Daily Archives

June 14, 2023

ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ

କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆମ୍ରି ହସ୍ପିଟାଲର ଡାକ୍ତର, ନର୍ସଙ୍କ ସମେତ ୨୫ରୁ ଅଧିକ  କର୍ମଚାରୀମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ସ୍ବେଚ୍ଛାକୃତ…

ଏବେ ସମସ୍ତ ଓଡିଆଙ୍କ ପସନ୍ଦର ରିଏଲିଟି ସୋ ଜୀ-ସାର୍ଥକର ‘ରଜ କୁଇନ୍‌ ୨୦୨୩’

କନକ ବ୍ୟୁରୋ: ଏଥର ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର 'ରଜ କୁଇନ୍‌–ଉଡ଼ିଯାଟ୍ଟଆକାଶଟା ତୋ'ର' । ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ସୋ ଏପ୍ରିଲ୍ ୨୨ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯.୩୦ମିନିଟରେ…

ନାରୀତ୍ୱକୁ ସମ୍ମାନ ଦେବାର ପର୍ବ ‘ରଜ’: ସୋସିଆଲ୍ ମିଡିଆରେ ଚର୍ଚ୍ଚା, ନାରୀତ୍ୱକୁ ନେଇ ଉତ୍ସବ ବେଳେ ପିରିୟଡ୍ସକୁ ନେଇ…

କନକ ବ୍ୟୁରୋ: ରଜ ସମୟରେ ରଜସ୍ୱଳା ହୁଏ ଧରିତ୍ରୀ । ନାରୀତ୍ୱକୁ ସମ୍ମାନ ଦେବାର ପର୍ବ ହେଉଛି ‘ରଜ’ । ସାଙ୍କେତିକ ଭାବେ ଝିଅମାନେ ପାଳନ କରିଥାନ୍ତି ରଜ । ଗୋଟିଏ ପଟେ ରଜକୁ ନେଇ ସମସ୍ତେ ଉତ୍ସବ ମୁଖର ହେଉଥିବା ବେଳେ ଅନ୍ୟପଟେ ଋତୁସ୍ରାବ ବା ପିରିୟଡସକୁ ନେଇ ଏବେ ବି ରହିଛି ଅନେକ ଭ୍ରାନ୍ତ…

କାଲି ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’: ୧୫୦ କିମି ବେଗରେ ବହିପାରେ ପବନ, ୬ ମିଟର ଉଚ୍ଚତାରେ ଆସିପାରେ ଜୁଆର

କନକ ବ୍ୟୁରୋ: ବାତ୍ୟା ମୁକାବିଲା ପାଇଁ ହେଉଥିବା ଏହି ପ୍ରସ୍ତୁତି ହିଁ ବୟାନ କରୁଛି, ‘ବିପର୍ଯ୍ୟୟ’କୁ ନେଇ କେତେ ବଡ଼ ଆଶଙ୍କା କରାଯାଉଛି । ତଳିଆ ଅଂଚଳରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗାଈ-ଗୋରୁଙ୍କୁ ବି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ସମ୍ଭାବ୍ୟ ସ୍ଥିତିର ମୁକାବିଲା…

କେବେ ସୁଧୁରିବ ବିଜୁଳି ବିଭ୍ରାଟ? ପ୍ରବଳ ଗରମ ସାଙ୍ଗକୁ ବିଜୁଳି କାଟ ଯୋଗୁଁ ଲୋକେ ହେଉଛନ୍ତି ହନ୍ତସନ୍ତ

କନକ ବ୍ୟୁରୋ: ଅଘୋଷିତ ବିଜୁଳି କାଟକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ବିଜୁଳି କାଟ ପ୍ରତିବାଦରେ ବିରୋଧୀ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ସଜ ହେଉଛି । ତଥାପି ବିଜୁଳି କାଟରେ ବ୍ରେକ୍ ଲାଗିନି । ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି କାଟ୍ ଖବର…

ମାଂସ ପାଇଁ ଝଗଡ଼ା କଲେ ବରପକ୍ଷ: ବାହାଘର ଭାଙ୍ଗିଦେଲେ କନ୍ୟା

କନକ ବ୍ୟୁରୋ: ଝିଅ ହେବ ତ ଏମିତି । ସମ୍ବଲପୁରର ଡଲି ଓ ଫୁଲବାଣୀର ଦେବକୀ, ଏହି ଦୁଇ ଝିଅ ଦେଖାଇଥିବା ସାହସିକତା ପାଇଁ ତାଙ୍କୁୁ ସାରା ଓଡ଼ିଶା ସଲାମ୍ କରୁଛି । ମାଂସ ଭୋଜି ପାଇଁ ଝଗଡ଼ା କରୁଥିବା ପରିବାରକୁ, ବାହାଘର ପାଇଁ ସିଧାସିଧା ମନା କରିଦେଇଛନ୍ତି ଡଲି । ସେହିପରି ଆଦିବାସୀ ବହୁଳ…