Daily Archives

June 12, 2023

କଣ୍ଟାବାଞ୍ଜିରେ ଆୟୁବ ଖାଁ ମଲ୍ଟି ସ୍ପେଶିଆଲିଷ୍ଟ ହସପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଗରିବ ଲୋକ ଯେପରି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲ୍ଟି ସ୍ପେଶିଆଲିଷ୍ଟ୍ ହସ୍ପିଟାଲ୍ ଉଦଘାଟନ କରିଛନ୍ତି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ…

ଜଳସେଚନ ପାଇଁ ହୋଇଥିଲା ଯୋଡ଼ା କାନପୁର ନଦୀବନ୍ଧ ଯୋଜନା । ଖଣିଜ ପଦାର୍ଥ ପରିବହନ ପାଇଁ ବିଛା ଯାଇଥିବା ସ୍ଲରି ପାଇପ୍…

କନକ ବ୍ୟୁରୋ: ଚାଷ ଜମିକୁ ଜଳ ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ପ୍ରକଳ୍ପରୁ ଶିଳ୍ପକୁ ଦିଆଯାଉଛି ପାଣି । କେନ୍ଦୁଝର ଯୋଡାରେ ବୈତରଣୀ ନଦୀ ଉପରେ କାନପୁର ନଦୀବନ୍ଧ ଯୋଜନାରେ ୨୯ ହଜାରରୁ ଅଧିକ ହେକ୍ଟର ଚାଷ ଜମିକୁ ପାଣି ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଜିଲ୍ଲାରେ ଥିବା…

ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ନ୍ୟାୟ ମାଗିଲେ ଯବାନ: ପତ୍ନୀ ଓ ପରିବାରଙ୍କୁ ଆକ୍ରମଣ ପରେ ସୁରକ୍ଷା ଉପରେ…

କନକ ବ୍ୟୁରୋ: ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ନ୍ୟାୟ ମାଗିଲେ ଜବାନ । ସ୍ତ୍ରୀ ଓ ପରିବାର ଅନ୍ୟ ସଦସ୍ୟଙ୍କୁ ପ୍ରାୟ ୪୦ ଲୋକ ଆକ୍ରମଣ କରିଥିବା ଏକ ଭିଡ଼ିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ଜବାନ ତାମିଲନାଡ଼ୁର ଥିରୁଭାନ୍ନମଲାଇ ଜିଲ୍ଲାରେ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଅସଦବ୍ୟବହାର କରିବା…

କୋୱିନ ପୋର୍ଟାଲ ତଥ୍ୟ ଲିକ ଅଭିଯୋଗ ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ: କହିଲେ ପୋର୍ଟାଲ ସଂଗ୍ରହ କରେନି ପଞ୍ଜୀକୃତ…

କନକ ବ୍ୟୁରୋ: କୋୱିନ ପୋର୍ଟାଲରୁ ତଥ୍ୟ ଲିକ୍ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ରସରକାର । ସରକାର କହିଛନ୍ତି କୋୱିନ ଏକ ସୁରକ୍ଷିତ ପୋର୍ଟାଲ ଅଟେ । ପୋର୍ଟାଲ ଲୋକଙ୍କ ଜନ୍ମ ତାରିଖ ଓ ଠିକଣା ବିବରଣୀ ରଖେ ନାହିଁ । ତଥାପି ଅଭିଯୋଗ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳୟ ପକ୍ଷରୁ…

ଚାକିରି ସହକାରୀ ଯନ୍ତ୍ରୀ, ହେଲେ ଧନରେ କୁବେର । ବିକାଶ ଭୂୟାଁଙ୍କ ଭୁବନେଶ୍ୱର ସୌଭାଗ୍ୟନଗର ଘରୁ ମିଳିଲା ଦାମୀ ହୀରା…

କନକ ବ୍ୟୁରୋ: ନାଁ ବିକାଶ ଚନ୍ଦ୍ର ଭୂୟାଁ । କଟକ ସଦର ବ୍ଲକର ସହକାରୀ ଯନ୍ତ୍ରୀ । ବିକାଶଙ୍କ ବିଳାସପୂର୍ଣ୍ଣ ଜୀବନଯାପନର କଥା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଛି । ଏହି ସରକାରୀ ଯନ୍ତ୍ରୀଙ୍କ ବିଳାସମୟ…

କଂଗ୍ରେସର ମିଶନ ମଧ୍ୟପ୍ରଦେଶ: ଜବଲପୁରରେ ପହଁଚି ନର୍ମଦା ନଦୀରେ ଶ୍ଲୋକମନ୍ତ୍ର ପାଠ କରି ପୂଜାର୍ଚ୍ଚନା କଲେ କଂଗ୍ରେସ…

କନକ ବ୍ୟୁରୋ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ କଂଗ୍ରେସର ଆତ୍ମବଳ ବେଶ ବୃଦ୍ଧି ପାଇଛି । ଆଗକୁ ଅନ୍ୟ କିଛି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏହା ଉପରେ ଅଧିକ ଫୋକସ କରୁଛି ଦଳ । ଏହି କ୍ରମରେ ଏବେ କଂଗ୍ରେସ ଆରମ୍ଭ କରିଛି ମିଶନ ମଧ୍ୟପ୍ରଦେଶ । ସୋମବାର ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ…