Daily Archives

June 4, 2023

ପ୍ରଥମେ ଜୀବିତ ଥିବା କହିଥିଲେ ଡାକ୍ତର । ପରେ ଫୋନ କରିବାରୁ ମୃତ ବୋଲି କହିଥିଲେ ମ୍ୟୁନିସପାଲଟି କର୍ମଚାରୀ । ଏବେ…

କନକ ବ୍ୟୁରୋ: ଦୁର୍ଘଟଣାର ଶିକାର ପରେ ଜୀବିତ ଥିବା ଡାକ୍ତର ସୂଚନା ଦେଇଥିଲେ କିନ୍ତୁ ଏବେ ସେ ମୃତ ବୋଲି ଜଣାପଡିଛି । କିନ୍ତୁ ବିଡମ୍ବନାର କଥା ହେଲା ବିହାରର ଏହି ଯୁବକଙ୍କର ମରଶରୀର ମିଳୁନି । ବିହାର ଦରଭଙ୍ଗା ଜିଲ୍ଲାରୁ ବିନୋଦ ଯାଦବ କରମଣ୍ଡଳ ଟ୍ରେନରେ ହାୱଡାରୁ ଚେନ୍ନାଇ ଯାଉଥିଲେ ।…

ଶୁଖୁନି ଲୁହ, କମୁନି କୋହ । ମୋବାଇଲ୍ ଓ ବ୍ୟାଗ ପାଇଥିଲେ ବି ସ୍ୱାମୀଙ୍କୁ ପାଉନାହାନ୍ତି ସିଆରପିଏଫ ଯବାନଙ୍କ ପତ୍ନୀ

କନକ ବ୍ୟୁରୋ: ଚାଲିଛି ନିଖୋଜ ସ୍ୱାମୀଙ୍କ ଖୋଜା । ମୋବାଇଲ ଓ ବ୍ୟାଗ ମିଳିଛି । କିନ୍ତୁ ନିଖୋଜ ନିଖିଳ ଧରାଙ୍କ ପତା ମିଳୁନାହିଁ । ବାଲେଶ୍ୱର ବାହାନାଗା ଟ୍ରେନ ଟ୍ରାଜେଡି ଏଭଳି ଅନେକ ଘରକୁ ଉଜାଡିଦେଇଛି । କିଏ କାହା ସ୍ୱାମୀକୁ ଖୋଜୁଛି ତ, ଆଉ କିଏ ନିଜ ପୁଅକୁ । ନିଖିଳ ଧରାଙ୍କ ଘର ହେଉଛି…

ହିଂସା ପ୍ରଭାବିତ ମଣିପୁରରେ ଅସ୍ତବ୍ୟସ୍ତ ଜନଜୀବନ । ମିଳୁନି ଔଷଧ, ପେଟ୍ରୋଲ ଲିଟର ପ୍ରତି ୨୦୦ଟଙ୍କା ପାର, ଖାଲି ପଡିଛି…

କନକ ବ୍ୟୁରୋ : ମଣିପୁରରେ ମେତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗିଥିବା ହିଂସା ଗୋଟଏ ମାସରୁ ଅଧିକ ଦିନ ହେବ ଚାଲିଛି ।   ଏହି ହିଂସା କାରଣରୁ ରାଜ୍ୟରେ ଅତ୍ୟାବଶକୀୟ ସାମଗ୍ରୀର ଦାମ ଏବେ ଆକାଶଛୁଆଁ ହୋଇଛି । ଏଟିଏମରୁ ନଗଦ ଟଙ୍କା ସରିଯାଇଥିବା ବେଳେ ପେଟ୍ରୋଲ ଅଭାବ କାରଣରୁ କଳାବଜାରୀମାନେ…

କେମିତି ଅଛି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା? ହସ୍ପିଟାଲ ବୁଲିଲେ ତିନି କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ: ବାହାନାଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଚାଲିଛି । ଆହତଙ୍କ ଶୀଘ୍ର ସୁସ୍ଥ ହେବା ଏବେ ସମସ୍ତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ଆହତଙ୍କୁ ଭୁବନେଶ୍ୱର ଏମ୍ସ, କଟକ ଏସସିବି ସମେତ ବାଲେଶ୍ୱର, ସୋର ଓ ଭଦ୍ରକରେ ଚିକିତ୍ସିତ କରାଯାଇଛି । ଆଜି କେନ୍ଦ୍ର…

ମୃତ୍ୟୁ ସଂଖ୍ୟାରେ ସଂଶୋଧନ କଲେ ସରକାର । କହିଲେ, ୨୭୫ ଜଣଙ୍କ ଯାଇଛି ଜୀବନ

କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏବେ ସୁଦ୍ଧା କେତେ ଲୋକଙ୍କର ମୃତ୍ୟୁ ହୋଇଛି? ଦୁର୍ଘଟଣାର ୨୪ଘଣ୍ଟା ପରେ ବି ସ୍ପଷ୍ଟ ଚିତ୍ର ଆସିପାରିନି । ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ଲାଗି ରହିଛି । ରେଳବାଇ ପକ୍ଷରୁ ଗତକାଲି ଗୋଟିଏ ସୂଚନା ଦିଆଯାଇଥିବାବେଳେ ଆଜି ସେହି ତଥ୍ୟରେ…

ଫଟୋ ଖୋଜୁଛି ପରିଚୟ । ମୃତଦେହ ଭିତରୁ ସଂପର୍କୀୟଙ୍କୁ ଖୋଜୁଛନ୍ତି ପରିବାର ଲୋକ । ସବୁଠି ମୃତାହତ ସମ୍ପର୍କୀୟଙ୍କ ଭିଡ ।

କନକ ବ୍ୟୁରୋ: ଚାରିଆଡେ କୁଢ଼ କୁଢ଼ ଶବ । ଚିତ୍କାର କରିପାରୁନଥିବା ଆହତ । ଦେଖାଣିହାରି ବି ଭୟଭୀତ । ଦୁର୍ଘଟଣାସ୍ଥଳଠାରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ମୃତାହତ ସମ୍ପର୍କୀୟଙ୍କ ଭିଡ । ଆଶଙ୍କା ଓ ଅନିଶ୍ଚିତା ଭିତରେ ନିଜ ନିଜର ଲୋକଙ୍କୁ ଖୋଜି ଚାଲିଛନ୍ତିି । ଧାଡ଼ି ଧାଡ଼ି ଥୁଆ ହୋଇଛି…