Daily Archives

June 25, 2023

କରୋନା ସମୟର ପରିସ୍ଥିତି ବଦଳାଇଦେଲା ଜୀବନର ଗତିପଥ: ଚାକିରି ଛାଡ଼ି ନିଜ ମାଛ ଚାଷ କରୁଛନ୍ତି ଯୁବ ଇଂଜିନିୟର

କନକ ବ୍ୟୁରୋ: କରୋନା ସମୟର ପରିସ୍ଥିତି ବଦଳାଇଦେଲା ଜୀବନର ଗତିପଥ । ଚାକିରି ଛାଡ଼ି ନିଜ ଜନ୍ମମାଟିକୁ ଫେରିଆସିଥିବା ଯୁବ ଇଂଜିନିୟର ଏବେ କରୁଛନ୍ତି ମାଛ ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ ବାୟୋଫ୍ଲକ ପଦ୍ଧିତିରେ ମାଛ ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ଛତ୍ରପୁର ନରେନ୍ଦ୍ରପୁର…

କପଡ଼ା ସିଲେଇ କରି ପରିବାର ସମ୍ଭାଳୁଛନ୍ତି ବାଙ୍କିର ରୀନା ମହାରାଣା: ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ ପାଇଁ…

କନକ ବ୍ୟୁରୋ: ବେଳେବେଳେ କଠିନ ପରିସ୍ଥିତି ମଣିଷକୁ ସଠିକ୍ ରାସ୍ତା ଦେଖାଇଥାଏ । ଆଉ ଜୀବନ ଜିଇବାର ମାଧ୍ୟମ ପାଲଟିଯାଏ ଏହି ରାସ୍ତା । ସେହିଭଳି ଜଣେ ମହିଳା ହେଉଛନ୍ତି ବାଙ୍କି ଅଂଚଳର ରୀନା ମହାରଣା । ପିଲାଦିନୁ ଅଭାବ ଅନଟନରେ ବଢ଼ିଥିବା ରୀନା କିଛି ରୋଜଗାର ଆଶାରେ ସିଲେଇ ଶିଖିବା ପାଇଁ…

ମେସିନ୍ ଯୁଗରେ ବି କମିନି ବୁଣାକାରଙ୍କ ହାତ ବୁଣା ଶାଢ଼ିର ଚାହିଦା: କେନ୍ଦ୍ରାପଡ଼ା ଡିହସାହିରେ ରହୁଥିବା ୩୦୦ ପରିବାର…

କନକ ବ୍ୟୁରୋ: ମେସିିନ୍ ତିଆରି ଯୁଗରେ ବି କମିନି ବୁଣାକାରଙ୍କ ହାତ ବୁଣା ଶାଢ଼ିର ଚାହିଦା । କେନ୍ଦ୍ରାପଡ଼ା ଡିହସାହିରେ ରହୁଥିବା ୩୦୦ ପରିବାର ତିଆରି କରୁଛନ୍ତି ଦେହବାନ୍ଧ ଶାଢ଼ି । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ସହରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଶାଢ଼ି ତିଆରି କଲେ…

ଚର୍ଚ୍ଚାରେ ମାଲକାନଗିରିର ୭୨ ବର୍ଷିୟ ଆମ୍ବ ଚାଷୀ ରମେନ ସାଧୁ: ତାଙ୍କ ବଗିଚାରେ ରହିଛି ୫୦ରୁ ଅଧିକ ପ୍ରଜାତିର ଆମ୍ବ

କନକ ବ୍ୟୁରୋ: ୭୨ ବର୍ଷରେ ବି ଫିଟ୍ । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ଆମ୍ବ ଚାଷୀଙ୍କ କଥା । ଯିଏ ଦିର୍ଘ ୨ ଦଶନ୍ଦି ଧରି ଆମ୍ବ ଚାଷ କରି ନିଜ ଗୁଜରାଣ ମେଂଟାଉଥିବା ବେଳେ ତାଙ୍କ ବଗିଚାର ଆମ୍ବର ଚାହିଦା ଏବେ ସାରା ସହରରେ ରହିଛି । କାରଣ ୫୦ରୁ ଅଧିକ ପ୍ରକାରର ଭଳିକି ଭଳି ଆମ୍ବ ତାଙ୍କ…

ବିନା ମାଟିରେ ଡ୍ରାଗନ ଫ୍ରୁଟ୍ ଚାଷ: ମାଟି ତୁଳନାରେ ହେଉଛି ଭଲ ଅମଳ

କନକ ବ୍ୟୁରୋ: ବିନା ମାଟିରେ ଡ୍ରାଗନ ଫ୍ରୁଟ୍ । ଏହି ଚାଷ ପାଇଁ ନା ମାଟିର ଆବଶ୍ୟକତା ରହିଛି ନା ଅଧିକ ଜାଗା । ଅତି ସହଜରେ ନିଜ ଛାତ ଉପରେ ଏହି ଚାଷ କରିପାରିବେ ଚାଷୀ । ଗୋଟିଏ ଗୋଟିଏ ଗଛରୁ ପାଖାପାଖି ୧୨ରୁ ୩୦ କିଲୋ ପର୍ଯ୍ୟନ୍ତ ଏହି ଫଳ ଅମଳ ହୋଇପାରିବେ ଲୋକେ । ମଧୁମେହ, କ୍ୟାନସର, ଉଚ୍ଚ…

ଦୁବାଇରେ ମାଷ୍ଟର ମାଇଣ୍ଡ, ଓଡ଼ିଶାରେ ଠକେଇ! ଏନସିବି ଅଧିକାରୀ ନାଁରେ ଠକିନେଲେ ଦେଢ଼ ଲକ୍ଷ

କନକ ବ୍ୟୁରୋ: ଦିନକୁ ଦିନ ବଢ଼ି ଚାଲିଛି ଠକେଇର ତରିକା । କେତେବେଳେ କେୱାଇସି ଅପଡେଟ୍ ନାଁରେ ଠକେଇ କରୁଛନ୍ତି, ତ ଆଉ କେତେବେଳେ ବିଭିନ୍ନ ପ୍ରକାର ଅଫରର ଲୋଭ ଦେଖାଇ ଠକେଇ କରୁଛନ୍ତି । କିନ୍ତୁ ଏବେ ଆଉ ଏକ ପ୍ରକାରର ଠକେଇ ସାମନାକୁ ଆସିଛି । କିଛି ଠକ୍ ଦୁବାଇରେ ବସି, ନିଜକୁ ଏନସିିବି…