Daily Archives

June 2, 2023

ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ: ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ନବୀନ

କନକ ବ୍ୟୁରୋ: ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରେ ପହଞ୍ଚି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଘଟଣାକୁ…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୩୦ ଜଣଙ୍କ ମତ୍ୟୁ, ୨ଶହରୁ ଅଧିକ ନେଇ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ସୂଚନା

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୩୦ ଜଣଙ୍କ ମତ୍ୟୁ ସୂଚନା । ଏନେଇ ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ସୂଚନା । ଦୁର୍ଘଟଣାରେ ୨ଶହରୁ ଅଧିକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି । ସମସ୍ତ ଆହତଙ୍କୁ ସୋର, ଖନ୍ତାପଡା, ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି  କରାଯାଇଛି । ଘଟଣାସ୍ଥଳରେ ୩…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ଏସଆରସି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାହାରିଲେ ଏସଆରସି

କନକ ବ୍ୟୁରୋ: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୫୦ରୁ ଅଧିକ ଆହତ ସୂଚନା । ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ସ୍ୱତନ୍ତ୍ର ରିଲିଫି କମିଶନର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯାଉଛନ୍ତି ଏସଆରସି । ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଘଟଣାସ୍ଥଳକୁ…

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୫୦ରୁ ଅଧିକ ଆହତ 

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧ ୫୦ରୁ ଅଧିକ ଆହତ । ଆହତଙ୍କୁ ସୋର, ବାହାନଗା, ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତାରୁ ଆସିବା ବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି । ଉଦ୍ଧାରକାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି ।…

ମାଲକାନଗିରିରେ କାଳବୈଶାଖୀ ଉଜାଡି ଦେଲା ଘରଦ୍ୱାର, ଅକାଳରେ ଚାଲିଗଲା ଜୀବନ

କନକ ବ୍ୟୁରୋ: ଘୋ ଘୋ ଶବ୍ଦ, ବର୍ଷା ପବନ ସାଙ୍ଗକୁ ଘଡଘଡି । ପବନର ବେଗ ଏତେ ଜୋର ଥିଲା ଯେ କେଉଁଠି ବଡ ବଡ ଗଛର ଡାଳ ମାଟି ଛୁଇଁଯାଉଛି ତ ଆଉ କେଉଁଠି ନିର୍ମାଣଧୀନ ପାଚେରୀ ପଡି ନଷ୍ଟ ହୋଇଯାଇଛି । ମାତ୍ର ୧୦ ମିନିଟ ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ ରଚିବା ପରେ ଏ ଭଳି ସ୍ଥିତି । କାଳବୈଶାଖୀ…

ମଲରୁ ମଲ୍ ବୁଲି ଲୁଟ୍ କରୁଛନ୍ତି ମହିଳା ଲୁଟେରା। ଶାଢି ଭିତରେ ଚୋରି ଜିନିଷ ଲୁଚାଇ ହୋଇଯାଉଥିଲେ ଫେରାର 

କନକ ବ୍ୟୁରୋ: ରଜ ବଜାରକୁ ନେଇ ଭୁବନେଶ୍ୱର ମଲ୍ଗୁଡ଼ିକ ଚଳଚଞ୍ଚଳ । ଆଉ ଏହି ଭିଡ଼ର ଫାଇଦା ଉଠାଉଛନ୍ତି କିଛି ମହିଳା । ମଲ ଭିତରୁ ମାଲ୍ ଗାୟବ କରିଥିବା ମହିଳାଙ୍କ ଏମିତି କିଛି ଚିତ୍ର ପଦାକୁ ଆସିଛି, ଯାହା ଆପଣ କେବେ ପୂର୍ବରୁ ଦେଖିନଥିବେ । ଜଣେ ମହିଳାଙ୍କୁ ଘେରି ରହିଛନ୍ତି ମଲର କର୍ମଚାରୀ ।…