Monthly Archives

June 2023

ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ୩ ଅଭିଯୁକ୍ତଙ୍କ ବିରୋଧରେ NBW

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ବିରୋଧରେ NBW ଜାରି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି ହୋଇଛି । ୩ ଜଣଙ୍କ ନାଁରେ ୱାରେଣ୍ଟ ଜାରି କରିଛନ୍ତି…

ଏବେ ବି ସରିନି ବାହାନଗା ଦୁଃଖ । ଟ୍ରେନ ଦୁର୍ଘଟଣାରେ ୨୯ ଜଣଙ୍କ ମୃତଦେହ ଚିହ୍ନଟ, ମୃତଦେହ ନେବା ପାଇଁ ଏମ୍ସରେ ଅପେକ୍ଷା…

କନକ ବ୍ୟୁରୋ : ଶବର ଅପେକ୍ଷା ରହିଛି । ସମ୍ପର୍କୀୟ ବାଟ ଚାହିଁ ରହିଛନ୍ତି । ଘରେ ଶବ ପହଂଚିଲେ, ସଂସ୍କାର ହେବ । ଏହାରି ଭିତରେ ବିତିଯାଇଛି ପ୍ରାୟ ଗୋଟିଏ ମାସ । ବାହାନଗା ଅଘଟଣର ଏତେଦିନ ପରେ ବି, କେବେ ମୃତଦେହ ନେଇ ଘରକୁ ଯିବେ ସେକଥା ବି ଜାଣି ନାହାନ୍ତି ମୃତକଙ୍କ ସମ୍ପର୍କୀୟ । ଏଭଳି…

ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫ଟି ସଚିବ । ଜଗତସିଂହପୁର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର…

କନକ ବ୍ୟୁରୋ : ବିରୋଧୀଙ୍କ ବିରୋଧ ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ଜଗତସିଂହପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମା ଶାରଳା ମନ୍ଦିର, ଗୋରେଖନାଥ ମନ୍ଦିର, ଜୟପୁର ସ୍ଥିତ ବୟନ…

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ଅଧରପଣା ନୀତି ।  ବଡ଼ଦାଣ୍ଡରେ ଜନସମୁଦ୍ର, ରଥାରୁଢ ଶ୍ରୀବିଗ୍ରହଙ୍କୁ ଅର୍ପଣ…

କନକ ବ୍ୟୁରୋ : ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା…

ହାଇକୋର୍ଟକୁ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ ପାଇଁ ଆବେଦନ କଲେ ବିଜେପି…

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପାଇଁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପରାମର୍ଶ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଦାବି ପରେ, ଏହାକୁ ଆଉ ପାଦେ ଆଗେଇ ନେଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ…

ଫାର୍ମା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ୫ ମୃତ, ୬ରୁ ଅଧିକ ଆହତ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ୧୫ଜଣ କର୍ମଚାରୀଙ୍କୁ…