Daily Archives

June 11, 2023

କର୍ମୀଙ୍କ ଉପରେ ବିଗିଡ଼ିଲେ ବଲାଙ୍ଗୀର ସାଂସଦ: ପ୍ରଶ୍ନ କଲେ, ସଭାରେ କାହିଁକି ହେଉନାହାଁନ୍ତି ଲୋକ?

କନକ ବ୍ୟୁରୋ: ଚର୍ଚ୍ଚାରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ଅଡ଼ିଓ କ୍ଲିପ୍ । ଏହି ଅଡିଓ କ୍ଲିପ୍ରେ ସାଂସଦ, ନିଜ ଦଳର ଜଣେ ମଣ୍ଡଳ ସଭାପତିଙ୍କୁ ଗାଳିଗୁଳଜ କରୁଛନ୍ତି । କହୁଛନ୍ତି- ବିଧାୟକଙ୍କ ସଭାରେ ଲୋକ ହେଉଥିବା ବେଳେ ତାଙ୍କ ସଭାରେ କାହିଁକି ଲୋକ ହେଉନାହାଁନ୍ତି । ଏଭଳି ପ୍ରଶ୍ନ…

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ: ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା, ରେଳବାଇ ଦେଲା ସ୍ପଷ୍ଟୀକରଣ

କନକ ବ୍ୟୁରୋ: ଟଳିଯାଇଛି ଆଉ ଏକ ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ଥିଲା ଦୁଇଟି ଟ୍ରେନ । ଅଳ୍ପକେ ବର୍ତିଲା ଦୁର୍ଘଟଣା । ଛତିଶଗଡ ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସମାନ ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ସମାନ ଟ୍ରାକରେ ଦୁଇଟି ଟ୍ରେନ…

ସମୟ ବଦଳିବା ସହ ବଦଳୁଛି ମହିଳାଙ୍କ କାର୍ଯ୍ୟଦକ୍ଷତା । ଛେଳି ପାଳନ କରି ଆତ୍ମନିର୍ଭର ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର…

କନକ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ମହିଳାଙ୍କ କାର୍ଯ୍ୟଦକ୍ଷତା । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗାଁ ଗାଁରେ ଆତ୍ମନିର୍ଭର ହେଉଛନ୍ତି ମହିଳା । ସୁବର୍ଣ୍ଣପୁର ବିରମହାରାଜପୁର ବ୍ଲକ ଚମ୍ପାମାଲ ଗାଁର ମା’ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇ ଛେଳି ଚାଷ କରି…

ଯୋଡା ଖଣି ଅଞ୍ଚଳରେ ଉଦ୍ୟମୀ ମହିଳା, କପଡା ସିଲେଇ କରି ହେଉଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରୋ : ଖଣି ଅଂଚଳର ଉଦ୍ୟମି ମହିଳା । କପଡ଼ା ଶିଲେଇ କରି ହେଉଛନ୍ତି ଆତ୍ମନିର୍ଭର । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗାଁର ୨୫ ଜଣ ମହିଳା ଏଭଳି କିଛି କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ବିଭିନ୍ନ ପ୍ରକାରର କପଡ଼ା ସିଲେଇ କରି ଏହାକୁ ବଜାରରେ…

ଆସାମ ଗଲା କୋରାପୁଟର କଳାବତୀ ଧାନ, ଜିଲ୍ଲାପାଳ କଲେ ଶୁଭାରମ୍ଭ । ପ୍ରଚୁର ପୋଷକ ତତ୍ୱ ଥିବାରୁ ବଢୁଛି ଚାହିଦା

କନକ ବ୍ୟୁରୋ : ସାଧାରଣ ପ୍ରଜାତିର ଧାନ ଅପେକ୍ଷା ଏହି ଧାନର ଗୁଣବତା ଟିକେ ଅଲଗା । ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଭରି ରହିଥିବା ବେଳେ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ । ଆଂଟି କ୍ୟାନସର ପ୍ରପଟି ଭାବେ ମଧ୍ୟ ଏହି ଚାଉଳର ବ୍ୟବହାର କରାଯାଏ । କୋରାପୁଟ ଜିଲ୍ଲାରୁ ଉତ୍ପାଦିତ…