Daily Archives

June 8, 2023

କାଳବୈଶାଖୀ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାୟବ । ଅନ୍ଧାର ଭିତରେ ସହରର ଅନେକ ଅଞ୍ଚଳ ।

କନକ ବ୍ୟୁରୋ: କାଳବୈଶାଖୀ ବର୍ଷାରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ବିଜୁଳି ଗାୟବ । ଆଜି ପ୍ରାୟ ୪ଟାବେଳେ ରାଜଧାନୀରେ ଝଡ ବର୍ଷା ଓ ପବନ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । କିନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଦୀର୍ଘ ୩ ଘଣ୍ଟା ଧରି ବିଜୁଳି ଗାୟବ ହୋଇଯାଇଛି । ପବନ ଯୋଗୁଁ ଅନେର…

ବେଦାନ୍ତ ଆଲୁମିନିୟମର ଗ୍ରୀଷ୍ମ ସଚେତନତା କାର୍ଯ୍ୟକ୍ରମ, ଉପକୃତ ହେଲେ ଝାରସୁଗୁଡାର ୬,୫୦୦ରୁ ଅଧିକ ଲୋକ

କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବ୍ୟାପକ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରିଥିଲା । ଗୋଷ୍ଠୀର ଲୋକମାନଙ୍କୁ ଉତାପର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଉପଯୁକ୍ତ ସତର୍କ କରାଯାଇଥିଲା । ଏଥିପାଇଁ ବଢେଇମୁଣ୍ଡା ଛକ,…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଫା କଲେ ଅମଲା । ଏପଟେ ପ୍ରତିବାଦ ଯୋଗୁ ମିଳିପାରୁନି କାଗଜପତ୍ର । ୮ ଦିନ ଧରି…

କନକ ବ୍ୟୁରୋ: କିରାଣୀଙ୍କ ଆନ୍ଦୋଳନକୁ ୮ ଦିନ ବିତିଲାଣି । ହେଲେ ଏ ଦିଗରେ ନିଆଯାଉ ନାହିଁ କୌଣସି ନିଷ୍ପତି । ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟରେ ସମସ୍ୟା ଦେଖିବାକୁ ମିଳୁଛି । ଅମଲାସଂଘର ପ୍ରତିବାଦ ପାଇଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଲମ ବଦଳରେ ହାତରେ ଝାଡୁ…

ରାଜଧାନୀର ଭୟଙ୍କର ରିଲ୍ସ । ଖଣ୍ଡା, ବନ୍ଧୁକ ଧରି ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଉଛନ୍ତି ଅସମାଜିକ ଯୁବକ ।…

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ‘ରାଜା ଗୁଣ୍ଡାର ରାଜ’ । ଆତଙ୍କିତ କଲାଭଳି ରିଲ୍ସ କରି ଭୟଭୀତ କରାଉଛନ୍ତି ରାଜଧାନୀ ଯୁବକ । ମାରଣାସ୍ତ୍ର ଧରି କରୁଛନ୍ତି ଭୟଙ୍କର ଭିଡିଓ । ରାଜଧାନୀରେ ଖଣ୍ଡା ବୁଲାଉଥିବା ରକ୍ତ ଚରିତ୍ର ଗ୍ୟାଙ୍ଗ ପରେ ଏବେ ରାଜା ଗୁଣ୍ଡାର ରିଲ୍ସକୁ ନେଇ ଚର୍ଚ୍ଚା ।…

ପାଖାପାଖି ୭ ଦିନ ବିଳମ୍ବରେ ମୌସୁମୀ ଛୁଇଁଲା କେରଳ । ଆରବ ସାଗରରେ ‘ବିପର୍ଯ୍ୟୟ’ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉତର…

କନକ ବ୍ୟୁରୋ : କେରଳ ଛୁଇଁଲା ମୌସୁମୀ । ୭ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ତେବେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଚେତାବନୀ ଦେଇଛି ଯେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ କାରଣରୁ ମୌସୁମୀର ପ୍ରଭାବ ବର୍ତମାନ ଏତେଟା ରହିବ ନାହିଁ । ଜୁନ୍ ୧ରେ ମୌସୁମୀ…

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପରେ ହେବ କି ୫୦୦ ଟଙ୍କିଆ ନୋଟର ପ୍ରତ୍ୟାହର ! ଚର୍ଚ୍ଚା ଭିତରେ ଏହା ଗୁଜବ ବୋଲି ସଫେଇ…

କନକ ବ୍ୟୁରୋ : ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କିମ୍ବା ୧୦୦୦ ଟଙ୍କିଆ ନୋଟ୍ ପୁନଃପ୍ରଚଳନ କରିବାର ଯୋଜନା ନ ଥିବାରୁ ସେ ବିଷୟରେ କୌଣସି ଗୁଜବ କରନ୍ତୁ ନାହିଁ । ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା କହିଛନ୍ତି । ୨୦୨୪ ଆର୍ôଥକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ‘ମନିଟାରି ପଲିସି’…