Daily Archives

June 23, 2023

୫-ଟି ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତର

କନକ ବ୍ୟୁରୋ: ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର…

ସାମ୍ବାଦିକଙ୍କୁ ଚାପୁଡା ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ । ଆଇଏମଏଫ ଋଣ ସମ୍ବନ୍ଧିତ ପ୍ରଶ୍ନରେ ରାଗିଯାଇ…

କନକ ବ୍ୟୁରୋ : ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡ଼ାର୍ଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଅର୍ଥମନ୍ତ୍ରୀ ଇଶାକ ଡ଼ାର ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଜଣାପଡ଼ିଛି । ଜଣେ ସାମ୍ବାଦିକ ଯେତେବେଳେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡ଼ାରଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି…

ପୁଣି ବିବାଦରେ ଟ୍ୱିଟର ମାଲିକ ଏଲନ ମସ୍କ । ବୋନସ ଆତ୍ମସାତ ଅଭିଯୋଗରେ ମାମଲା ରୁଜୁ

କନକ ବ୍ୟୁରୋ : ପୁଣି ଥରେ ବିବାଦରେ ଟ୍ୱିଟର ସିଇଓ ଏଲନ ମସ୍କ । ନିଜ କମ୍ପାନୀର କର୍ମଚାରୀଙ୍କ ବୋନସ ଟଙ୍କା ଆତ୍ମସାତ କରିଥିବା ମସ୍କଙ୍କ ବିରୋଧରେ କର୍ମଚାରୀ ଅଭିଯୋଗ ଆଣିଛନ୍ତି । ଏନେଇ କୋର୍ଟାଙ୍କ ଦ୍ୱାରସ୍ଥ ହୋଇଛନ୍ତି କର୍ମଚାରୀ । କମ୍ପାନୀର ନିୟମ ଅନୁସାରେ କର୍ମଚାରୀଙ୍କ ବାର୍ଷିକ…

ଚାଲିଛି ଆଡ଼ପ ଦର୍ଶନ। ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ଭକ୍ତ

କନକ ବ୍ୟୁରୋ: ରତ୍ନବେଦୀ ଛାଡି ଏବେ ଜନ୍ମବେଦୀରେ ତିନି ଠାକୁର । ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଶ୍ୱାସ ରହିଛି, ଥରେ ଆଡପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ । ତେଣୁ ଜନ୍ମବେଦୀରେ କାଳିଆ ଠାକୁରକୁ ଟିକେ ଆଖି ପୁରାଇ ଦେଖିବା କାହିଁ କେତେ…

ଜଳେଶ୍ୱର ବ୍ଲକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ଫାଇଭ୍-ଟି ସଚିବ। ଲୋକାଭିମୁଖୀ ଯୋଜନା ନେଇ ଲୋକଙ୍କ ସହ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତା ନେଇ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଥିଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଜଳେଶ୍ୱର ବ୍ଲକ୍ର ଲକ୍ଷ୍ମଣନାଥ ନିକଟରେ ଆୟୋଜିତ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ନେଇ ସିଧାସଳଖ ଲୋକଙ୍କ ସହ ଚର୍ଚ୍ଚା…

ଟାଇଟାନିକ ଜାହଜ ଧ୍ୱଂସାବଶେଷ ଦେଖିବାକୁ ଯାଇ ଆଉ ଫେରିଲାନି ଟାଇଟନ । ନିଖୋଜ ବୁଡ଼ାଜାହଜ ଠାବ, ସମସ୍ତ ୫ ଯାତ୍ରୀ ମୃତ

କନକ ବ୍ୟୁରୋ : କିଏ ଭାବିଥିଲା ଏହି ଜଳଯାତ୍ରା ହେବ ଶେଷ ଯାତ୍ରା । କିଏ ଜାଣିଥିଲା କିଛି ସ୍ୱପ୍ନ କାଳ ସାଜିବ । ଟାଇଟନିକ ଜାହାଜର ଅବଶେଷ ଦେଖିବାକୁ ଯାଇ ଜୀବନ ଶେଷ ହୋଇଯିବ । କାହାର ଇଚ୍ଛା ଥିଲା , କିଏ ବାଧ୍ୟରେ ଯାଇଥିଲା , ହେଲେ ଏହି ଦୁଃସାହସିକତା ଏପରି ଭୟଙ୍କର ହେବ କେହି କଳ୍ପନା…