Daily Archives

June 5, 2023

ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ। ଦ୍ୱନ୍ଦ୍ୱ ହେଲେ ହେବ ଡିଏନଏ ଟେଷ୍ଟ

କନକ ବ୍ୟୁରୋ: ବାହାନାଗା ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତର୍ମାନ ଶବ ଚିହ୍ନଟ ମୁଖ୍ୟ ସମସ୍ୟା ପାଲଟିଛି । ଏ ନେଇ ରେଳବାଇ ବୋର୍ଡ ଓ ଏମ୍ସ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରାଯାଇଛି । ଶବ ଚିହ୍ନଟ ନହେଲେ ଡିଏନଏ ଟେଷ୍ଟ କରାଯିବ । ବର୍ତମାନ…

ଚାଲିଗଲେ ମହାଭାରତର ଶକୁନି, ୭୯ବର୍ଷ ବୟସରେ ଗୁଫି ପେଣ୍ଟଲଙ୍କ ପରଲୋକ

କନକ ବ୍ୟୁରୋ: ଆଉ ନାହାନ୍ତି ମହାଭାରତରେ ଶକୁନି । ପୌରାଣିକ ଧାରାବାହିକ ମହାଭାରତରେ ଶକୁନି ଚରିତ୍ରରେ ଥିବା ‘ଗୁଫି ପେଂଟଲ’ଙ୍କର ସୋମବାର ସକାଳୁ ଦେହାନ୍ତ ହୋଇଛି । ସେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସତ୍ୟାଗ କରିଛନ୍ତି । ଉଚ୍ଚରକ୍ତ ଚାପ ସହିତ ହୃଦରୋଗ ଯୋଗୁ ଅସୁସ୍ଥ ହୋଇପଡିଥିଲେ ଗୁଫି ।…

ପୁଣି ମଣିପୁରରେ ହିଂସା ପରେ ବଜାର ବନ୍ଦ, ଏଟିଏମ ଖାଲି। ପରିବହନ ସେବା ପୂରା ଠପ୍

କନକ ବ୍ୟୁରୋ: ପୁଣି ହିଂସାରେ ଥରି ଉଠିଛି ମଣିପୁର । କିଛି ଦିନର ଶାନ୍ତ ସ୍ଥିତି ପରେ ପୁଣି ହିଂସାକାଣ୍ଡ,ପୋଡାଜଳା, ମାଡପିଟ୍ ଓ ଅଶାନ୍ତ ସ୍ଥିତି ସହ ଜଳୁଛି ଉତ୍ତରପୂର୍ବ ରାଜ୍ୟ । ରବିବାର ମଣିପୁରରେ କାକାଚିଂଗ ଜିଲ୍ଲା ସେରୋ ଗାଁରେ ଉପବଦ୍ରବୀମାନେ ୧୦୦ ଘରେ ନିଆଁ ଲଗାଇଦେବା ପରେ ପୁଣି…

କାଲି ଭେଟିଲେ ଆଜି ନେଲେ ବଡ଼ ନିଷ୍ପତ୍ତି! ଚାକିରିକୁ ଫେରିଲେ ସାକ୍ଷୀ, ଭିନେଶ ଓ ବଜରଙ୍ଗ

କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । କେବଳ ଭାରତରେ ନୁହେଁ ଅନ୍ୟରାଷ୍ଟ୍ରରେ ମଧ୍ୟ ଚର୍ଚ୍ଚିତ ବିଷୟ ପାଲଟିଛି । ସୋମବାର ଏହି ଆନ୍ଦୋଳନରେ ଆସିଛି ନୂଆ ମୋଡ । ମାସେରୁ ଅଧିକ ସମୟରେ ଧରି ଯେଉଁ ୩ଜଣ କୁସ୍ତିଯୋଦ୍ଧା ଆନ୍ଦୋଳନର ମଙ୍ଗ ଧରିିଥିଲେ ସେମାନେ ନିଜ ନିଜ ଚାକିରିରେ ପୁଣି…

ଆମେରିକାରେ ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ବୟାନ। ଭାରତୀୟ ନଥିଲେ ମହାତ୍ମା ଗାନ୍ଧୀ, ନେହେରୁ ଓ ସୁବାସ ବୋଷ

କନକ ବ୍ୟୁରୋ: ବିଦେଶରେ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଆମେରିକାରେ ପୁଣି ଏକ ବିସ୍ଫୋରକ ବକ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଦେଶର ରାଜନୀତି ସରଗରମ ହୋଇପଡିଛି । ନ୍ୟୁୟର୍କରେ ଭାରତୀୟ ବଂଶଧରମାନଙ୍କୁ ସମ୍ବୋଧନ କରି ରାହୁଲ…

ଲୋକପାଇଲଟ କହିଲେ କେମିତି ହେଲା ଦୁର୍ଘଟଣା? ସିଗନାଲ ପାଇ ଲୁପନାଇନ ଯାଇଥିଲା କରମଣ୍ଡଳ

କନକ ବ୍ୟୁରୋ: ଲୋକେ ପାଇଲଟ କହିଲେ କେମିତି ହେଲା ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତି ବୟାନ ରେକର୍ଡ କରାଯାଇଛି । ସେ କହିଛନ୍ତି, ଲୁପ ଲାଇନ ପାଇଁ ଗ୍ରୀନ ସିଗନାଲ ଥିଲା । ସିଗନାଲ ପାଇ ଲୁପନାଇନ ଯାଇଥିଲା କରମଣ୍ଡଳ । ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଦୁଇଜଣ…