Daily Archives

June 15, 2023

ବସ୍ତି ପିଲାଙ୍କ ଭିତରେ ରଜ ପାଳନ । ନୃତ୍ୟ,ଗୀତ ସହ ଆୟୋଜିତ ହେଉଛି ରୋମାଞ୍ଚକର ପ୍ରତିଯୋଗିତା । ଅଭିନବ ଉପାୟରେ ରଜ…

କନକ ବ୍ୟୁରୋ: ଓଡ଼ିଶାର ଗଣପର୍ବ ରଜ ପର୍ବ ପାଳନ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରଜ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ରାଜଧାନୀର ଭିନ୍ନ ଭିନ୍ନ ବସ୍ତି ବାସିନ୍ଦାଙ୍କ ନିକଟରେ ସିଧାସଳଖ ପହଞ୍ଚି ଅଭିନବ ଉପାୟରେ ରଜ ମଉଜ କରିଛି ଜୟ ଓଡ଼ିଶା। ୩ଦିନ ବ୍ୟାପୀ ରଜ ପାଳନ କରିବା…

ଭାଙ୍ଗିବନି ଘର, ବସିବ ନୂଆ ସଂସାର । କୋର୍ଟରେ ଦେବକୀଙ୍କର ହେବ ପୁଣିଥରେ ବାହାଘର । ବାଇକ୍ ଏବଂ ମାଂସ ପାଇଁ ହେଇଥିଲା…

କନକ ବ୍ୟୁରୋ: ଭାଙ୍ଗିବନି ଘର । ସ୍ୱାମୀଙ୍କ ପାଖକୁ ଫେରିଯିବେ ଦେବକୀ । ଯୌତୁକରେ ବାଇକ୍ ପାଇଁ ଅଡ଼ି ବସୁଥିବା ଅର୍ଜୁନ୍ ନିଜର ଭୁଲ ବୁଝି ପାରିବା ପରେ, ଦେବକୀଙ୍କୁ ସାଥୀରେ ନେଇଯିବା ପାଇଁ ଶ୍ୱଶୁର ଘରକୁ ଆସିଛନ୍ତି । କ୍ଷଣିକ ରାଗରୁଷା ଓ ମାନ ଅଭିମାନକୁ ଭୁଲି ଯାଇ, ତାଙ୍କ ସହ ଯିବାକୁ…

ଏସିଆ କପ୍ ପାଇଁ ଘୋଷଣା ହେଲା ତାରିଖ । ୩୧ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍,ପାକିିସ୍ତାନରେ…

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଶେଷରେ ଏସିଆ କପ ୨୦୨୩ ପାଇଁ ତାରିଖ ଘୋଷଣା ହୋଇଛି । କେବଳ ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ କରିବାକୁ ନିଷ୍ପତି ନେଇଛି ଏସିଆନ କ୍ରିକେଟ କାଉଁନସିଲ । ଟୁର୍ଣ୍ଣାମେଂଟର ପୁରା ଖେଳସୂଚୀ ସାମ୍ନାକୁ ଆସିଛି…

ଓଡ଼ିଆ ଇଞ୍ଜିନିୟର ପ୍ରଭୁ ପ୍ରସାଦ ବିଶ୍ୱାଳଙ୍କ କମାଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ବିନିଯୋଗ କରି ‘ବବ୍ ଇଜ ହିଅର ଟୁ…

କନକ ବ୍ୟୁରୋ : ଓଡ଼ିଆ ଇଞ୍ଜିନିୟର ପ୍ରଭୁ ବିଶ୍ୱାଳଙ୍କ କମାଲ । ପ୍ରସଂଶା କଲେ ଏଲନ ମସ୍କ । ୨୪ ବର୍ଷିୟ ପ୍ରଭୁ ବିଶ୍ୱାଳ ଆର୍ଟିଫିସିଆଲ ଇଂଟିଲିଜେନ୍ସ ‘ବବ୍ ଇଜ ହିଅର ଟୁ ଏକ୍ସପ୍ଲେନ’ ବିକାଶ କରିଛନ୍ତି । ‘ବବ୍ ଇଜ ହିଅର ଟୁ ଏକ୍ସପ୍ଲେନ’ ନାଁରେ ଏକ ଟୁଇଟର ଆକାଉଂଟ ଖୋଲିଛନ୍ତି । ଲୋକେ ଟୁଇଟ…

ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ହୋଟେଲ ଓ ମଠରେ ଭକ୍ତଙ୍କ ଗହଳି । ଭକ୍ତଙ୍କୁ ପରସା ଯାଉଛି ସାତ୍ୱିକ ଭୋଜନ ।

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ୧୯ ତାରିଖରେ ନବଯୌବନ ଦର୍ଶନ ପରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ତେବେ ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଥିବାବେଳେ ବର୍ଷକୁ ଥରେ…

ଆଗାମୀ ବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ।…

କନକ ବ୍ୟୁରୋ : ୨୦୨୪ ଜାନୁଆରୀ ମାସ ୨୨ ତରିଖରେ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହ ତାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ହେବ ସମ୍ପନ୍ନ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି…