ଆଖି ବୁଜିଦେଲେ ଅମୁଲ୍ ଗାର୍ଲର ସ୍ରଷ୍ଟା। ମନେରହିବ ସିଲଭେଷ୍ଟରଙ୍କ ମନ ଛୁଆଁ ଧାଡ଼ି
କନକ ବ୍ୟୁରୋ: ନୀଳ ରଙ୍ଗର କେସ । ଗୋଲାପି ଗାଲ । ଡଉଲ-ଡାଉଲ ଚେହେରା । ହାତରେ ବ୍ରେଡ୍ ଖଣ୍ଡେ ଧରି ନଜର ଆସୁଥିବା ଅମୁଲ୍ ଗାର୍ଲ ଆଖିରେ ଆଜି ଲୁହ । ସବୁବେଳେ ହସ-ହସ ମୁହଁରେ ଅମୁଲର ବାର୍ତା ଦେଉଥିବା ଏହି କୁନି ଝିଅ ନିଜର ସ୍ରଷ୍ଟାକୁ ହରାଇଛି । ଅମୁଲ ଗାର୍ଲର ସ୍ରଷ୍ଟା, ଯିଏ ଏହି କୁନି ଝିଅର…