Daily Archives

June 9, 2023

ପାଠକଙ୍କ ହାତକୁ ଆସିଲା ଯୁବ ଆଇଏଏସ୍ ଅଧିକାରୀ ଅମ୍ରିତ୍‌ ଋତୁରାଜଙ୍କ ପ୍ରଥମ କବିତା ସଂକଳନ ‘ଅବ୍ୟକ୍ତ ଅକ୍ଷର’

କନକ ବ୍ୟୁରୋ: ସାହିତ୍ୟରୁ ଧୀରେ ଧୀରେ ଯୁବପିଢ଼ି ଦୂରେଇ ଯାଉଥିବା ବେଳେ ‘ଅବ୍ୟକ୍ତ ଅକ୍ଷର’ ପରି ଏକ ସୁଖପାଠ୍ୟ କବିତା ବହି ରଚନା କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ଆଇଏଏସ୍‌ ଅଧିକାରୀ ତଥା କବି ଅମ୍ରିତ୍‌ ଋତୁରାଜ। ସେ ତାଙ୍କର ଏହି ପୁସ୍ତକରେ ବିଭିନ୍ନ ପ୍ରଂସଗକୁ ନେଇ କବିତା…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ବେଳେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ: ପାକିସ୍ତାନୀ ଦିବ୍ୟାଙ୍ଗ ଫ୍ୟାନଙ୍କୁ ଅଟୋଗ୍ରାଫ ଦେଲେ…

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଶତୃତା ରହିଆସିଛି । କୂଟନୈତିକ ସ୍ତରରେ ଉପୟ ଦେଶ ମୁହାଁମୁହିଁ ହୋଇଆସିଛନ୍ତି । କିନ୍ତୁ ଏହି ତିକ୍ତ ସମ୍ପର୍କ କ୍ରିକେଟର ଓ ଫ୍ୟାନଙ୍କୁ ରୋକିପାରିନି । ଓଭାଲରେ ଏବେ ଚାଲିଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ । ଏହି ସମୟରେ…

ୟୁକ୍ରେନର ଖେରସନ ଅଂଚଳରେ ବନ୍ୟା ସ୍ଥିତି: ୬ ଶହ ବର୍ଗ କିଲୋମିଟର ଅଂଚଳ ପାଣି ଘେରରେ

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରସ୍ଥଳ ପାଲଟିଛି ୟୁକ୍ରେନର ଖେରସନ ଅଂଚଳ । କାରଣ ଏକ ପୁରୁଣା ଡ୍ୟାମର ବନ୍ଧ ଭାଙ୍ଗିବା ପରେ ଏହି ଅଂଚଳରେ ପାଣି ପଶିଯାଇଛି । ସ୍ଥାନୀୟ ପ୍ରଶାସକଙ୍କ କହିବା ଅନୁସାରେ ପ୍ରାୟ ୬ ଶହ ବର୍ଗ କିଲୋମିଟର ଅଂଚଳରେ…

ମୁମ୍ବାଇ ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ: ଲିଭ୍-ଇନ୍ ନୁହେଁ, ବିବାହ କରିଥିଲେ ମୃତକ ଓ ହତ୍ୟାକାରୀ

କନକ ବ୍ୟୁରୋ: ମୁମ୍ବାଇ ମୀରା ରୋଡ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମୃତକ ସରସ୍ୱତୀ ବୈଦ୍ୟ ଓ ଅଭିଯୁକ୍ତ ହତ୍ୟାକାରୀ ମନୋଜ ସାନେ ଲିଭ୍-ଇନରେ ରହୁନଥିଲେ ବରଂ ବିବାହ କରିଥିଲେ । ହେଲେ ବୟସଗତ ପାର୍ଥକ୍ୟ ପାଇଁ ଏକଥା ଲୁଚାଇ ରଖିଥିଲେ । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍…

ଡୋନାଲ୍ଡ ଟ୍ରମ୍ପଙ୍କ ବଢ଼ିଲା ଅଡ଼ୁଆ: ଗୁପ୍ତ କାଗଜପତ୍ର ମାମଲାରେ ଅଭିଯୋଗ

କନକ ବ୍ୟୁରୋ: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଏବେ ପୁଣି ନୂଆ ବିବାଦରେ ଛନ୍ଦି ହେବା ସହ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ତାଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ…

ବ୍ରିଜଭୂଷଣ ସିଂ ମାମଲାରେ ନୂଆ ମୋଡ଼: ନାବାଳିକାଙ୍କ ବାପା କହିଲେ ଆଣିଥିଲେ ମିଛ ଅଭିଯୋଗ

କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ଦିଲ୍ଲୀ ଉଠିଥିଲା ପଡ଼ିଥିଲା । ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏପରିକି ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ମନ୍ତବ୍ୟ ଆସିବା ଆରମ୍ଭ ହୋଇଥିଲା । ଭାରତୀୟ କୁସ୍ତି ମହାସଂଘ, ଡବ୍ଲୁଏଫଆଇର ମୁଖ୍ୟ ବ୍ରିଜ ଭୂଷଣ ସିଂ ଏହି ବିବାଦର କେନ୍ଦ୍ରରେ ଥିଲେ ।…