Daily Archives

June 19, 2023

୨୧ରେ ଖୋଲିବ ସ୍କୁଲ କିନ୍ତୁ ପାଣିପାଗ ସ୍ଥିତି ଦେଖି ଏହି ସବୁ ଜିଲ୍ଲାରେ ଜିଲ୍ଲାପାଳ ନେବେ ନିଷ୍ପତ୍ତି ।

କନକ ବ୍ୟୁରୋ: ଆସନ୍ତା ବୁଧବାର ଦିନ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ କିଛି ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ନେବେ ନିଷ୍ପତି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀରରେ ସ୍ଥିତି ଦେଖି ସକାଳୁଆ ସ୍କୁଲ କିମ୍ବା ଛୁଟି…

ଉତରଭାରତରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ: କଲବଲ କରୁଛି ମୁଣ୍ଡଫଟା ଖରା ସାଙ୍ଗକୁ ତାତି । ଉତରପ୍ରଦେଶ, ବିହାରରେ ଶତାଧିକ ମୃତ

କନକ ବ୍ୟୁରୋ: ବିହାର ଉତରପ୍ରଦେଶରେ କାଳ ସାଜିଛି ହିଟୱେଭ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଦୁଇ ରାଜ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ୪ଶହ ଅଧିକ ଲୋକ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ପବନରେ ସହି ନପାରି କିଏ ସନଷ୍ଟ୍ରୋକ ତ ପୁଣି କିଏ ହଇଜାର ଶିକାର…

ପ୍ରକୃତିର ବିଚିତ୍ର ରୂପ: ସିକ୍କିମ, ଆସାମରେ ଲଗାଣବର୍ଷା ପରେ ଦେଖାଦେଇଛି ବନ୍ୟା ସମସ୍ୟା

କନକ ବ୍ୟୁରୋ: ନେପାଳରେ ପ୍ରକୃତି ତାଣ୍ଡବ । ଲଗାଣବର୍ଷା ପରେ ପୂର୍ବ ନେପାଳରେ ଭୟଙ୍କର ବନ୍ୟା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରେ ଏବେ ଭୁସ୍ଖଳନ ଓ ବନ୍ୟା ଦେଖୁଛି ନେପାଳ । ଏବେ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧି ସଂଖ୍ୟକ ଲୋକ ନିଖୋଜ ରହିିଥିବା ସୂଚନା ରହିଛି ।…

ନେପାଳରେ ଚଳଚିତ୍ର ଆଦିପୁରୁଷକୁ ନାଁ । କାଠମାଣ୍ଡୁ ପରେ ପୋଖରାନରେ ଲାଗିଲା ଚଳଚିତ୍ର ପ୍ରଦର୍ଶନ ଉପରେ ରୋକ ।

କନକ ବ୍ୟୁରୋ: ଭାରତରେ ଚଳଚିତ୍ର ଆଦିପୁରୁଷକୁ ନେଇ ଯେତିକି ବିବାଦ ଦେଖାଦେଇଛି ନେପାଳରେ ମଧ୍ୟ ସେତିକି ବିରୋଧ କରାଯାଉଛି । ଚଳଚିତ୍ରର କାହାଣୀ, ଚିତ୍ରଣ ଓ କଳାକାରଙ୍କ ବେଶଭୂଷାକୁ ନେପାଳରେ ଆଦିପୁରୁଷ ଘୋର ବିରୋଧର ସାମ୍ନା ହେଉଛି । ଏବେ ନେପାଳ ପ୍ରେକ୍ଷାୟଳରେ ଚଳଚିତ୍ରକୁ ପ୍ରଦର୍ଶନ…

ବିବାଦରେ କେନ୍ଦ୍ର ସରକାରଙ୍କ ନିଷ୍ପତି । ଗୀତା ପ୍ରେସ୍’କୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ ଘୋଷଣାକୁ କଂଗ୍ରେସର…

କନକ ବ୍ୟୁରୋ: ଗାନ୍ଧୀ ଶାନ୍ତି ପୁରସ୍କାରକୁ ନେଇ ବିବାଦ ସୃଷ୍ଟି ହେଇଛି । ହିନ୍ଦୁତ୍ୱ ଉପରେ ଗୁରୁତ୍ୱ ଦେଉଥିବା ‘ଗୀତା ପ୍ରେସ୍’କୁ ପୁରସ୍କାର ପ୍ରଦାନ କରିବା ନେଇ କଂଗ୍ରେସର ବିରୋଧ କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପରୁସ୍କାର ଦେବା ଯାହା…

ଆନ୍ଦୋଳନରେ ବନକର୍ମଚାରୀ, ଜଙ୍ଗଲ ସୁରକ୍ଷା ଠପ୍: ବନରକ୍ଷୀ ଓ ବନପାଳଙ୍କ ହତ୍ୟା ଘଟଣାର ବଡ଼ ପ୍ରତିବାଦ

କନକ ବ୍ୟୁରୋ: ବନକର୍ମଚାରୀଙ୍କ ମୃତ୍ୟୁ ପରେ ତେଜୁଛି ଅସନ୍ତୋଷ । ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ । ସରକାର ଓ ବନପ୍ରଶାସନର ଅବହେଳାକୁ ପ୍ରତିବାଦ କରି ସଂଘ ଏହି ବିକ୍ଷୋଭ କରିଛି । ସେମାନଙ୍କ ଦାବି ପୂରଣ ନହେଲେ ପାଟ୍ରୋଲିଂ କରିବେ ନାହିଁ କି…