Daily Archives

June 18, 2023

ବାଲିମୁଣ୍ଡା ଜିଏସ୍ଏସରୁ ୩୩ କେଭି ଧାମରା ଓ ବିଦେଇପୁର ଫିଡର୍ର ଚାର୍ଜିଂ ସୁବିଧା ଶୁଭାରମ୍ଭ

କନକ ବ୍ୟୁରୋ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍)ର ଭଦ୍ରକ ସର୍କଲ୍ ଅଧୀନସ୍ଥ ଧାମରା ବିଦ୍ୟୁତ ସବ୍-ଡିଭିଜନ୍ର ଗ୍ରାହକମାନଙ୍କ ପାଇଁ ଧାମରା ୩୩/୧୧ କେଭି ଧାମରା ପିଏସ୍ଏସ୍ ଓ ୩୩/୧୧ କେଭି ବିଦେଇପୁର ପିଏସସରୁ…

ବିବାଦ ବଦଳାଇଲା ନିଷ୍ପତ୍ତି। ବଦଳିବ ଆଦିପୁରୁଷର ଡାଏଲଗ

କନକ ବ୍ୟୁରୋ: ଫିଲ୍ମ ଆଦିପୁରୁଷ ରିଲିଜକୁ ନେଇ ଯେଉଁ ପ୍ରତୀକ୍ଷା କରାଯାଉଥିଲା, ରିଲିଜ୍ ପରେ ଯେମିତି ଦର୍ଶକଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ମଉଳିଯାଇଥିଲା । ଫିଲ୍ମଟିକୁ ପ୍ରଶଂସା ଅପେକ୍ଷା ଅଧିକ ସମାଲୋଚନା ଶୁଣିବାକୁ ମିଳିଲା । ଆଉ ଏହାର କାରଣ ପାଲଟିଥିଲା, ଚଳଚ୍ଚିତ୍ରର ସଂଳାପ । ରାମୟଣ ପରି…

ବିଦେଶୀ କୁକୁଡ଼ା ଓ ବତକ ଫାର୍ମ କରି ଆତ୍ମନିର୍ଭର ହୋଇଛନ୍ତି ବାଲିଆପାଳର ଯୁବ ଉଦ୍ୟୋଗୀ ଜଗନ୍ନାଥ । ସ୍ଥାନୀୟ ଅଂଚଳର…

କନକ ବ୍ୟୁରୋ : ରୋଜଗାର ଦେଉଛି ବିଦେଶୀ କୁକୁଡା ଚାଷ । ବିଭିନ୍ନ ପ୍ରକାର ବିଦେଶୀ କୁକୁଡା ଚାଷ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି ବାଲିଆପାଳର ଯୁବ ଉଦ୍ୟୋଗୀ ଜଗନ୍ନାଥ ସାମନ୍ତରାୟ । ନିଜେ ସ୍ୱାବଲମ୍ବୀ ହେବା ସହିତ ସ୍ଥାନୀୟ ଅଂଚଳର ଯୁବକଙ୍କୁ ଦେଇଛନ୍ତି ରୋଜଗାର । ଜଗନ୍ନାଥଙ୍କର ଏହି ଫାର୍ମରେ…

ଅଭାବ ଭିତରେ ଝିଅର ସଫଳତା। ମାଟ୍ରିକ ପରୀକ୍ଷାରେ ସ୍କୁଲ ପାଇଁ ଗୌରବ ଆଣିଲେ ପ୍ରମିଳା

କନକ ବ୍ୟୁରୋ: ଝିଅ ପ୍ରମିଳା ମୁହଁରେ ଫୁଟି ଉଠୁଥିବା ହସ ଦେଖି ବାପା ନିରଙ୍କ ଛାତି କୁଣ୍ଢେମୋଟ ହୋଇଯାଏ। ଦୁନିଆର ସବୁ ସୁଖ ଯେମିତି ମିଳିଯାଏ। ସବୁ କଷ୍ଟ, ଯନ୍ତ୍ରଣା, ଅସୁବିଧା ଯେମିତି ମିଳେଇଯାଏ । ଝିଅକୁ ଆଗକୁ ବଢ଼ାଇବାକୁ ସେ ଯେମିତି ଦିନରାତି ଏକ କରିଦେଇଛନ୍ତି, ଏବେ ସଫଳତାରେ ମଧ୍ୟ ତାଙ୍କ…

କଳାହାଣ୍ଡି କୋକସରା ଅଂଚଳରେ ଏସଏଚଜି ମହିଳାଙ୍କ ନିଆରା ପ୍ରୟାସ, ଆମ୍ବ ଓ ପିଜୁଳି ବଗିଚା ଲିଜ୍ ନେଇ ହେଉଛନ୍ତି…

କନକ ବ୍ୟୁରୋ : କଥାରେ ଅଛି, ଇଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣିତ କରିଛନ୍ତି କଳାହାଣ୍ଡି କୋକସରା ବ୍ଲକ କନ୍ଦାଗଡ଼ ଗାଁର ଏସଏଚଜି ମହିଳା । ଆଦିବାସୀ ପ୍ରବଣ ଏହି ଅଂଚଳର ମହିଳା ମାନେ ଦିନେ କାମ ଧନ୍ଦା ନପାଇ ଘରେ ବସି ରହୁଥିଲେ । ଏବେ ମିଶନ ଶକ୍ତି ସହାୟତାରେ ଆମ୍ବ ଓ ପିଜୁଳି…