Daily Archives

June 21, 2023

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ଯିବ ରାସ୍ତା । ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ, ମୋଟ୍ ୧୫ଟି…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ ବୈଠକର ୧୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ହେବ । ଏଭଳି ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି ଯୋଜନାରେ ୩୬୧ କିଲୋମିଟର ରାସ୍ତା ହେବ । ଏଥିପାଇଁ ୯୭୬ କୋଟିର ବ୍ୟୟବରାଦ କରାଯାଇଛି…

ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

କନକ ବ୍ୟୁରୋ : ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକରି ହରାଇବା ର କାରଣ ପାଲଟିଛି । ସେହି ସମୟରେ ସିଏସଏମ୍ ଟେକ୍ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ…

ଘୋଷଯାତ୍ରାରେ ଶୁଭିଲା ଜଗନ୍ନାଥ ଅଷ୍ଟକମ୍ । ଶରଧାବାଲିରେ ଜଗନ୍ନାଥ ଅଷ୍ଟକମ୍ ଗାଇଲେ ଅଭିଜିତ୍ ମିଶ୍ର ଓ ଜୟନ୍ତୀ…

କନକ ବ୍ୟୁରୋ: ପୀଢ଼ି ପରେ ପୀଢ଼ି । ଶହ ଶହ ବର୍ଷ ଧରି ଚାଲି ଆସୁଛି ଜଗନ୍ନାଥ ଅଷ୍ଟକମ୍ । ସମୟ ବଦଳିଛି କିନ୍ତୁ, ଆଦି ଶଙ୍କରାଚାର୍ଯ୍ୟ ଲେଖିଥିବା ଜଗନ୍ନାଥ ଅଷ୍ଟକମ୍ ଗାୟନର ପରମ୍ପରା ସେମିତି ଅକ୍ଷ୍ମର୍ଣ୍ଣ ରହିଛି । ଯେତେବେଳେ ପ୍ରଚାର ପ୍ରସାର ପାଇଁ ଆଜି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ନଥିଲା,…

ଆଦିପୁରୁଷ ଉପରେ କଟକଣା ଲଗାଯିବା ଆବେଦନ ଉପରେ ତୁରନ୍ତ ଶୁଣାଣୀ କରିବାକ ମନା କଲେ ଦିଲ୍ଲୀ ହାଇକୋର୍ଟ,ଜୁନ ୩୦ରେ ହେବ…

କନକ ବ୍ୟୁରୋ : ଶେଷରେ ବଦଳିଲା ବିବାଦିତ ସଂଳାପ । ଚର୍ଚ୍ଚିତ ସିନେମା ‘ଆଦିପୁରୁଷ’ ମୁକ୍ତିଲାଭ ପରେ ସଂଳାପକୁ ନେଇ ଦେଖାଦେଇଥିବା ବିବାଦ ପରେ ବିବାଦିତ ସଂଳାପଗୁଡ଼ିକୁ ବଦଳାଯାଇଛି । ବହୁ ବାଦ ବିବାଦ ପରେ ମୁକ୍ତିଲାଭ ହୋଇଥିଲା ସିନେମା ‘ଆଦିପୁରୁଷ’ । ରାମାୟଣରେ ଏପରି ବିଦ୍ରୂପ ସଂଳାପ…

ଆନ୍ଦୋଳନରେ ବନ କର୍ମଚାରୀ । ସହର ଭିତରେ ଜଙ୍ଗଲୀ ଜନ୍ତୁ । ଆନ୍ଦୋଳନରତ କର୍ମଚାରୀଙ୍କୁ ଆଲୋଚନା ପାଇଁ ଡାକିଲେ…

କନକ ବ୍ୟୁରୋ: ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁର ପ୍ରତିବାଦରେ ବନସେବା ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଏପଟେ ହୁଗୁଳା ପାଟ୍ରୋଲିଂର ଫାଇଦା ନେଇ ଶିକାରୀ ଅବାଧରେ ଜଙ୍ଗଲରେ ବୁଲାବୁଲି କରୁଛନ୍ତି । ଏପରିକି ଜଙ୍ଗଲୀଜନ୍ତୁ ମଧ୍ୟ ଜନବସତି ମୁହାଁ ହେଉଛନ୍ତି । ତେଣୁ ପ୍ରଶ୍ନ…

ମହାରାଷ୍ଟ୍ରର କରୋନା ସ୍କାମ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ । ଶିବସେନା ନେତା ଆଦିତ୍ୟ ଠାକରେଙ୍କ…

କନକ ବ୍ୟୁରୋ : କୋଭିଡ଼ ସ୍କାମ ଅଭିଯୋଗରେ ମୁମ୍ବାଇରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ମହାମାରୀ କରୋନା ସମୟରେ ସେବା ଯୋଗାଇ ଦେବା ନାଁରେ କରାଯାଇଥିବା ଠକେଇର ଇଡ଼ି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଇଡ଼ି ଟିମ ଥାନେ, ନଭି ମୁମ୍ବାଇ ଓ ମୁମ୍ବାଇର ମୋଟ ୧୫ଟି ସ୍ଥାନରେ ଛାନଭିନ କରିଛି ।…