Daily Archives

June 1, 2023

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଫୁଟିଲା ଗୁଳି । ଜଙ୍ଗଲ ଭିତରକୁ ଯାଇଥିବାବେଳେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଅଭୟାରଣ୍ୟରେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ବାଙ୍ଗିରିପୋଷି ଥାନା ତାଳବନ୍ଧ ରେଞ୍ଜରେ ଏହି ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଛି…

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ର ଅଡିଓ ଲୋକାର୍ପିତ

କନକ ବ୍ୟୁରୋ: ଜୀ ସାର୍ଥକରେ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ଯାହା ଜୁନ୍ ୪ ତାରିଖ ସନ୍ଧ୍ୟା ୬ .୩୦ମି ରେ ଘରେ ବସି ଦେଖିବେ ଦର୍ଶକ । ଭୁବନେଶ୍ୱରସ୍ଥିତ ହୋଟେଲ ଶୀତଲଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ର "ଟ୍ୱିନ୍ସ"ର ଅଡିଓ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ…

ମେ’ମାସରେ ଜିଏସଟି ଆଦାୟ ୧.୫୭ ଲକ୍ଷ କୋଟି, ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ ଅଧିକ

କନକ ବ୍ୟୁରୋ : ସରକାର ମେ’ମାସରେ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରିଛନ୍ତି । ଏହା ଗତବର୍ଷ ମେ’ମାସ ତୁଳନାରେ ୧୨ ପ୍ରତିଶତ କମ୍ ବୋଲି କୁହାଯାଇଛି । ଗତବର୍ଷ ମେ’ମାସରେ ୧.୪୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଥିଲା । ସେହିଭଳି ଚଳିତ ବର୍ଷ ଏପ୍ରିଲ ମାସରେ ୧.୮୭ ଲକ୍ଷ କୋଟି…

ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବଡ ଦାୟିତ୍ୱ । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ହେଲେ ନିର୍ବାଚିତ ।

କନକ ବ୍ୟୁରୋ: ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ । ଆଇଏମଡିର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ ଦାୟିତ୍ୱ । ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଙ୍ଗଠନ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ…

ଅର୍ଥନୀତିରେ ଆଗକୁ ବଢୁଛି ଦେଶ । ଅଭିବୃଦ୍ଧି ହାରରେ ସମସ୍ତଙ୍କୁ ପଛରେ ପକାଇଲା ଭାରତ

କନକ ବ୍ୟୁରୋ: ବିଶ୍ୱ ଅର୍ଥନୀତିର ଅବସ୍ଥା ଭଲ ନଥିବାବେଳେ ଭାରତ ପାଇଁ ଆସିଛି ଖୁସିର ଖବର । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଆଗରେ ରହିଛି ଭାରତ । ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି । ଭାରତ ପାଇଁ ଏହା ଶୁଭ ଖବର ବୋଲି ଅର୍ଥନୀତି ବିଶେଷଜ୍ଞ…

ଦୁବାଇ ପରେ ସିଙ୍ଗାପୁର । ଭୁବନେଶ୍ୱରରୁ ସିଧାସଳଖ ଉଡିବ ବିମାନ ।

କନକ ବ୍ୟୁରୋ: ବୈଷୟିକ ଜ୍ଞାନ କୌଶଳ ଦୃଷ୍ଟିରୁ ବିକଶିତ, ସିଙ୍ଗାପୁର ସହ ଓଡିଶାର ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରିବ । ଯାହା ଫଳରେ ଓଡିଶାବାସୀ ସିଧାସଳଖ ସିଙ୍ଗାପୁରକୁ ଯାଇ,…