Monthly Archives

June 2023

କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର। ୬ ଘଣ୍ଟାର ଅପରେସନରେ ଯୋଡିହେଲା କଟା ହାତ

କନକ ବ୍ୟୁରୋ: ଯୋଡି ହେଲା କଟା ହାତ । ୬ ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ କଟା ହାତ ଯୋଡା ହୋଇପାରିଛି । କଟକ ବଡ ମେଡିକାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ୧୦ ଜଣିଆ ଡାକ୍ତରୀ ଟିମ୍ ପରିଶ୍ରମ ଫଳରେ ଯୁବକଙ୍କ ହାତ ଯୋଡି ହୋଇଛି । ବାଲେଶ୍ୱର କୁଟାପାଳ ଗାଁର ୨୩ ବର୍ଷୀୟ ଯୁବକ ପ୍ରକାଶ ଦାସ…

ମୋଦୀଙ୍କ ମିଡ ନାଇଟ୍ ବୈଠକ। ବରିଷ୍ଠ ନେତାଙ୍କୁ ନେଇ ଘନଘନ ବୈଠକ ବଢାଇଲା ଚର୍ଚ୍ଚା

କନକ ବ୍ୟୁରୋ: ମୋଦୀଙ୍କ ମିଡନାଇଟ ମିଟିଂ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ତୁହାକୁ ତୁହା ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଖୁବଶୀଘ୍ର ବିଜେପିର ସାଙ୍ଗଠନିକସ୍ତରରେ ପରିବର୍ତନ ହେବାକୁ ଯାଉଛି । ରାଜସ୍ତାନ,ମଧ୍ୟପ୍ରଦେଶ, ଛତିଶଗଡ,…

ଦିଲ୍ଲୀରେ ଅଧିକାରୀ ନିଯୁକ୍ତି ଓ ବଦଳି ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲା ଆପ୍

କନକ ବ୍ୟୁରୋ : ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ମାମଲାରେ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟରେ ପହଂଚିଛନ୍ତି । ଦିଲ୍ଲୀ ସରକାରଙ୍କ ତରଫରୁ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଅଧ୍ୟାଦେଶ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ…

ବାସୁଦେବପୁରରେ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ। ଜଣେ ଛାତ୍ରୀଙ୍କ ମୃତ୍ୟୁ

କନକ ବ୍ୟୁରୋ: ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ । ଭଦ୍ରକ ବାସୁଦେବପୁରରେ ଏମିତି ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ହାଇକୋର୍ଟରେ ମହାପଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ। ଅଳଙ୍କାରର ସବିଶେଷ ତାଲିକା ପ୍ରସ୍ତୁତ ପାଇଁ ହାଇକୋର୍ଟରେ ଆବେଦନ…

କନକ ବ୍ୟୁରୋ: ମହାପଭ୍ରୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି । ହାଇକୋର୍ଟର ଦ୍ୱାରସ୍ତ ହେଲେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ।…

ଇସ୍ତଫାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ଟ୍ୱିଟ କଲେ ଏନ ବିରେନ ସିଂହ, ମହିଳା ସମର୍ଥକ ଚିରିଦେଲେ ଇସ୍ତଫାପତ୍ର 

କନକ ବ୍ୟୁରୋ: ପୂର୍ବତ୍ତୋର ରାଜ୍ୟ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଟ୍ୱିଟ ପରେ ସ୍ପଷ୍ଟ ହୋଇଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଏହା ପୂର୍ବରୁ ଅନେକ ମହିଳା ମଣିପୁରର ଉପମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଇସ୍ତଫାପତ୍ର ଚିରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ…