଅଞ୍ଚଳବାସୀ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଜନ୍ତାପାଇ ହାଟରେ ଜମୁଛି ବେପାର

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ଜମୁଛି ବ୍ୟାପାର । ସାପ୍ତାହିକ ହାଟ ପାଲଟିଛି ବ୍ୟବସାୟର ପେଣ୍ଠ ସ୍ଥଳି । ମାଓବାଦୀଙ୍କ ଆଡ୍ଡସ୍ଥଳୀ ପାଲଟିଥିବା ଏହି ଅଂଚଳରେ ସ୍ୱାଧୀନ ଭାବେ ବଂଚିବା ଭୁଲି ଯାଇଥିଲେ ଲୋକେ । ହେଲେ ଏବେ ଲାଲଗଡରେ ଦେଖିବାକୁ ମିିଳିଛି ପରିବର୍ତନ ଚିତ୍ର । ଜନ୍ତାପାଇ…

ଜାପାନ ଶୈଳୀରେ ସଫେଇ । ଆରମ୍ଭ ହେଲା ‘୧୪ ମିନିଟ ମିରାକଲ’

କନକ ବ୍ୟୁରୋ : ଭାରତର ସେମି ବୁଲେଟ ଟ୍ରେନ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଏବେ ମାତ୍ର ୧୪ ମିନିଟରେ ପରିଷ୍କାର ହୋଇ ପ୍ରସ୍ତୁତ ହୋଇଯିବ । ରବିବାରଠାରୁ ଏହି ଯୋଜନା ପ୍ରାରମ୍ଭିକ ଭାବେ ପୁରୀ ସମେତ ୨୯ଟି ସ୍ଥାନରେ ଆରମ୍ଭ ହୋଇଛି । ଏହାକୁ ‘୧୪ ମିନିଟ ମିରାକଲ’ ବୋଲି କୁହାଯାଇଛି ।…

ରାସ୍ତା ମଝିରେ ବୀଭତ୍ସ ହତ୍ୟାକାଣ୍ଡ: କଳାହାଣ୍ଡି ଜୁନାଗଡ଼ରେ ଟ୍ରିପଲ୍ ମର୍ଡର, ଶଙ୍କରପଲା ଗାଁରେ ମାଆ, ଶିଶୁ ସମେତ ୩…

କନକ ବ୍ୟୁରୋ: କଳାହାଣ୍ଡି ଜୁନାଗଡରେ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।  ଶଙ୍କରପଲା ଗାଁରେ  ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ କେହି ଫେରାର ହୋଇଯାଇଛନ୍ତି ।  ମୃତଦେହଗୁଡିକ ରାସ୍ତା ଉପରେ ପଡି ରହିଛି ।  ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି ।…

ଭୋଜି କରିବାକୁ ଯାଇ ଡ୍ୟାମରେ ବୁଡିଗଲେ ୪ ସାଙ୍ଗ । ୩ ଜଣ ଉଦ୍ଧାର, ଏବେ ବି ଜଣେ ନିଖୋଜ

କନକ ବ୍ୟୁରୋ : ୬ଜଣ ଖୁସିରେ ଭୋଜି କରିବାକୁ ଯାଇଥିବା ବେଳେ ଘଟିଛି ବଡ ଅଘଟଣ । ୬ଜଣ ଯାକ ସାଙ୍ଗ ଭୋଜି ସାରି ଡ୍ୟାମକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ୪ଜଣ ସାଂଗ ପାଣି ସୁଅରେ ଭାସି ଯାଇଥିଲେ । ୩ଜଣ ସାଂଗ କୌଶଳ କ୍ରମେ ୩ଜଣ ସାଂଗ ପାଣିସୁଅରୁ ବାହାରକୁ ବାହାରି ଆସିଥିବା ବେଳେ ଅଂଶୁମାନ ନାୟକ…

ବଲାଙ୍ଗୀର ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍: ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିଥିଲେ ନରସିଂହ

କନକ ବ୍ୟୁରୋ: ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନରସିଂହ ମିଶ୍ର ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବା ପରେ ଦୁଇ ଅଧିକାରୀଙ୍କୁ ବିଧାନସଭା ପକ୍ଷରୁ ନୋଟିସ ଜାରି କରାଯାଇଛି । ଆଉ ୭ ଦିନ ଭିତରେ ଉତର…

ଲଗାତର ସପ୍ତମ ମାସରେ ବି ଜିଏସଟି ଆଦାୟ ଟପିଲା ୧.୫ ଲକ୍ଷ କୋଟି । ଜାଣନ୍ତୁ ସେପ୍ଟେମ୍ବର ମାସରେ କେତେ ଟଙ୍କା ହୋଇଛି…

କନକ ବ୍ୟୁରୋ : ଜିଏସଟି ଆଦାୟ ମାମଲାରେ ସେପ୍ଟେମ୍ବର ମାସରେ ବି ଆସିଲା ଭଲ ଖବର । ରବିବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ ରାଜକୋଷକୁ ୧,୬୨,୭୧୨ କୋଟି ଟଙ୍କା ଆସିଛି । ଏହା ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ୧୦.୨ ପ୍ରତିଶତ ଅଧିକ । ସେପ୍ଟେମ୍ବର ମାସରେ ୧.୬୩ ଲକ୍ଷ କୋଟି ଟଙ୍କା…