Daily Archives

June 29, 2023

ନୃଶଂସ, ଜଘନ୍ୟ, ସାଂଘାତିକ । ପିଟିପିଟି ଦୁଇ ଜଣଙ୍କୁ ନିର୍ମମ ହତ୍ୟା । ହତ୍ୟା ପରେ ପୋଡ଼ି ଦେଲେ ଶବ ।

କନକ ବ୍ୟୁରୋ: ଚାଞ୍ଚଲ୍ୟ ଖେଳାଇ ଦେଇଛି ଗଞ୍ଜାମ ଜିଲ୍ଲା ମହୁଡ଼ା ଗାଁର ହତ୍ୟାକାଣ୍ଡ । ଦୁଇ ଜଣଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହରେ ପେଟ୍ରୋଲ୍ ଢ଼ାଳି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ଭୋରରୁ ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଛାନବିନ୍…

ସୁନା ଗହଣା ଧରି ଚମ୍ପଟ ମାରିଲା ନୂଆବୋହୂ । ସେପଟେ ବୋହୂକୁ କିନ୍ନର ସନ୍ଦେହ କଲେ ଶାଶୁଘର ଲୋକ । ଭୁବନେଶ୍ୱର ଉପକଣ୍ଠ…

କନକ ବ୍ୟୁରୋ: କୁହାଯାଏ ବାହାଘରର ସମ୍ପର୍କ ଭଗବାନ ଗଢିଥାନ୍ତି । ହେଲେ ଯଦି ଏହି ବାହାଘର ପରିବାର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ତା ହେଲେ ସେଠି କଣ କରାଯିବ । ଏମିତି ଏକ ବାହାଘର ବରପକ୍ଷ ପାଇଁ କାଳ ସାଜିଛି । ବିବାହର ୨ ସପ୍ତାହ ପରେ ସ୍ୱାମୀଙ୍କ ସହ ବାପଘର ବୁଲିଯାଇଥିଲେ କନିଆ । ନିଜ…

ରାଜଧାନୀରେ ଫୁଟିଲା ରାଜନୀତିର ଗୁଳି । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ଗୁଳିକାଣ୍ଡ । ଦୁଇ ଅଭିଯୁକ୍ତ ଗିରଫ, ତଦନ୍ତ କରୁଛି…

କନକ ବ୍ୟୁରୋ: ରାଜନୀତି ପାଇଁ ରାଜଧାନୀରେ ଗୁଳିକାଣ୍ଡ । ରକ୍ତରଞ୍ଜିତ ହେଲା ଭୁବନେଶ୍ୱରର ଝାରପଡା ଅଞ୍ଚଳ । ତେବେ ବିଜେପି କର୍ପୋରେଟର ପ୍ରାର୍ଥୀ ଆଉ ବିଜେଡି କର୍ପୋରେଟଙ୍କ ସମ୍ପର୍କୀୟ କାର ସାଇଡ୍ ମରାକୁ ନେଇ ହୋଇଥିଲେ ମୁହାଁମୁହିଁ । ଯୁକ୍ତିତର୍କ, କଥା କଟାକଟିରୁ ମାମଲା ଗୁଳି ଚାଳନା…

ବିରୋଧ ଭିତରେ ଜଗତସିଂହପୁର ଗସ୍ତରେ ୫-ଟି ସଚିବ । ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା । କଳା ଟି-ସାର୍ଟ ପିନ୍ଧି,…

କନକ ବ୍ୟୁରୋ: କେନ୍ଦ୍ରର ଚିଠି ଓ ବିରୋଧୀଙ୍କ ସମାଲୋଚନା ସତ୍ୱେ ଗସ୍ତ ଜାରି ରଖିଛନ୍ତି ୫-ଟି ସଚିବ । ଆଜି ଜଗତସିଂହପୁର ଜିଲ୍ଳା ଗସ୍ତ କରି ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଆଳି ବେଳାଭୂମିର ବିକାଶ, ବେଳାଭୂମି ରାଜପଥ…

ଷ୍ଟାଲିନ ସରକାରରେ ମନ୍ତ୍ରୀଥିବା ବି ସେନ୍ଥିଲ ବାଲାଜୀଙ୍କୁ ରାଜ୍ୟପାଳ କଲେ ବରଖାସ୍ତ, ଇଡି କରିଥିଲା ଗିରଫ

କନକ ବ୍ୟୁରୋ : ତାମିଲନାଡୁରେ ପୁଣି ଆରମ୍ଭ ହେଲା ସରକାର ଓ ରାଜ୍ୟପାଳ ମଧ୍ୟରେ ବିବାଦ । ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଷ୍ଟାଲିନ ସରକାରର ମନ୍ତ୍ରୀ ବି ସେନ୍ଥିଲ ବାଲାଜୀଙ୍କୁ ରାଜ୍ୟପାଳ ଆର.ଏନ ରବି ତତ୍କାଳ ପ୍ରଭାବରେ ବରଖାସ୍ତ କରିଛନ୍ତି । ତାମିଲନାଡୁ ରାଜଭବନ ପକ୍ଷରୁ ଜାରି…

କେମିତି ପୂର୍ଣ୍ଣ ହେଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର? ଶ୍ରୀମନ୍ଦିରକୁ କେଉଁଠୁ ଆସିଲା ଏତେ ସୁନା?

କନକ ବ୍ୟୁରୋ: ସୁନାବେଶରେ ସଜେଇ ହେଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ରଥ ଉପରେ ନାନାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜିଉମାନେ ଝଟକୁଛନ୍ତି । ଏହି ଦିବ୍ୟଦୃଶ୍ୟ ଦେଖିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି । ୧୪୬୦ ମସିହାରୁ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ…